Bjp Deogarh

Bjp Deogarh sabka satha sabka bikash

   BJP INDIA BJP Odisha Dharmendra Pradhan
01/03/2024




BJP INDIA BJP Odisha Dharmendra Pradhan

01/03/2024

ହସିବେ ଚାଷୀ ହସିବ ଓଡ଼ିଶା । ମୋଦୀ ସରକାରରେ ଓଡ଼ିଶାର ଚାଷୀଙ୍କୁ ସ୍ପେଶାଲ ଫୋକସ। ବିଜେପି ସରକାର ଆସିଲେ ଧାନ କୁଇଣ୍ଟାଲ ପିଛା ମିଳିବ ୩୧୦୦ ଟଙ୍କା ।
ଧାନର ଉଚିତ ମୂଲ୍ୟ ଦେବାକୁ ମିଳିଛି ମୋଦୀ ଗ୍ୟାରେଣ୍ଟି।

ମୋଦୀ ସରକାର ଙ୍କ ଗ୍ୟାରେଣ୍ଟି: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି           Narendra Modi Dharmendra Pradhan J.P.Nadda BJP Odish...
28/02/2024

ମୋଦୀ ସରକାର ଙ୍କ ଗ୍ୟାରେଣ୍ଟି: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି
Narendra Modi Dharmendra Pradhan
J.P.Nadda BJP Odisha Odisha BJP for Youth

Subash Panigrahi

28/02/2024

ଭାରତୀୟ ଜନତା ପାର୍ଟି ଗୋଟିଏ ରାଜନୈତିକ ଦଳ ନୁହେଁ
ଏହା ଏକ ପରିବ ଏବଂ ଆନ୍ଦୋଳନ
Narendra Modi Dharmendra Pradhan
J.P.Nadda BJP Odisha Odisha BJP for Youth

Subash Panigrahi

* ରେସନ କାର୍ଡଧାରୀମାନେ ଡିଲରଙ୍କଠାରୁ ରସିଦ ମାଗନ୍ତି, ଆପଣ ଜାଣିବେ କିଏ 1000 ଟଙ୍କା ଦେଉଛନ୍ତି!* ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମୋ...
28/02/2024

* ରେସନ କାର୍ଡଧାରୀମାନେ ଡିଲରଙ୍କଠାରୁ ରସିଦ ମାଗନ୍ତି, ଆପଣ ଜାଣିବେ କିଏ 1000 ଟଙ୍କା ଦେଉଛନ୍ତି!

* ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମୋଦୀ ସରକାର ସମସ୍ତ ରାସନ କାର୍ଡଧାରୀ ପରିବାରକୁ 1000 ଟଙ୍କା ଦେଉଛନ୍ତି।

*Ration card holders ask for receipt from the dealer, you will know who is giving 1000 rupees!
*Modi government is giving 1000 rupees to all ration card holder families in the Prime Minister Poor Welfare Scheme.

ଆଉ କାଟିବା ଏବଂ ବିଭାଜନ ହେବ ନାହିଁ | ଧାନର ଉପଯୁକ୍ତ ମୂଲ୍ୟ ପାଇବ | ଯଦି ବିଜେପି ସରକାର ଓଡିଶାରେ କ୍ଷମତାକୁ ଆସନ୍ତି, ତେବେ 3100 ଟଙ୍କା ମୂଲ...
27/02/2024

ଆଉ କାଟିବା ଏବଂ ବିଭାଜନ ହେବ ନାହିଁ |
ଧାନର ଉପଯୁକ୍ତ ମୂଲ୍ୟ ପାଇବ |
ଯଦି ବିଜେପି ସରକାର ଓଡିଶାରେ କ୍ଷମତାକୁ ଆସନ୍ତି, ତେବେ 3100 ଟଙ୍କା ମୂଲ୍ୟର ଏମଏସପି ଉପଲବ୍ଧ ହେବ।

# ମୋଡିଙ୍କା ଗ୍ୟାରେଣ୍ଟି |
There will be no more cutting and splitting. Will get appropriate price of paddy. If BJP government comes to power in Odisha, MSP worth 3100 rupees will be available.

#ମୋଦିଙ୍କାଗୁଆରନ୍ତୀ Narendra Modi BJP Odisha Dharmendra Pradhan Odisha BJP for Youth
Bjp Deogarh

କୃଷକମାନଙ୍କ ପାଇଁ ଏକ ବଡ ଘୋଷଣା ହେଲା, ଜନସାଧାରଣଙ୍କ ହାତରେ 31ଶହ ଟଙ୍କା ଦେବା ପାଇଁ ଘୋଷଣା ଯୋଜନା ହୋଇଛି , ଜୟ ଶ୍ରୀ ରାମ 🙏A big announce...
27/02/2024

କୃଷକମାନଙ୍କ ପାଇଁ ଏକ ବଡ ଘୋଷଣା ହେଲା, ଜନସାଧାରଣଙ୍କ ହାତରେ 31ଶହ ଟଙ୍କା ଦେବା ପାଇଁ ଘୋଷଣା ଯୋଜନା ହୋଇଛି , ଜୟ ଶ୍ରୀ ରାମ 🙏
A big announcement came for the farmers, how much 31 hundred rupees left in the hands of the public, Jay Shree Ram 🙏
Dharmendra Pradhan BJP Odisha Bjp Deogarh
Subash Panigrahi BJP INDIA Odisha BJP for Youth ସନ୍ତୋଷ କୁମାର ଭୂତିଆ

