Jitendra Rout

Jitendra Rout ଜିତେନ୍ଦ୍ର ରାଉତ
🚩 ସଭାପତି - ଆରୁହା ମଣ୍ଡଳ (ଜୋନ୍-୧୩)
🤝 ଜନସେବା ହିଁ ମୋର ସଂକଳ୍ପ।
✨ ଆସନ୍ତୁ, ମିଳିମିଶି ଆମ ଅଞ୍ଚଳର ବିକାଶ କରିବା।
🙏 ଜୟ ଜଗନ୍ନାଥ!

ମୁଁ ଜିତେନ୍ଦ୍ର ରାଉତ, ଆରୁହା ମଣ୍ଡଳ ସଭାପତି।
ମୋର ପ୍ରଥମ ପରିଚୟ ହେଉଛି ଜନସେବା। ଗ୍ରାମ ଉନ୍ନତି, ଯୁବଶକ୍ତିର ସଶକ୍ତିକରଣ ଓ ସାମାଜିକ ଜାଗରଣ ପାଇଁ ମୁଁ ସଦା ପ୍ରୟାସରତ।

(ମୋର ଲକ୍ଷ୍ୟ)

ଗ୍ରାମ ଓ ମଣ୍ଡଳର ସମଗ୍ର ଉନ୍ନତି।

ଯୁବପିଢ଼ିକୁ ସଶକ୍ତିକରଣ କରି, ନୂଆ ସୁଯୋଗ ସୃଷ୍ଟି।

ଶିକ୍ଷା, ସ୍ୱାସ୍ଥ୍ୟ ଓ ପାଇପାରା ସୁବିଧାରେ ସୁଦୃଢ଼ ପଦକ୍ଷେପ।

ସମାଜର ପ୍ରତିଟି ବର୍ଗକୁ ସମାନ ମହତ୍ୱ।

Vision (ମୋର ଦୃଷ୍ଟିଭଙ୍ଗୀ)

ଜନତାର ସହଯୋଗ ଓ ବିଶ୍ୱାସ ସହିତ ଆରୁହା ମଣ୍ଡଳକୁ ଏକ ଆଦର୍ଶ ମଣ୍ଡଳ ଭାବରେ ଗଢ଼ିତ କରିବା।

15/05/2026
ଆଜି ଧର୍ମଶାଳା ବ୍ଲକ ଅନ୍ତର୍ଗତ ଚକ୍ରଧରପୁର ଗ୍ରାମପଞ୍ଚାୟତର ମଉଳିଖଲି ଗ୍ରାମରେ ଏକ ଆଧ୍ୟାତ୍ମିକ ଓ ଆନନ୍ଦମୟ ପରିବେଶ ମଧ୍ୟରେ ଶ୍ରୀ ବିଭୀଷଣ ସାହ...
06/05/2026

ଆଜି ଧର୍ମଶାଳା ବ୍ଲକ ଅନ୍ତର୍ଗତ ଚକ୍ରଧରପୁର ଗ୍ରାମପଞ୍ଚାୟତର ମଉଳିଖଲି ଗ୍ରାମରେ ଏକ ଆଧ୍ୟାତ୍ମିକ ଓ ଆନନ୍ଦମୟ ପରିବେଶ ମଧ୍ୟରେ ଶ୍ରୀ ବିଭୀଷଣ ସାହୁଙ୍କ ପୁତ୍ରର ସତ୍ୟନାରାୟଣ ପୂଜା ଓ ନାମକରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁଙ୍କ ନିର୍ଦ୍ଦେଶ କ୍ରମେ ମୁଁ, ବରିଷ୍ଠ ସଂଗଠକ ଶ୍ରୀ ପ୍ରଦୀପ ପରିଡା ଏବଂ ୧୧ ନମ୍ବର ଜୋନ ମଣ୍ଡଳ ସଭାପତି ଶ୍ରୀ ନେତ୍ରାନନ୍ଦ ପାତ୍ରଙ୍କ ସମେତ ସେଠାରେ ଉପସ୍ଥିତ ରହି ଶିଶୁ ପୁତ୍ରଟିକୁ ଆଶୀର୍ବାଦ ପ୍ରଦାନ କଲୁ।

ମହାପ୍ରଭୁଙ୍କ ନିକଟରେ ଶିଶୁଟିର ସୁସ୍ଥ ଶରୀର ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମୁଁ କାମନା କରୁଛି। ଶିଶୁଟି ତା'ର କର୍ମ ଓ ଆଚରଣ ଦ୍ୱାରା ପରିବାର ତଥା ଅଞ୍ଚଳର ନାମ ରଖୁ, ଏତିକି ପ୍ରାର୍ଥନା।

ଜୟ ଜଗନ୍ନାଥ!

Address

Dharmashala
Dharmasala
755008

Alerts

Be the first to know and let us send you an email when Jitendra Rout posts news and promotions. Your email address will not be used for any other purpose, and you can unsubscribe at any time.

Share

Category