26/10/2025
ଜୟ ଜଗନ୍ନାଥ 🌹🙏🏻
ଜୟ ପ୍ରଭୁ ଦଧିବାମନ🌹🙏🏻
ଜୟ ଢେଙ୍କା ଶବର 🌹🙏🏻
ଢେଙ୍କାନାଳ ଥିଙ୍କର୍ସ ଫୋରମ୍ ର ବାର୍ଷିକ ଉତ୍ସବ ଆସନ୍ତା ନଭେମ୍ବର ମାସ ୯ ତାରିଖ ରବିବାର ଦିନ ଗୋପବନ୍ଧୁ ଟାଉନ ହଲ୍ ଠାରେ ପାଳନ ହେବ। ପ୍ରଭୁ ଶ୍ରୀ ଦଧିବାମନ ଜୀଉଙ୍କ ଶ୍ରୀ ଚରଣ ତଳେ ଆମର ନିମନ୍ତ୍ରଣ ପତ୍ର ସମର୍ପଣ କରି ଆଜି ଠାରୁ ଆମର ନିମନ୍ତ୍ରଣ ବଣ୍ଟନ ଆରମ୍ଭ ହେଲା। ସମସ୍ତ କବି, କବୟିତ୍ରୀ,ପାଠକ ପାଠିକା ମାନଙ୍କୁ ଅନୁରୋଧ ଆମର ବାର୍ଷିକ ଉତ୍ସବରେ ସଦୟ ଉପସ୍ଥିତ ହୋଇ ଆମକୁ ଉତ୍ସାହିତ କରିବେ।