27/02/2024

ଅମୃତ ଭାରତ ରେଳ ଷ୍ଟେସନ ହେଉଛି ତିହ୍ୟ ଏବଂ ବିକାଶର ପ୍ରତୀକ
ସମସ୍ତ ଅମୃତ ଭାରତ ରେଳ ଷ୍ଟେସନରେ ସ୍ଥାନୀୟ ସଂସ୍କୃତିର ପରିଚୟ ଦେଖିବାକୁ ମିଳେ |
Narendra Modi Dharmendra Pradhan BJP INDIA J.P.Nadda Sunil Bansal BJP Odisha Odisha BJP for Youth Odisha Bjp Deogarh Shivraj Singh Chouhan Piyush Goyal Suvendu Adhikari

26/02/2024

ଦେବଗଡ଼ ଜିଲ୍ଲାରେ ଯଦି ପାହାଡ଼ ଚଢାର ପରିକଳ୍ପନା ହୁଏ ତାହେଲେ ଆମ #ଦେବଗଡ଼ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ହୋଇପାରିବ ।
Dharmendra Pradhan Narendra Modi Sunil Bansal J.P.Nadda BJP INDIA Piyush Goyal
Odisha BJP for Youth Suvendu Adhikari
Pushkar Singh Dhami Shivraj Singh Chouhan

26/02/2024

ଆମ ଦେବଗଡ଼ ପିଲାଙ୍କୁ ଟିକେ ହାତ ଲଗେଇଦେଲେ
ସେମାନେ ଏକ ନୂଆଁ ଦୁନିଆ ଗଢିଦେବେ ।
Dharmendra Pradhan Narendra Modi Sunil Bansal J.P.Nadda BJP INDIA Piyush Goyal
Odisha BJP for Youth Suvendu Adhikari
Pushkar Singh Dhami Shivraj Singh Chouhan

27/09/2023

From the Upper Dales to Great Ayton and Northallerton, from sheep to dairy and arable, farming touches every part of my constituency.

British farmers feed the nation and their success is fundamental to our national success.

I will always 🇬🇧

Today we’ve announced a package of measures to help British farmers 👇

🚜 Investment in tech & small abattoirs to boost productivity
💷 Sustainable Farming Incentive payments to help farmers with cashflow
🇬🇧 More action to encourage people to buy British

Read the plan in full: https://www.gov.uk/government/news/plan-to-boost-british-produce-on-back-british-farming-day

ଭାରତ ବର୍ଷର ଯୋଶସ୍ବୀ ପ୍ରାଧନମନ୍ତ୍ରୀ Narendra Modi ଜୀଙ୍କରଜନ୍ମଦିନ ଅବଶର ରେ ସେବାପକ୍ଷ (17 sep ରୁ 2 Oct ) ପର୍ଯ୍ୟନ୍ତ ପାଳନ କରିବାର ଅ...
27/09/2023

ଭାରତ ବର୍ଷର ଯୋଶସ୍ବୀ ପ୍ରାଧନମନ୍ତ୍ରୀ Narendra Modi ଜୀଙ୍କର
ଜନ୍ମଦିନ ଅବଶର ରେ ସେବାପକ୍ଷ (17 sep ରୁ 2 Oct ) ପର୍ଯ୍ୟନ୍ତ ପାଳନ କରିବାର ଅବଶରରେ ଆଜି ଭାରତ ସରକାରଙ୍କର ଶିକ୍ଷା ଏବଂ ଦକ୍ଷତାବିକାଶ ବିଭାଗର ମନ୍ତ୍ରୀ Dharmendra Pradhan ଜୀ ଙ୍କର ଧର୍ମପତ୍ନୀ ଙ୍କର ସାମାଜିକ ସଙ୍ଗଠନ ତରଫରୁ ଆଜି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଳକ ଝରାକଣ୍ଢଳ ପଞ୍ଚାୟତର ପୁରୁଣାପାଣି ଗ୍ରାମ ଠାରେ
କେଲଡା, କଦପଡ଼ା ଝରାକଣ୍ଢଳ ପାଞ୍ଚୟତର ସମସ୍ତ ଗ୍ରାମବାସୀ ଏହି ମେଘା ସ୍ୱାସ୍ଥ୍ୟସେବା ଶିବିର ଯୋଗଦାନ କରିବା ସହିତ ଏହି ସଙ୍ଗଠନର ଚେୟାରମେନ #ମୃଦୁଳାଠାକୁର ଦେବଗଡ଼ ବିଧାୟକ Subash Panigrahi ଜିଲ୍ଲା ସଭାପତି ଉପସ୍ଥିତ ରହିବା ସହିତ ଏହି ଅଞ୍ଚଳର ନେତା #ଫକୀର_ପ୍ରଧାନ ଭାଇଙ୍କର ନେତୃତ୍ୱ କାର୍ଯ୍ୟକ୍ରମ ହୋଇଅଛି

Address

Deogarh

Website

Alerts

Be the first to know and let us send you an email when Bjp Deogarh posts news and promotions. Your email address will not be used for any other purpose, and you can unsubscribe at any time.

Share