sonu swain chinmaya ranjan swain

sonu swain chinmaya ranjan swain କଂଗ୍ରେସ ସୋନୁ ସ୍ୱାଇଁ

ଅଜଣା ଅଶୁଣା ଏ ଦୁନିଆଟା ଵି ବଡ଼ ଅଜବ୍... ଯିଏ ଏଠି ସମ୍ପର୍କକୁ ଭଲପାଏ ତାକୁ ହିଁ ସ୍ୱାର୍ଥପର କୁହାଯାଏ
14/06/2025

ଅଜଣା ଅଶୁଣା ଏ ଦୁନିଆଟା ଵି ବଡ଼ ଅଜବ୍... ଯିଏ ଏଠି ସମ୍ପର୍କକୁ ଭଲପାଏ ତାକୁ ହିଁ ସ୍ୱାର୍ଥପର କୁହାଯାଏ

ଯାହାର ରକ୍ଷା ଇଶ୍ବର କରନ୍ତି,ତାହାର କ୍ଷତି କିଏ କରିବ?ପବନ ଯେଉଁ ଦୀପ ଶିଖାକୁ ସୁରକ୍ଷା ଦେବ,ତାକୁ କିଏ ଲିଭାଇ ପାରିବ ll
06/06/2025

ଯାହାର ରକ୍ଷା ଇଶ୍ବର କରନ୍ତି,ତାହାର କ୍ଷତି କିଏ କରିବ?ପବନ ଯେଉଁ ଦୀପ ଶିଖାକୁ ସୁରକ୍ଷା ଦେବ,ତାକୁ କିଏ ଲିଭାଇ ପାରିବ ll

ଅନ୍ୟକୁ ଦେଖି ହସିବା ବଦଳରେ ନିଜକୁ ଦେଖି ହସିବା ଉଚିତ, ସବୁବେଳେ ଅନ୍ୟର ଭୁଲକୁ ଦେଖିବା ବଦଳରେ ବେଳେବେଳେ ନିଜର ଭୁଲକୁ ବି ଦେଖିବା ଉଚିତll
05/06/2025

ଅନ୍ୟକୁ ଦେଖି ହସିବା ବଦଳରେ ନିଜକୁ ଦେଖି ହସିବା ଉଚିତ, ସବୁବେଳେ ଅନ୍ୟର ଭୁଲକୁ ଦେଖିବା ବଦଳରେ ବେଳେବେଳେ ନିଜର ଭୁଲକୁ ବି ଦେଖିବା ଉଚିତll

ସନ୍ଦେହ ଓ ଅବିଶ୍ୱାସ ମଣିଷକୁ ସବୁ ସମ୍ପର୍କ ରୁ ଦୂରକୁ ନେଇଯାଏ । ତେଣୁ କୌଣସି କଥାର ସତ୍ୟା-ସତ୍ୟ ନଜାଣି  କାହାକୁ ସନ୍ଦେହ କରିବା ବା ଅବିଶ୍ୱାସ...
04/06/2025

ସନ୍ଦେହ ଓ ଅବିଶ୍ୱାସ ମଣିଷକୁ ସବୁ ସମ୍ପର୍କ ରୁ ଦୂରକୁ ନେଇଯାଏ । ତେଣୁ କୌଣସି କଥାର ସତ୍ୟା-ସତ୍ୟ ନଜାଣି କାହାକୁ ସନ୍ଦେହ କରିବା ବା ଅବିଶ୍ୱାସ କରିବା ଠିକ୍ ନୁହେଁ । ନ ହେଲେ ଅତି ନିଜର ଲୋକଟିକୁ ହରେଇ ବାକୁ ପଡିବ ।

ଜୀବନ ଏକ ଗୋଟେ ରଙ୍ଗ ମହଲ, ଏଠି ଭଲ କାମ କଲେ ଗାଳି ଏବଂ ଖରାପ୍ କାମ କଲେ ତାଳି  । ସମସ୍ତେ ସମସ୍ତଙ୍କ ଅଭିନୟ ରେ ବ୍ୟସ୍ତ ଯିଏ ଯେତେ ଭଲ ଅଭିନୟ କ...
03/06/2025

ଜୀବନ ଏକ ଗୋଟେ ରଙ୍ଗ ମହଲ, ଏଠି ଭଲ କାମ କଲେ ଗାଳି ଏବଂ ଖରାପ୍ କାମ କଲେ ତାଳି । ସମସ୍ତେ ସମସ୍ତଙ୍କ ଅଭିନୟ ରେ ବ୍ୟସ୍ତ ଯିଏ ଯେତେ ଭଲ ଅଭିନୟ କରିବେ ସିଏ ସେତେ ଲୋକ ମାନଙ୍କୁ ନିଜର କରି ପାରିବ....ll

🙏🏼 ଜୟ ଶ୍ରୀ ସାଇ 🙏🏼

ସଫଳ ବ୍ୟକ୍ତିର ପ୍ରଥମ ଲକ୍ଷ୍ୟ ସେ କାହାର ତିଆରି କରିଥିବା ରାସ୍ତାରେ ଚାଲେନି ଚାଲିବା ପାଇଁ ନିଜେ ନିଜର ରାସ୍ତା ତିଆରି  କରେ।  💯👍
03/06/2025

ସଫଳ ବ୍ୟକ୍ତିର ପ୍ରଥମ ଲକ୍ଷ୍ୟ ସେ କାହାର ତିଆରି କରିଥିବା ରାସ୍ତାରେ ଚାଲେନି ଚାଲିବା ପାଇଁ ନିଜେ ନିଜର ରାସ୍ତା ତିଆରି କରେ। 💯👍

ମହାନ ଜନନାୟକ ନେତାଜୀ ସୁଭାଷ ତଥା ବୀର ସୁରେନ୍ଦ୍ର ସାଏ ଙ୍କ ପୂଣ୍ୟ ଜନ୍ମତିଥି ଉପଲକ୍ଷେ ସମସ୍ତ ଦେଶବାସୀ ଙ୍କୁ ବହୁତ ବହୁତ ଶୁଭେଚ୍ଛା ଓ ଅଭିନନ୍...
23/01/2023

ମହାନ ଜନନାୟକ ନେତାଜୀ ସୁଭାଷ ତଥା ବୀର ସୁରେନ୍ଦ୍ର ସାଏ ଙ୍କ ପୂଣ୍ୟ ଜନ୍ମତିଥି ଉପଲକ୍ଷେ ସମସ୍ତ ଦେଶବାସୀ ଙ୍କୁ ବହୁତ ବହୁତ ଶୁଭେଚ୍ଛା ଓ ଅଭିନନ୍ଦନ.. ଜୟ ଭାରତ...

Address

Deulsahi
Cuttack
753008

Alerts

Be the first to know and let us send you an email when sonu swain chinmaya ranjan swain posts news and promotions. Your email address will not be used for any other purpose, and you can unsubscribe at any time.

Share

Category