Biju Paribar Word No 6 Dhamnagar NAC

Biju Paribar Word No 6 Dhamnagar NAC B J D

20/10/2022

ମୋ ଭୋଟ ଅବନ୍ତି ଦାସଙ୍କୁ
ମୋ ଭୋଟ ଶଙ୍ଖ ଚିହ୍ନ କୁ
ମୋ ଭୋଟ ନବୀନଙ୍କୁ

jay Hind...... Jay Indian flag .....jay freedom fighter......
14/08/2022

jay Hind...... Jay Indian flag .....jay freedom fighter......

08/08/2022
ଆପଣଙ୍କୁ ଶ୍ରାବଣ ମାସର ପ୍ରଥମ ସୋମବାର ପାଇଁ ହାର୍ଦିକ ଅଭିନନ୍ଦନ।Nibedita jena
18/07/2022

ଆପଣଙ୍କୁ ଶ୍ରାବଣ ମାସର ପ୍ରଥମ ସୋମବାର ପାଇଁ ହାର୍ଦିକ ଅଭିନନ୍ଦନ।

Nibedita jena




ଧାମନଗର ରାଜନୀତିର ଚାଣକ୍ୟ ଶ୍ରୀଯୁକ୍ତ ଅଶୋକ କୁମାର ନାୟକ ଏବଂ ବ୍ଲକ ଅଧକ୍ଷା ଶ୍ରୀମତୀ ଶର୍ମିଷ୍ଠା ବେହେରାଙ୍କ ବିବାହ ବାର୍ଷିକୀ ଉପଲକ୍ଷେ ଧାମନ...
07/07/2022

ଧାମନଗର ରାଜନୀତିର ଚାଣକ୍ୟ ଶ୍ରୀଯୁକ୍ତ ଅଶୋକ କୁମାର ନାୟକ ଏବଂ ବ୍ଲକ ଅଧକ୍ଷା ଶ୍ରୀମତୀ ଶର୍ମିଷ୍ଠା ବେହେରାଙ୍କ ବିବାହ ବାର୍ଷିକୀ ଉପଲକ୍ଷେ ଧାମନଗର ଏନ୍.ଏ.ସି. ଅଧ୍ୟକ୍ଷା ଶ୍ରୀମତୀ ନିବେଦିତା ଜେନା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ଵାଳ, ଉପାଧ୍ୟକ୍ଷ ଓସିମ୍ ଏଜଦାନୀ କାଦରି (ନୁରାନି), କାଉନସିଲର ନଜମା ଖାତୁନ, ଅନୁଷୟା ମଲ୍ଲିକ, ସେକ୍ ଜୟନୁଲ ହକ ଏବଂ ଯୁବ ନେତୃତ୍ବ ମାନେ ଡାକ ବଙ୍ଗଳାରେ ଯୋଗ ଦେଇ ତାଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ।

ଧାମନଗର ଇଲେକ୍ଟ୍ରି ବିଭାଗରେ କାର୍ଯ୍ୟରତ ସୁରେନ୍ଦ୍ର ସାହୁଙ୍କ ଅକାଳ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।
04/07/2022

ଧାମନଗର ଇଲେକ୍ଟ୍ରି ବିଭାଗରେ କାର୍ଯ୍ୟରତ ସୁରେନ୍ଦ୍ର ସାହୁଙ୍କ ଅକାଳ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।

04/07/2022


04/07/2022

ଦୁବାଇରେ ଆୟୋଜିତ 'ଓଡ଼ିଶା ଇନଭେଷ୍ଟର୍ସ ମିଟ ୨୦୨୨' ରେ ଓଡ଼ିଶା ପାଇଁ ୨୧ହଜାର କୋଟିରୁ ଉର୍ଦ୍ଧ୍ବ ପୁଞ୍ଜି ନିବେଶ ପ୍ରସ୍ତାବ ରାଜ୍ୟରେ ଶିଳ୍ପ ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିବ। ଏଥିସହ ବ୍ୟାପକ କର୍ମନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଏହା ବଳିଷ୍ଠ ଭୂମିକା ତୁଲାଇବ।

04/07/2022

କର୍କଟର ଫାଶରେ ଫଶି ଆଉ ଯିବନି ରୋଗୀର ଜୀବନ । ଲୋକଙ୍କ ସୁରକ୍ଷାଦାତା ସାଜିଥିବା ମୁଖ୍ୟମନ୍ତ୍ରୀ କରିଛନ୍ତି ମାଷ୍ଟର-ପ୍ଲାନ । ଘର ପାଖରେ ବି ମିଳିବ ମାରାତ୍ମକ କ୍ୟାନସରର ଚିକିତ୍ସା ।



Naveen Patnaik CMO Odisha Biju Janata Dal Odisha Mo Sarkar 5T Pranab Prakash Das

04/07/2022

ରାଜ୍ଯର ମହିଳାମାନଙ୍କ ସଶକ୍ତିକରଣ ଏବଂ ଶିଶୁଙ୍କ କଲ୍ଯାଣ ପାଇଁ ରେ ରାଜ୍ୟ ସରକାର ₹୫,୫୬୭ କୋଟି ବ୍ୟୟବରାଦ କରିଛନ୍ତି। ଗତ ଆର୍ଥିକ ବର୍ଷ ତୁଳନାରେ ଏହି ପରିମାଣ ୪୩% ବୃଦ୍ଧି ପାଇଥିବା ବେଳେ ଶିଶୁଙ୍କ ପୋଷଣ ସୁରକ୍ଷା ଓ ମହିଳାଙ୍କ ଉନ୍ନତି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

Address

Ward No-6
Dhamnagar
756117

Alerts

Be the first to know and let us send you an email when Biju Paribar Word No 6 Dhamnagar NAC posts news and promotions. Your email address will not be used for any other purpose, and you can unsubscribe at any time.

Share