ଦେଶ ପାଇଁ ଦଶ ମିନିଟ୍

ଦେଶ ପାଇଁ ଦଶ ମିନିଟ୍ Contact information, map and directions, contact form, opening hours, services, ratings, photos, videos and announcements from ଦେଶ ପାଇଁ ଦଶ ମିନିଟ୍, Social service, Cuttack.

A Special Effort for the shake of the Nation.My Mother India has lost so many Patriots in the Freedom movement,who spared their whole life for the Nation.We only sparing 10 min of a Day .So let us move.

15/08/2021

ଦେଶ ପାଇଁ ଦଶ ମିନିଟ୍

ଆଜି ଦେଶ ପାଇଁ ଦଶ ମିନିଟର ସ୍ବତନ୍ତ୍ର ଅଧିବେଶନ।
15/08/2021

ଆଜି ଦେଶ ପାଇଁ ଦଶ ମିନିଟର ସ୍ବତନ୍ତ୍ର ଅଧିବେଶନ।

02/04/2021

ପବିତ୍ର ଉତ୍କଳ ଦିବସର ଶୁଭ ଅଭିନନ୍ଦନ। ଭିଡିଓଟି ସମ୍ପୂର୍ଣ୍ଣ ଦେଖନ୍ତୁ ଓ ନିଜର ମତାମତ ଦିଅନ୍ତୁ। ପ୍ରସ୍ତାବଟି ଭଲ ଲାଗିଲେ ଆଗକୁ ସେୟାର କରନ୍ତୁ ଓ ଏକ ସମୃଦ୍ଧ ରାଷ୍ଟ୍ର ନିର୍ମାଣରେ ସହାୟକ ହୁଅନ୍ତୁ

02/04/2021

ପବିତ୍ର ଉତ୍କଳ ଦିବସର ଶୁଭ ଅଭିନନ୍ଦନ। ଭିଡିଓଟି ସମ୍ପୂର୍ଣ୍ଣ ଦେଖନ୍ତୁ ଓ ନିଜର ମତାମତ ଦିଅନ୍ତୁ। ପ୍ରସ୍ତାବଟି ଭଲ ଲାଗିଲେ ଆଗକୁ ସେୟାର କରନ୍ତୁ ଓ ଏକ ସମୃଦ୍ଧ ରାଷ୍ଟ୍ର ନିର୍ମାଣରେ ସହାୟକ ହୁଅନ୍ତୁ .JAY HO.

11/10/2020

https://meet.google.com/zgr-mrqg-tvt

Today 9 p.m
Please Join

ଆଜି ରାତି ୯ଟା ରେ ଯୋଗ ଦିଅନ୍ତୁ,ଆମ ସହିତ।

Real-time meetings by Google. Using your browser, share your video, desktop, and presentations with teammates and customers.

03/10/2020

ନିଜ ଦୈନନ୍ଦିନ ଜୀବନର ୨୪ ଘଣ୍ଟାରୁ ଦେଶ ପାଇଁ ମାତ୍ର ୧୦ ମିନିଟ୍ ଦିଅନ୍ତୁ। ଏହି ୧୦ ମିନିଟ୍ ହିଁ ଏକ ସୁସ୍ଥ ସମାଜ ନିର୍ମାଣରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ଆସନ୍ତୁ ମିଳିମିଶି ଏକ ସ୍ବତନ୍ତ୍ର ଭାରତ ନିର୍ମାଣ କରିବା। ଆମ ସହିତ ଯୋଗ ଦେବା ପାଇଁ,ଆମ ଚ୍ୟାନେଲ କୁ ସବସ୍କ୍ରାଇବ କରନ୍ତୁ। ଆମେ ଆପଣଙ୍କୁ ଡାକିବୁ,ଆମ ସାକ୍ଷାତକାର କାର୍ଯ୍ୟକ୍ରମକୁ,ଆମ ଡିବେଟ୍ କୁ,ଆମ ଜନତା ଲାଇଭ୍ କୁ।

ନବପ୍ରଭା ଲାଇଭ୍
(ଦେଶ ପାଇଁ ଦଶ ମିନିଟ୍)

Address

Cuttack
753003

Website

Alerts

Be the first to know and let us send you an email when ଦେଶ ପାଇଁ ଦଶ ମିନିଟ୍ posts news and promotions. Your email address will not be used for any other purpose, and you can unsubscribe at any time.

Share

Category