Bapuji pathagara ,siaria

Bapuji pathagara ,siaria Contact information, map and directions, contact form, opening hours, services, ratings, photos, videos and announcements from Bapuji pathagara ,siaria, Library, Siaria, Cuttack.

Welcome to allନିମନ୍ତ୍ରଣ ରହିଲା ।ସିଆରିଆ ମହୋତ୍ସବ 26/12/2023 ରୁ 31/12/2023
25/12/2023

Welcome to all
ନିମନ୍ତ୍ରଣ ରହିଲା ।
ସିଆରିଆ ମହୋତ୍ସବ
26/12/2023 ରୁ 31/12/2023

10/11/2023
10/07/2023
ବାପୁଜୀ ପାଠାଗାର ଆନୁକୁଲ୍ୟରେ ଏକ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିର ରେ 90 ରୁ ଉର୍ଦ୍ଧ ଲୋକ ନିଜ ଚକ୍ଷୁ ପରୀକ୍ଷା କରିବ...
28/05/2023

ବାପୁଜୀ ପାଠାଗାର ଆନୁକୁଲ୍ୟରେ ଏକ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିର ରେ 90 ରୁ ଉର୍ଦ୍ଧ ଲୋକ ନିଜ ଚକ୍ଷୁ ପରୀକ୍ଷା କରିବା ସହିତ 40 ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିଲା । ଏଥିସହ 15 ଜଣ ଲୋକଙ୍କୁ ମାଗଣା ଚଷମା ପ୍ରଦାନ କରାଯାଇଥିଲା । ଶିବିର ଟି ନେତ୍ରମ୍ ଦ୍ଵାରା ପରିଚାଳନା କରାଯାଉଥିଲା । ଏହି କାର୍ଯକ୍ରମ କୁ ଜିଲ୍ଲାପରିଷଦ ଅଧକ୍ଷ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମିଶ୍ର ଉଦ୍ଘାଟନ କରିଥିଲେ । ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଜୟଶ୍ରୀ ରଥ , ଗ୍ରାମ ସଭାପତି ବେଣୁଧର ସାହୁ, ପାଠାଗାର ର ସମ୍ପାଦକ ଶ୍ରୀ ବିଶ୍ଵ ରଞ୍ଜନ ସାହୁ ସହଯୋଗ କରିଥିଲେ । କଳିପ୍ରସାଦ ବାରିକ, ଅଭୟ କୁମାର ସାହୁ, ମିଟୁ ସାହୁ, ସିପକ୍ କୁମାର ସାହୁ, ରବୀନ୍ଦ୍ର ସାହୁ, ଜିତୁନ ସାହୁ ଆଦି ଯୁବକ ମାନେ କାର୍ଯକ୍ରମ କୁ ସଫଳ ହେବାରେ ସାହାଯ୍ୟ କରିଥିଲେ ।

ଆସନ୍ତା 28 ମେ 2023 ରବିବାର ଦିନ ସ୍ଥାନୀୟ Bapuji pathagara ,siaria ବାପୁଜୀ ପାଠାଗାର ଥରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ ହେବ ...
22/05/2023

ଆସନ୍ତା 28 ମେ 2023 ରବିବାର ଦିନ ସ୍ଥାନୀୟ Bapuji pathagara ,siaria ବାପୁଜୀ ପାଠାଗାର ଥରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ ହେବ । ଆପଣ ମାନଙ୍କୁ ଅନୁରୋଧ ଉକ୍ତ ଶିବିର ରେ ଯୋଗଦେଇ କାର୍ଯକ୍ରମ କୁ ସଫଳ କରାନ୍ତୁ, ଏବଂ ନିଜ ଚକ୍ଷୁ ପରୀକ୍ଷା କରାଇ ଦିଅନ୍ତୁ ।

12/11/2022
ବାପୁଜୀ ପାଠାଗାର ର ୮୨ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
09/10/2022

ବାପୁଜୀ ପାଠାଗାର ର ୮୨ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

Address

Siaria
Cuttack
754037

Opening Hours

Monday 10am - 5pm
Tuesday 9am - 5pm
Wednesday 10am - 5pm
Thursday 10am - 5pm
Friday 10am - 5pm
Saturday 10am - 5pm
Sunday 10am - 5pm

Telephone

+917008793987

Website

Alerts

Be the first to know and let us send you an email when Bapuji pathagara ,siaria posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Bapuji pathagara ,siaria:

Share

Category