YOUTH VOICE Odisha

YOUTH VOICE Odisha Contact information, map and directions, contact form, opening hours, services, ratings, photos, videos and announcements from YOUTH VOICE Odisha, Social service, odisha, Dhenkanal.

ପବିତ୍ର ରଥଯାତ୍ରାର ପାବନ ଅବସରରେ ଆପଣ ଓ ଆପଣଙ୍କ ସମଗ୍ର ପରିବାରକୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀ...
16/07/2026

ପବିତ୍ର ରଥଯାତ୍ରାର ପାବନ ଅବସରରେ ଆପଣ ଓ ଆପଣଙ୍କ ସମଗ୍ର ପରିବାରକୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି, ସୁସ୍ଥତା ଓ ଆନନ୍ଦରେ ପରିପୂର୍ଣ୍ଣ ହେଉ।
ଜୟ ଜଗନ୍ନାଥ🙏

06/07/2026

Thank you Parshuram bhai

କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଥିବା ଆହାର କେନ୍ଦ୍ରର ବାସନ ସଫା କରିବା ମେସିନ୍ ଦୀର୍ଘ ବର୍ଷ ଧରି ଅଚଳ ହୋଇପଡିଛି, ଏହାର ସ୍ଥାୟୀ ସମାଧା...
05/07/2026

କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଥିବା ଆହାର କେନ୍ଦ୍ରର ବାସନ ସଫା କରିବା ମେସିନ୍ ଦୀର୍ଘ ବର୍ଷ ଧରି ଅଚଳ ହୋଇପଡିଛି, ଏହାର ସ୍ଥାୟୀ ସମାଧାନ ପାଇଁ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ଙ୍କୁ YOUTH VOICE Odisha ସଙ୍ଗଠନ ତରଫରୁ ପତ୍ର।

24/06/2026
କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ ମହାମାରୀର ରୂପ ନେଉଥିବା କିଡନୀ ଜନିତ ରୋଗର ଚିକିତ୍ସା, ନିରାକରଣ, ଜନଜାଗରଣ ଓ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଓ...
22/06/2026

କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ ମହାମାରୀର ରୂପ ନେଉଥିବା କିଡନୀ ଜନିତ ରୋଗର ଚିକିତ୍ସା, ନିରାକରଣ, ଜନଜାଗରଣ ଓ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଓଡ଼ିଶାର ମହାମହିମ ରାଜ୍ୟପାଳ ଙ୍କୁ YOUTH VOICE Odisha ତରଫରୁ ଦାବିପତ୍ର।
CMO Odisha Dr. Mukesh Mahaling Prabhati Parida Kanak Vardhan Singh Deo

Representing Youth Voice Odisha, three members — Convenor Pruthwiraj Bhai, Advisor Ranjit Bhai, and Advisor Niranjan Bha...
21/06/2026

Representing Youth Voice Odisha, three members — Convenor Pruthwiraj Bhai, Advisor Ranjit Bhai, and Advisor Niranjan Bhai — participated in the Acharyakul Rashtriya Sansad Sabha. Their presence highlights the organization's dedication to youth leadership, social service, and nation-building.

ରାୟଗଡା ଘଟଣା ଆମକୁ ବିଚଳିତ ଓ ଓଡିଶା କୁ ନିନ୍ଦିତ କରିଛି  ତେଣୁ ଓଡ଼ିଶା ସରକାର ଏହି ଘଟଣା ପ୍ରତି ସଚେତନ ହୁଅନ୍ତୁ ଆଇନ କାନୁନ୍ କୁ ସୁଦୃଢ କରନ...
21/06/2026

ରାୟଗଡା ଘଟଣା ଆମକୁ ବିଚଳିତ ଓ ଓଡିଶା କୁ ନିନ୍ଦିତ କରିଛି ତେଣୁ ଓଡ଼ିଶା ସରକାର ଏହି ଘଟଣା ପ୍ରତି ସଚେତନ ହୁଅନ୍ତୁ ଆଇନ କାନୁନ୍ କୁ ସୁଦୃଢ କରନ୍ତୁ ଦୋଷୀକୁ କଠୋର ଦଣ୍ଡ ବିଧାନ କରନ୍ତୁ।
ଓଡ଼ିଶା ମୁଖ୍ୟମନ୍ତ୍ରୀ ଓ ଓଡ଼ିଶାର ମହାମହିମ ରାଜ୍ୟପାଳ ଙ୍କୁ YOUTH VOICE Odisha ତରଫରୁ ଦାବିପତ୍ର ।
CMO Odisha Women & Child Development, Government of Odisha Ranjit Dehury Keonjhar VIEWS Kendujhar LOCAL news Punia Sahoo @

Address

Odisha
Dhenkanal
759001

Alerts

Be the first to know and let us send you an email when YOUTH VOICE Odisha posts news and promotions. Your email address will not be used for any other purpose, and you can unsubscribe at any time.

Share

Category