Panchayat Samiti Bellaguntha

Panchayat Samiti Bellaguntha Panchayat Samiti Bellaguntha, Ganjam

ଇଙ୍ଗିନାଠି ଗ୍ରାମ ପଞ୍ଚାୟତର ବାତ୍ୟା ଆଶ୍ରୟସ୍ଥଳୀରେ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା। ସରପଞ୍ଚ, ଗୋଷ୍ଠୀ ଉନ୍ନୟନ...
19/06/2026

ଇଙ୍ଗିନାଠି ଗ୍ରାମ ପଞ୍ଚାୟତର ବାତ୍ୟା ଆଶ୍ରୟସ୍ଥଳୀରେ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା। ସରପଞ୍ଚ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଏବଂ ଅଗ୍ନିଶମ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ବାତ୍ୟା ଓ ଅନ୍ୟାନ୍ୟ ବିପର୍ଯ୍ୟୟ ସମୟରେ ସୁରକ୍ଷିତ ସ୍ଥାନାନ୍ତରଣ ଓ ଜରୁରୀ ପ୍ରତିକ୍ରିୟା ସମ୍ପର୍କରେ ସଚେତନତା ସୃଷ୍ଟି କରାଗଲା।

ବେଲ୍ଲଗୁଣ୍ଠା ବ୍ଲକର ସମସ୍ତ ୧୮ଟି ଗ୍ରାମ ପଞ୍ଚାୟତରେ ପ୍ରତି ମଙ୍ଗଳବାର ‘ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସ୍ୱଚ୍...
09/06/2026

ବେଲ୍ଲଗୁଣ୍ଠା ବ୍ଲକର ସମସ୍ତ ୧୮ଟି ଗ୍ରାମ ପଞ୍ଚାୟତରେ ପ୍ରତି ମଙ୍ଗଳବାର ‘ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସ୍ୱଚ୍ଛତା, ପରିମଳ ଓ ପରିବେଶ ସୁରକ୍ଷା ପ୍ରତି ଜନସଚେତନତା ସୃଷ୍ଟି କରି ଏକ ସୁନ୍ଦର ଓ ସ୍ୱଚ୍ଛ ଗଞ୍ଜାମ ଗଠନ ଦିଗରେ ସାମୂହିକ ପ୍ରୟାସ ଜାରି ରହିଛି।

ବିଶ୍ୱ ପରିବେଶ ଦିବସ ଅବସରରେ ବେଲ୍ଲଗୁଣ୍ଠା ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, AEE, ABDO ଓ PRI ସଦସ୍ୟମାନଙ୍କ ଉପସ୍ଥିତିରେ ସ୍ୱଚ୍ଛତା ଓ ପରି...
04/06/2026

ବିଶ୍ୱ ପରିବେଶ ଦିବସ ଅବସରରେ ବେଲ୍ଲଗୁଣ୍ଠା ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, AEE, ABDO ଓ PRI ସଦସ୍ୟମାନଙ୍କ ଉପସ୍ଥିତିରେ ସ୍ୱଚ୍ଛତା ଓ ପରିମଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା। ସ୍ୱଚ୍ଛ ଓ ସବୁଜ ପରିବେଶ ଗଠନ ପାଇଁ ସମସ୍ତଙ୍କ ସାମୂହିକ ପ୍ରୟାସ।

ପ୍ଲାଷ୍ଟିକ ମୁକ୍ତ ଗଞ୍ଜାମ ଗଢ଼ିବା ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନଙ୍କ ଏକ ଅଭିନବ ପ୍ରୟାସ — “ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ” ଅଭିଯାନ।ଆମ ...
19/05/2026

ପ୍ଲାଷ୍ଟିକ ମୁକ୍ତ ଗଞ୍ଜାମ ଗଢ଼ିବା ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନଙ୍କ ଏକ ଅଭିନବ ପ୍ରୟାସ — “ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ” ଅଭିଯାନ।
ଆମ ସମସ୍ତଙ୍କ ସାମୁହିକ ପ୍ରୟାସରେ ଗଢ଼ିଉଠୁ ଏକ ପ୍ଲାଷ୍ଟିକ ମୁକ୍ତ, ସ୍ୱଚ୍ଛ ଓ ସୁନ୍ଦର ଗଞ୍ଜାମ।
📍 ପଞ୍ଚାୟତ ସମିତି – ବେଲଗୁଣ୍ଠା

GP-level Grievance Hearing held on 4th May at Udhura GP, Bellaguntha Block.BDO, Tahasildar & officials present; grievanc...
04/05/2026

GP-level Grievance Hearing held on 4th May at Udhura GP, Bellaguntha Block.
BDO, Tahasildar & officials present; grievances heard and addressed on the spot.

Meeting on prevention of child marriage held on 02.05.2026 at Bellaguntha Block under the chairmanship of BDO, Bellagunt...
04/05/2026

Meeting on prevention of child marriage held on 02.05.2026 at Bellaguntha Block under the chairmanship of BDO, Bellaguntha.
Temple priests (4) & Kula leaders (12) participated; oath taken against child marriage.

National Panchayati Raj Day celebrated on 24.04.2026 at Bellaguntha Block.Graced by Hon’ble MLA, Chairperson & Vice Chai...
25/04/2026

National Panchayati Raj Day celebrated on 24.04.2026 at Bellaguntha Block.
Graced by Hon’ble MLA, Chairperson & Vice Chairperson.
Work orders under Antyodaya Gruha Yojana, new pensions & ration cards distributed.

Joint Grievance Hearing of Collector & SP, Ganjam to be held on 13.04.2026 at Bellaguntha Block.Public grievances will b...
11/04/2026

Joint Grievance Hearing of Collector & SP, Ganjam to be held on 13.04.2026 at Bellaguntha Block.
Public grievances will be heard and addressed in the presence of senior officials.
A step towards responsive and accountable governance.

Address

Gangapur

Website

Alerts

Be the first to know and let us send you an email when Panchayat Samiti Bellaguntha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share