Swayamsevak Katak

Directions

Swayamsevak Katak ​� Swayamsevak, Katak.
� Selfless service.
� Community welfare.
� Nation First, Self Last.

କଟକ ଜିଲ୍ଲା ବାଇମୁଣ୍ଡି ଉପନଗର ' ମହର୍ଷି ବେଦବ୍ୟାସ ପ୍ରଭାତ ଶାଖାର ( ବିରେନ ମିତ୍ର ପାର୍କ, ସିଡିଏ ୧୧ ) ଗୁରୁ ଦକ୍ଷିଣା କାର୍ଯ୍ୟକ୍ରମରେ #ଜା...
05/08/2026

କଟକ ଜିଲ୍ଲା ବାଇମୁଣ୍ଡି ଉପନଗର ' ମହର୍ଷି ବେଦବ୍ୟାସ ପ୍ରଭାତ ଶାଖାର ( ବିରେନ ମିତ୍ର ପାର୍କ, ସିଡିଏ ୧୧ ) ଗୁରୁ ଦକ୍ଷିଣା କାର୍ଯ୍ୟକ୍ରମରେ

#ଜାଗ୍ରତ

गुरु पूर्णिमा एवं गुरु दक्षिणा उत्सव की हार्दिक शुभकामनाएं! 🚩​संघ परम्परा में गुरु किसी व्यक्ति को नहीं, अपितु त्याग, बल...
28/07/2026

गुरु पूर्णिमा एवं गुरु दक्षिणा उत्सव की हार्दिक शुभकामनाएं! 🚩

​संघ परम्परा में गुरु किसी व्यक्ति को नहीं, अपितु त्याग, बलिदान और सनातन संस्कृति के प्रतीक 'भगवा ध्वज' को माना गया है। गुरु दक्षिणा का यह पावन अवसर हमें याद दिलाता है कि हमारा सर्वस्व राष्ट्र सेवा और समाज कल्याण के लिए समर्पित है।

​आइए, इस पावन अवसर पर नि:स्वार्थ भाव से राष्ट्र निर्माण के इस महायज्ञ में अपना योगदान देने का संकल्प लें।

​॥ वयं राष्ट्रे जागृयाम पुरोहिताः ॥
(हम राष्ट्र में सदैव जागृत रहकर राष्ट्र-हित चिंतन करें)

​

28/07/2026
ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ପ୍ରାମାଣିକ ଗ୍ରନ୍ଥର ଉନ୍ମୋଚନ ସମାରୋହରେଳ ଅଡିଟରିୟମ୍, ଭୁବନେଶ୍ୱର
28/07/2026

ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ପ୍ରାମାଣିକ ଗ୍ରନ୍ଥର ଉନ୍ମୋଚନ ସମାରୋହ

ରେଳ ଅଡିଟରିୟମ୍, ଭୁବନେଶ୍ୱର


04/07/2026

ରାଷ୍ଟ୍ରଭକ୍ତି ଓ ସାଂସ୍କୃତିକ ଜାତୀୟତାବାଦର ଅନନ୍ୟ ପ୍ରତୀକ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠାତା ପରମ ପୂଜନୀୟ ଡଃ କେଶବ ବଳିରାମ ହେଡ଼ଗ...
21/06/2026

ରାଷ୍ଟ୍ରଭକ୍ତି ଓ ସାଂସ୍କୃତିକ ଜାତୀୟତାବାଦର ଅନନ୍ୟ ପ୍ରତୀକ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠାତା ପରମ ପୂଜନୀୟ ଡଃ କେଶବ ବଳିରାମ ହେଡ଼ଗେୱାରଙ୍କ ପୁଣ୍ୟତିଥିରେ ଶତ ଶତ ପ୍ରଣାମ ଓ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ତାଙ୍କର ଆଦର୍ଶ ଏବଂ ସେବା ମନୋଭାବ ଆମକୁ ସଦାସର୍ବଦା ଦେଶମାତୃକାର ସେବା ପାଇଁ ପ୍ରେରଣା ଯୋଗାଇବ । 🙏🚩

"राष्ट्रभक्ति ही जीवन है, राष्ट्रकार्य ही पूजा है और राष्ट्रहित ही हमारा परम धर्म है।"​राष्ट्रीय स्वयंसेवक संघ के पंचम स...
18/06/2026

