Banki BJP

Banki BJP Contact information, map and directions, contact form, opening hours, services, ratings, photos, videos and announcements from Banki BJP, Political Party, Banki, Cuttack.

02/06/2026

CMO Odisha Mohan Charan Majhi

09/04/2026

Mohan Charan Majhi Manmohan Samal

13/12/2025
ବାଙ୍କୀ ରେ  ଯିଏ ବିଜେଡ଼ି ଦଳୀୟ ଥିଲେ  ମାସେ ପୁର୍ବରୁ ବିଜେପି ମିଶି ଆଜି ସେ BJP ନେତାଙ୍କ ପାଖରେ ଆଗ ଧାଡ଼ିରେ। ଏଥିରୁ ସ୍ପଷ୍ଟ କି ବାଙ୍କୀ ବ...
06/12/2025

ବାଙ୍କୀ ରେ ଯିଏ ବିଜେଡ଼ି ଦଳୀୟ ଥିଲେ ମାସେ ପୁର୍ବରୁ ବିଜେପି ମିଶି ଆଜି ସେ BJP ନେତାଙ୍କ ପାଖରେ ଆଗ ଧାଡ଼ିରେ। ଏଥିରୁ ସ୍ପଷ୍ଟ କି ବାଙ୍କୀ ବିଜେପି ର କର୍ମୀ ମାନଙ୍କ ସ୍ଥାନ ଏବେ କେଉଁଠି। ବାଙ୍କୀ ରେ ଥିବା ବିଜେପି ର ଦେବଦୂର୍ଲଭ କାର୍ଯ୍ୟକର୍ତ୍ତା ମାନେ ଏହାକୁ ଗ୍ରହନ କରିବେ ତ।
CMO Odisha Manmohan Samal Mohan Charan Majhi #ବାଙ୍କୀ

02/12/2025

ବାଙ୍କୀ ବିଜେପି ର କଳୁଷିତ ଅଧ୍ୟାୟ 2024/2029 ?

ବାଙ୍କୀ ବ୍ଲକ ବିଡ଼ିଓ ଙ୍କୁ ପୂର୍ବତନ ମଣ୍ଡଳ ସଭାପତି ପ୍ରସନ୍ନ ସ୍ୱାଇଁ ବ୍ଲକ ର ବିକାଶ ମୂଳକ କାର୍ଯ୍ୟ ବିଳମ୍ବ ବିଷୟରେ ପଚାରିବାରୁ ଜଣେ ନିର୍ଦ୍...
16/11/2025

ବାଙ୍କୀ ବ୍ଲକ ବିଡ଼ିଓ ଙ୍କୁ ପୂର୍ବତନ ମଣ୍ଡଳ ସଭାପତି ପ୍ରସନ୍ନ ସ୍ୱାଇଁ ବ୍ଲକ ର ବିକାଶ ମୂଳକ କାର୍ଯ୍ୟ ବିଳମ୍ବ ବିଷୟରେ ପଚାରିବାରୁ ଜଣେ ନିର୍ଦ୍ଧିଷ୍ଟ ବ୍ୟକ୍ତି ଙ୍କ ନିର୍ଦେଶ ରେ ହେବ ବୋଲି କହିଥିଲେ
ଆପଣ ମାନେ ବିଚାର କରନ୍ତୁ ବିଡିଓ ସମସ୍ତ ଜନସାଧାରଣ ଙ୍କ ର ନା ଜଣେ ବ୍ୟକ୍ତି ଙ୍କର ।
#ବାଙ୍କୀ

ଆପଣମାନେ ଦେଖନ୍ତୁ ଏଇଟା ଫୁଣି କେମିତି ହେଲା ?ନୂଆପଡ଼ାରେ ପରାଜୟର ଆଭାସ ପାଇ ବିରୋଧୀ ଏଭଳି Fake post ଆଧାରରେ ସାଧାରଣ ଜନତାଙ୍କୁ ଭକୁଆ ବନାଉଛ...
12/11/2025

ଆପଣମାନେ ଦେଖନ୍ତୁ ଏଇଟା ଫୁଣି କେମିତି ହେଲା ?

ନୂଆପଡ଼ାରେ ପରାଜୟର ଆଭାସ ପାଇ ବିରୋଧୀ ଏଭଳି Fake post ଆଧାରରେ ସାଧାରଣ ଜନତାଙ୍କୁ ଭକୁଆ ବନାଉଛି I

Address

Banki
Cuttack
754008

Website

Alerts

Be the first to know and let us send you an email when Banki BJP posts news and promotions. Your email address will not be used for any other purpose, and you can unsubscribe at any time.

Share