Jana Seva Kendra CSC Tikarapada Jajpur

Jana Seva Kendra CSC Tikarapada  Jajpur JANA SEBA KENDRA

29/03/2026

Jay Jagannath

ଅପା ଡାକ ସରିଗଲା .....ଅଶୃଳ ଶ୍ରଦ୍ଧାଞ୍ଜଳୀ ଓମ୍ ଶାନ୍ତି ...
26/12/2025

ଅପା ଡାକ ସରିଗଲା .....
ଅଶୃଳ ଶ୍ରଦ୍ଧାଞ୍ଜଳୀ
ଓମ୍ ଶାନ୍ତି ...

27/08/2025
Khushi Subhadra Jojanara .....
23/09/2024

Khushi Subhadra Jojanara .....

Campaign for the Subhadra Odisha at the different places of our GP and got huge positive response along with the excitem...
14/09/2024

Campaign for the Subhadra Odisha at the different places of our GP and got huge positive response along with the excitement of the people . We have collected in a two day camp and distributed the acknowledgement of SUBHADRA Scheme. Thanks all the people of our GP .
NAME OF THE VLE : Dipika Nayak
GP : TIKARAPADA
Block : Rasulpur
Dist : Jajpur
CSC SPV Odisha Jana Seva Kendra CSC Tikarapada Jajpur Common Services Centers CMO Odisha

10/09/2024

ସୁଭଦ୍ରା ଯୋଜନା

*ଟିକର ପଡ଼ା ଗ୍ରାମ ପଞ୍ଚାୟତ*
*ରସୁଲପୁର ବ୍ଲକ, ଯାଜପୁର ଜିଲ୍ଲା*

*ଏକ ବିଶେଷ ସୂଚନା........*

😊 (Without EKYC) ବିନା OTP / ବିନା ଟିପ ଚିହ୍ନ ରେ ସୁଭଦ୍ରା ଯୋଜନା ଆବେଦନ ପତ୍ର ଗ୍ରହଣ

🔸ଏହି ସେବା ସଂପୂର୍ଣ୍ଣ ମାଗଣା

✒️ *କେବଳ ଆଧାର , ବ୍ୟାଙ୍କ୍ ପାସ୍ ବହି ଓ ଆବେଦନ ଫର୍ମ ଦରକାର*

🔸 ଆବେଦନ କରିବାର *ଶେଷ ତାରିଖ ନାହିଁ*

🔸 ସମସ୍ତ ଆଶାୟୀ ଆବେଦନ କରିବାକୁ ସ୍ଵାଗତ

🔸 ଆପଣଙ୍କ ସେବା ପାଇଁ ଆମେ ଉଭୟ କୁଜିବର (ପୋଡ଼ା ଜାଗୁଳାଇ) ଓ ଟିକରପଡା ରେ ଦୁଇ ଗୋଟି କ୍ୟାମ୍ପ କରି 200 ରୁ ଅଧିକ ଆବେଦନ ପତ୍ର ଗ୍ରହଣ କରିଛୁ , ଆପଣମାନଙ୍କ ଉତ୍ସାହ ଓ ଭଲପାଇବା ସବୁଦିନ ଆମେ ସାଇତି ରଖିବୁ , ଆପଣ ମାନଙ୍କ ସ୍ନେହ ଶ୍ରଦ୍ଧା ଆଶୀର୍ବାଦ ଆମର ବହୁମୂଲ୍ୟ ସମ୍ପତ୍ତି ।

📌 *ଆଗାମୀ ତା 14.09.2024 , ଶନି ବାର ରେ ଆମେ ପୁଣି ଥରେ ଟିକରପଡ଼ା ର ଦୁଇ ଗୋଟି ସ୍ଥାନ ରେ କ୍ୟାମ୍ପ କରି ଆବେଦନ ଫର୍ମ ଗ୍ରହଣ କରିବୁ....*

📌 *ତା -15.09.2024 ରବିବାର କୁଜିବର (ପୋଡ଼ା ଜାଗୁଳାଇ ) ରେ ଦୁଇ ଗୋଟି ସ୍ଥାନ ରେ କ୍ୟାମ୍ପ ଦ୍ଵାରା ଆବେଦନ ଫର୍ମ ଗ୍ରହଣ କରିବୁ*

📌ଯେଉଁ ମାନେ ତା ପୂର୍ବରୁ ଆବେଦନ ପତ୍ର ଦାଖଲ କରିବାକୁ ଚାହାନ୍ତି, ଆମର ଅନୁରୋଧ ଦୟାକରି *ଆମ କୁଜିବର ସ୍ଥିତ ସେବା କେନ୍ଦ୍ର ରେ ଯୋଗାଯୋଗ କରନ୍ତୁ*

