Discover Tileswar

Discover Tileswar Contact information, map and directions, contact form, opening hours, services, ratings, photos, videos and announcements from Discover Tileswar, Landmark & historical place, Digapahandi.

Initiative to explore Marvelous Past Memory & Delightful Present Experiences Related to ¤History ¤Art ¤Culture ¤Lifestyle ¤Entertainment ¤Tourism ¤Agriculture ¤Food ¤Education
¤Environment ¤Livelihood ¤News Etc.......

13/05/2026

Enjoy the videos and music you love, upload original content, and share it all with friends, family, and the world on YouTube.

07/05/2026

ସେମାନେ ାଁ ର ନାଁ ରଖୁଥିଲେ ଆଗା...!!!
ାଁ_ତିଳେଶ୍ୱର ମାନେ... ହାରିବା ର ନାହିଁ...

ାଁ_ଭାରତ_ଲୀଳା

ପୁରା ଭିଡ଼ିଓ ବହୁତ୍ ଶୀଘ୍ର...💐

03/05/2026

ାଁ_ସଂକୀର୍ତ୍ତନ ର ଇତିହାସ ଏତେ ପ୍ରାଚୀନ ଯେ ଏହା କେବେଠୁ ଆରମ୍ଭ ହୋଇଥିଲା କେହି କହି ପାରୁ ନାହାନ୍ତି।
ମନେ ହୁଏ ାଁ_ତିଳେଶ୍ୱର ର ଆରମ୍ଭ ସହିତ ାଁ_ସଂକୀର୍ତ୍ତନ ର ବି ଆରମ୍ଭ ହୋଇ ଥାଇ ପାରେ...

30/04/2026

ଆମ ଗାଁ ରେ ପଦ୍ମଶ୍ରୀ ଡ଼ଃ ସିମାଞ୍ଚଳ ପାତ୍ର

30/04/2026

ପଦ୍ମଶ୍ରୀ ଡ଼ଃ ସୀମାଞ୍ଚଳ ପାତ୍ର

 #ନୃସିଂହ_ଜନ୍ମ_ଜୟନ୍ତିର_ଶୁଭ_କାମନାଭଗବାନ ଙ୍କ ଐଶରିକ ଆଶୀର୍ବାଦ ସମସ୍ତ ଙ୍କ ଜୀବନରେ ସାହସ,ଶାନ୍ତି ଓ ସୁରକ୍ଷା ଭରି ଦେଉ ...👏ଏହି ଅବସରରେ ନୃ...
30/04/2026

#ନୃସିଂହ_ଜନ୍ମ_ଜୟନ୍ତିର_ଶୁଭ_କାମନା

ଭଗବାନ ଙ୍କ ଐଶରିକ ଆଶୀର୍ବାଦ ସମସ୍ତ ଙ୍କ ଜୀବନରେ ସାହସ,ଶାନ୍ତି ଓ ସୁରକ୍ଷା ଭରି ଦେଉ ...👏

ଏହି ଅବସରରେ ନୃସିଂହ ଭଗବାନ ଙ୍କ ଜଡ଼ିତ ଭାରତ ପ୍ରସିଦ୍ଧ ଗଞ୍ଜାମ ର ରଜା ନାଟକ/ ପ୍ରହଲ୍ଲାଦ ନାଟକ ର ଗୁରୁ #ପଦ୍ମଶ୍ରୀ_ଡ଼ଃ_ସୀମାଞ୍ଚଳ_ପାତ୍ର ଙ୍କ ସହ ବିଶେଷ ଆଲୋଚନ ର ସମ୍ପୂର୍ଣ୍ଣ ଭିଡ଼ିଓ ଆଜି ସନ୍ଧ୍ୟାରେ...

ସଭ୍ୟତା ଗାଁ ରୁ ଆରମ୍ଭ...
ଗ୍ରାମ୍ୟ ଜୀବନୀ ର ନିଛକ ସାମ୍ପ୍ରତିକ ପରିସ୍ଥିତି ସହିତ ରଜା ନାଟକ କଳା ର ଅନେକ ଗହନ କଥା...

21/04/2026

ାଁ_ଭାରତ_ଲୀଳା

 ା_ଠାକୁରାଣୀ #ମା_ଠାକୁରାଣୀଙ୍କ_ବାସନ୍ତୀକ_ଉତ୍ସବ
16/04/2026

ା_ଠାକୁରାଣୀ
#ମା_ଠାକୁରାଣୀଙ୍କ_ବାସନ୍ତୀକ_ଉତ୍ସବ

ମା ଠାକୁରାଣୀ ଙ୍କ ନଗର ପରିକ୍ରମା। ଆମ ଗାଁ ତିଳେଶ୍ୱର

15/04/2026

#ଜନ୍ମ_ମାଟି_ଜନ୍ମ_ଆଗା...
ଆମେ କରି ପାରିବାନି କରେଇ ଦେବାନି... ଗଲା ନା... ସେ କାମ ଗଲା ନା..?

ଗାଁ ଜୀବନୀ ର ନିଛକ କଥା କୁ ନେଇ ଆସୁଛି...

ାଁ_ରେ_ପଦ୍ମଶ୍ରୀ_ଡ଼ଃ_ସିମାଞ୍ଚଳ_ପାତ୍ର...

14/04/2026

ନବେ ଦଶକ ପୂର୍ବ ରୁ ଆମ ଗାଁ ପାଇଁ ଅନେକ #ସୁନାମ ଆଣି ଥିବା ାଁ_ଭାରତ_ଲୀଳା ର ବହୁତ୍ ଗୌରବମୟ ଅତୀତ ଆଜିର ପିଲା ଙ୍କ ପାଇଁ ଇତିହାସ...
ସେହି ଅଫେରା ଅତୀତ ର କିଛି ଅଭୁଲା ସ୍ମୃତି କୁ ନେଇ ଆସୁଛି... ପୁରା ଭିଡ଼ିଓ

ଆମ ଗାଁ ମା ଠାକୁରାଣୀ  #ମା_ଠାକୁରାଣୀଙ୍କ_ବାସନ୍ତୀକ_ଉତ୍ସବ  #ମୋ_ଅନୁଭୂତିରୁ_ମୋ_ଗାଁ_ଠାକୁରାଣୀ_ମା
08/04/2026

ଆମ ଗାଁ ମା ଠାକୁରାଣୀ
#ମା_ଠାକୁରାଣୀଙ୍କ_ବାସନ୍ତୀକ_ଉତ୍ସବ
#ମୋ_ଅନୁଭୂତିରୁ_ମୋ_ଗାଁ_ଠାକୁରାଣୀ_ମା

Enjoy the videos and music that you love, upload original content and share it all with friends, family and the world on YouTube.

Address

Digapahandi
761012

Telephone

+918280069597

Website

Alerts

Be the first to know and let us send you an email when Discover Tileswar posts news and promotions. Your email address will not be used for any other purpose, and you can unsubscribe at any time.

Share