Kusapada our villege

Kusapada our villege For kusapada people

21/07/2025
24/05/2025
21/03/2023

Coming soon

କୁମୁଟି ବନ୍ଧ
01/07/2022

କୁମୁଟି ବନ୍ଧ

ଅଦ୍ୟ ତା 10-03-2022 ରିଖ  ଗୁରୁବାର  ସମୟ 11 :00 ଘଣ୍ଟ  ସମୟରେ  ସରକାର ଙ୍କ ନିର୍ଦେଶ କ୍ରମେ କୁଶପଡା  ଗ୍ରାମପଂଚାୟତ  ର ନବନିର୍ବାଚିତ  ସରପ...
10/03/2022

ଅଦ୍ୟ ତା 10-03-2022 ରିଖ ଗୁରୁବାର ସମୟ 11 :00 ଘଣ୍ଟ ସମୟରେ ସରକାର ଙ୍କ ନିର୍ଦେଶ କ୍ରମେ କୁଶପଡା ଗ୍ରାମପଂଚାୟତ ର ନବନିର୍ବାଚିତ ସରପଞ୍ଚ ରୂପେ ଶ୍ରୀମତୀ ବନିତା ସେଠୀ ଦାୟୀତ୍ୱ ଗ୍ରହଣ କରିଥିଲେ l ଉକ୍ତକାର୍ଯ୍ୟକ୍ରମ ରେ କୁଶପଡା ଗ୍ରାମପଂଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରାଜକିଶୋର ବରାଡ଼. ଗ୍ରାମରୋଜଗାର ସେବକ ଶ୍ରୀ ରଞ୍ଜନ ପ୍ରଧାନ. ଯୋଗାଣ ସହୟୀକା ଏସ ସୀତା ଦୋରା ସମେତ ସମସ୍ତ ୱର୍ଡ ସଭ୍ୟା ସଭ୍ୟ ସହ ଅନେକ ସହଯୋଗୀ କର୍ମୀ ଉପସ୍ଥିତ ଥିଲେ l ଆଜିର ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟନିର୍ବାହୀ ଅଧିକାରୀ ସମସ୍ତ ଯୋଜନା ତଥା ପଂଚାୟତ ର ଉନ୍ନୟନ ମୂଳକ କାର୍ଯ୍ୟ ର ସଫଳରୂପାୟନ କରିବା ଉପରେ ଆଲୋକପାତ କରାଇଥିଲେ l ଏହାପରେ ସରପଞ୍ଚ ଶ୍ରୀ ବନିତା ସେଠୀ ଆଗାମୀ ଦିନରେ କୁଶପଡା ପଂଚାୟତ କୁ କିଭଳି ସରସ ସୁନ୍ଦର ଓ ଏକବିକଶିତ ପଂଚାୟତ ରେ ପରିଣତ କରିବା ସହ କେଉଁ କେଉଁ ଉନ୍ନତି ମୂଳକ କାର୍ଯ୍ୟକ୍ରମକୁ ହାତକୁ ନେଇ ସାଧାରଣ ଜନତା ଙ୍କ ଆସ୍ଥାଭାଜନ ହୋଇପାରିବ ତାଉପରେ ସଂକ୍ଷପରେ ଉଦବୋଧନ କରିଥିଲେ l

କୁଶପଡା ଗ୍ରାମପଂଚାୟତ
କୁଶପଡା. ଗଞ୍ଜାମ

03/02/2022

Campaign

କୁସପଡ଼ା ଗ୍ରାମ ପଞ୍ଚାୟତ ବାସି ଆଜି  ଆମ ପ୍ରିୟ  ବାଚସ୍ପତି ଡ଼ା. ସୂର୍ଯ୍ୟ ନାରାୟଣ ପାତ୍ର ସହ କିଛି ଆଲୋଚନାର ଦୃଶ୍ୟ   ସହ ହଜାର ହଜାର କର୍ମୀଙ...
27/11/2021