"राष्ट्रभक्ति ही जीवन है, राष्ट्रकार्य ही पूजा है और राष्ट्रहित ही हमारा परम धर्म है।"

​राष्ट्रीय स्वयंसेवक संघ के पंचम सरसंघचालक, राष्ट्रऋषि आदरणीय श्री कुप्पाहली सीतारामैया सुदर्शन जी की जयंती पर उन्हें शत्-शत् नमन। 🙏✨

​सुदर्शन जी का संपूर्ण जीवन नि:स्वार्थ सेवा, त्याग और अडिग सिद्धांतों का एक जीवंत उदाहरण है। 'व्यक्ति नहीं, व्यवस्था महान' के मूल मंत्र को चरितार्थ करते हुए, उन्होंने सरसंघचालक जैसे सर्वोच्च दायित्व से मुक्त होने के बाद भी पुनः एक साधारण स्वयंसेवक के रूप में राष्ट्र सेवा को सर्वोपरि माना। त्याग की ऐसी सर्वोच्च मिसाल विरली ही मिलती है।

​आइए, उनके इस महान राष्ट्र-समर्पित जीवन और विचारों से प्रेरणा लेकर देश उन्नति के पथ पर आगे बढ़ने का संकल्प लें 🇮🇳🚩🚩🚩🇮🇳


"ସମାଜର ସଂଗଠିତ ଶକ୍ତି ହିଁ ରାଷ୍ଟ୍ରର ପ୍ରକୃତ ଶକ୍ତି"​ଗତ ୪ ଜୁନ୍ ଦିନ ନାଗପୁରଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକର୍ତ୍ତା ପ୍ରଶିକ୍ଷ...
10/06/2026

"ସମାଜର ସଂଗଠିତ ଶକ୍ତି ହିଁ ରାଷ୍ଟ୍ରର ପ୍ରକୃତ ଶକ୍ତି"

​ଗତ ୪ ଜୁନ୍ ଦିନ ନାଗପୁରଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ଶିବିରର ଭବ୍ୟ ସମାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସରସଂଘଚାଳକ ଡ. ମୋହନ ଭାଗବତ ଜୀ ସ୍ୱୟଂସେବକ ଓ ସମାଜକୁ ଜାଗ୍ରତ ହେବାକୁ ଆହ୍ୱାନ ଦେଇଛନ୍ତି।

​✨ ମୁଖ୍ୟ ବିନ୍ଦୁ ଏବଂ କୋଟ୍:
​ଭାରତ ହେଉଛି ଏକ ‘ଧର୍ମ-ପ୍ରାଣ’ ଦେଶ, ଯାହାର ଉତ୍ଥାନ ବିଶ୍ୱର ମଙ୍ଗଳ ପାଇଁ ।
​"ଭାରତର ସମୟ ଆସିଯାଇଛି, କିନ୍ତୁ କେବଳ ସମୟକୁ ଅପେକ୍ଷା କଲେ ହେବନାହିଁ, ଆମକୁ ପ୍ରସ୍ତୁତ ରହିବାକୁ ହେବ ।"
​ରାଷ୍ଟ୍ରର ପୁନରୁତ୍ଥାନ ପାଇଁ ନିଃସ୍ୱାର୍ଥପର ଓ ଶୃଙ୍ଖଳିତ ନାଗରିକଙ୍କ ଆବଶ୍ୟକତା ସବୁଠାରୁ ଅଧିକ ।
​ଏହି ଗୌରବମୟ କାର୍ଯ୍ୟକ୍ରମରେ ପ୍ରସିଦ୍ଧ ଶିଳ୍ପପତି କୁମାର ମଙ୍ଗଳମ ବିର୍ଲା ମଧ୍ୟ ଯୋଗଦେଇ ଆତ୍ମନିର୍ଭରଶୀଳ ଭାରତ ଗଠନ ଉପରେ ଗୁରୁତ୍ୱ ଦେଇଥିଲେ ।
​भारत माता की जय! 🇮🇳

Address

CDA
Cuttack
753014

Website

Alerts

Be the first to know and let us send you an email when Swayamsevak Katak posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category