🎯 *ଏହି ସେବା ସଂପୂର୍ଣ୍ଣ ମାଗଣା , ତେଣୁ କୌଣସି ବ୍ୟକ୍ତି ବିଶେଷ ଙ୍କୁ ଫର୍ମ ପୂରଣ ବା ଅନ୍ୟ କୌଣସି କାମ ପାଇଁ ଟଙ୍କାଟିଏ ବି ଦିଅନ୍ତୁ ନାହିଁ | ଯଦି କେହି ଟଙ୍କା ମାଗୁଛନ୍ତି ତୁରନ୍ତ ଅଭିଯୋଗ ନମ୍ବର୍ 14678 ରେ ଯୋଗାଯୋଗ କରନ୍ତୁ କିମ୍ବା BDO / PEO ଙ୍କ ସହାୟତା ନିଅନ୍ତୁ*

🙏 *ଆମେ ଆପଣଙ୍କ ସେବା କରିବାର ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେ କରୁଛୁ*

💐💐💐💐💐💐💐💐💐
ଯୋଗାଯୋଗ କରନ୍ତୁ
ଡିଜିଟାଲ ସେବା କେନ୍ଦ୍ର
କୁଜିବର
ଦୀପିକା ନାୟକ
M: 8763932131

Sahaj Odisha Sahaj Retail Limited Subhadra Odisha Akash Dasnayak Mohan Charan Majhi Prabhati Parida CMO Odisha Jana Seva Kendra CSC Tikarapada Jajpur Kanak Vardhan Singh Deo Dharmendra Pradhan Narendra Modi

08/09/2024

🔸ସୁଭଦ୍ରା ଯୋଜନା ଓଡ଼ିଶା ସରକାରଙ୍କ ଏକ ସଂପୂର୍ଣ୍ଣ ମାଗଣା ସେବା..
🔸କୌଣସି ଜନସେବା କେନ୍ଦ୍ର / ମୋ ସେବା କେନ୍ଦ୍ର / କୌଣସି କର୍ମଚାରୀ /ଅଧିକାରୀ ଙ୍କୁ ଗୋଟିଏ ବି ଟଙ୍କା ଦେବାକୁ ପଡ଼ିବ ନାହିଁ...
🔸ଆବେଦନର କୌଣସି ଶେଷ ତାରିଖ ନାହିଁ...
🔸ବ୍ୟସ୍ତ ହେବାର ଆବଶ୍ୟକ ନାହିଁ...
🔸ଯଦି କେହି ବି ଏହି ଯୋଜନା ବାବଦରେ ଭ୍ରାନ୍ତ ଧାରଣା ଦେଉଛନ୍ତି କିମ୍ବା ଏହି ବାବଦରେ କିଛି ଅଭିଯୋଗ ଥିଲେ ତୁରନ୍ତ 14678 ନମ୍ବର୍ ରେ ଅଭିଯୋଗ କରନ୍ତୁ

🔸ଆବେଦନର କୌଣସି ଶେଷ ତାରିଖ ନାହିଁ...ସୁଭଦ୍ରା ଯୋଜନା ଓଡ଼ିଶା ସରକାରଙ୍କ ଏକ ସଂପୂର୍ଣ୍ଣ ମାଗଣା ସେବା..🔸କୌଣସି ଜନସେବା କେନ୍ଦ୍ର / ମୋ ସେବା କ...
07/09/2024

🔸ଆବେଦନର କୌଣସି ଶେଷ ତାରିଖ ନାହିଁ...ସୁଭଦ୍ରା ଯୋଜନା ଓଡ଼ିଶା ସରକାରଙ୍କ ଏକ ସଂପୂର୍ଣ୍ଣ ମାଗଣା ସେବା..
🔸କୌଣସି ଜନସେବା କେନ୍ଦ୍ର / ମୋ ସେବା କେନ୍ଦ୍ର / କୌଣସି କର୍ମଚାରୀ /ଅଧିକାରୀ ଙ୍କୁ ଗୋଟିଏ ବି ଟଙ୍କା ଦେବାକୁ ପଡ଼ିବ ନାହିଁ...
🔸ବ୍ୟସ୍ତ ହେବାର ଆବଶ୍ୟକ ନାହିଁ...
🔸ଯଦି କେହି ବି ଏହି ଯୋଜନା ବାବଦରେ ଭ୍ରାନ୍ତ ଧାରଣା ଦେଉଛନ୍ତି କିମ୍ବା ଏହି ବାବଦରେ କିଛି ଅଭିଯୋଗ ଥିଲେ ତୁରନ୍ତ 14678 ନମ୍ବର୍ ରେ ଅଭିଯୋଗ କରନ୍ତୁ

Free Service....
Free Service.....
Free Service.....
No Fee ... No Fee... No Fee....
No last date of application....



Subhadra Odisha Prabhati Parida Mohan Charan Majhi Narendra Modi
Sahaj Retail Limited Sahaj Odisha Kanak Vardhan Singh Deo CMO Odisha

Jana Seva Kendra CSC Tikarapada Jajpur

Sampurrna Magana Seba  Jana Seva Kendra CSC Tikarapada  Jajpur
07/09/2024

Sampurrna Magana Seba

Jana Seva Kendra CSC Tikarapada Jajpur

03/09/2024

Address

Dharmasala
755009

Website

Alerts

Be the first to know and let us send you an email when Jana Seva Kendra CSC Tikarapada Jajpur posts news and promotions. Your email address will not be used for any other purpose, and you can unsubscribe at any time.

Share