କୁସପଡ଼ା ଗ୍ରାମ ପଞ୍ଚାୟତ ବାସି ଆଜି ଆମ ପ୍ରିୟ ବାଚସ୍ପତି ଡ଼ା. ସୂର୍ଯ୍ୟ ନାରାୟଣ ପାତ୍ର ସହ କିଛି ଆଲୋଚନାର ଦୃଶ୍ୟ ସହ ହଜାର ହଜାର କର୍ମୀଙ୍କ ସମାଗମ ।

18/10/2021

*ବରିଷ୍ଠ ଶିକ୍ଷକଙ୍କୁ ଜୀବନରୁ ମାରି ଦେବା ପାଇଁ ହତ୍ୟା ଧମକ:-*

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ରାଜନୀତି ବର୍ତ୍ତମାନ ରକ୍ତ ମୁହାଁ ହେବାରେ ଲାଗିଛି।ନିଜକୁ ବିଜେଡିର ଅଗଧାଡ଼ି ନେତା ବୋଲି ଡିଣ୍ଡିମ ପିଟୁଥିବା ଏମ. ନିରଞ୍ଜନ ରେଡି ତଥା ଜିଲ୍ଲା ଯୁବ ବିଜେଡ଼ି ଉପସଭାପତି ଜଣେ ବରିଷ୍ଠ ଶିକ୍ଷକଙ୍କୁ ଜୀବନରୁ ମରିଦେବା ପାଇଁ ଧମକ ଦେଉଛନ୍ତି।ସେ କହିବା ଅନୁସାରେ,ସାର ଜଣକ କିଏ ? କାହା ଇଙ୍ଗିତ ସେ ବରିଷ୍ଠ ଶିକ୍ଷକଙ୍କୁ ଜୀବନରୁ ମାରିଦେବା ପାଇଁ ଦେମକ ଦେଉଛନ୍ତି ? ନା ଅତ୍ୟଧିକ ମଦ୍ୟପାନ କରି ନିଜ ଆୟତରେ ନଥିଲେ କି ଜିଲ୍ଲା ଯୁବ ବିଜେଡି ଉପସଭାପତି ନିରଞ୍ଜନ ରେଡ଼ି ? ବିଜୁ ଜନତା ଦଳ ହେଉଛି ଏକ ସ୍ୱଚ୍ଛ ନୀତି ଓ ଆଦର୍ଶର ଦଳ।କିନ୍ତୁ ଏହି ଭଳି ଦଳରେ, ଏହି ଭଳି ବ୍ୟକ୍ତିଙ୍କୁ ସ୍ଥାନ କିଏ ଦେଲ ? ସେହି ବରିଷ୍ଠ ଶିକ୍ଷକ ଜଣକ ଆଇନର ଆଶ୍ରୟ ନେଇଛନ୍ତି କି ନାହିଁ ? ଯଦି ପ୍ରକୃତରେ ତାଙ୍କ ଜୀବନ ଉପରେ ବିପଦ ଅଛି ସେଥି ପାଇଁ କିଏ ଦୋଷୀ ? ଏହି ଭଳି ବିଭିନ୍ନ ପ୍ରକାର ପ୍ରଶ୍ନବଚି ସୃଷ୍ଟି କରୁଛି ଏହି ଓଡ଼ିଓ କଲ ରେକର୍ଡଟି।

ଆମ ଗାଁ ଶ୍ମଶାନର ଏକ ସୁନ୍ଦର ଦୃଶ୍ୟ
27/07/2021

ଆମ ଗାଁ ଶ୍ମଶାନର ଏକ ସୁନ୍ଦର ଦୃଶ୍ୟ

Address

At/po-kusapada, . Via-digapahandi, Dist-ganjam, State-odisha
Digapahandi
761012

Website

Alerts

Be the first to know and let us send you an email when Kusapada our villege posts news and promotions. Your email address will not be used for any other purpose, and you can unsubscribe at any time.

Share