ଖବର ଆମ କଟକର

ଖବର ଆମ କଟକର this page is service only social and cultural heritage activities in thousand year old our cuttack c

13/09/2026
03/09/2026

ସ୍ୱାୟତ୍ତ୍ ଶାସନ ଦିବସ ରେ କଟକିଆ ଙ୍କୁ ମନର କଥା କହିଲେ ସାଂସଦ ସଂତୃପ୍ତ ମିଶ୍ର

ନିଟ ପରୀକ୍ଷା ରେ 720 ମାର୍କ ରୁ 569 ନମ୍ବର ରଖି 935  rank ରେ ରହିଥିବା ମଧ୍ୟବିତ୍ତ ପରିବାର ର ସାମ୍ବାଦିକ ଉମାକାନ୍ତ ଜେନାଙ୍କ ସୁ ପୁତ୍ର ପା...
01/09/2026

ନିଟ ପରୀକ୍ଷା ରେ 720 ମାର୍କ ରୁ 569 ନମ୍ବର ରଖି 935 rank ରେ ରହିଥିବା ମଧ୍ୟବିତ୍ତ ପରିବାର ର ସାମ୍ବାଦିକ ଉମାକାନ୍ତ ଜେନାଙ୍କ ସୁ ପୁତ୍ର ପାର୍ଥ ସାରଥି ଜେନା ଙ୍କୁ ପ୍ରାକ୍ତନ ବିଧାୟକ ଶ୍ରୀଯୁକ୍ତ ପ୍ରଭାତ ରଞ୍ଜନ ବିଶ୍ଵାଳ ଶୁଭେଚ୍ଛା ଜଣେଇ ବା ସହିତ ପାର୍ଥ ସାରଥିଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
ଆଗକୁ ପଢ଼ିବା ପାଇଁ ତାଙ୍କର ଯାହା ସହଯୋଗ ଆବଶ୍ୟକ ସହଜୋଗ କରିବେ ବୋଲି ପ୍ରତିଶୃତି ଦେଇ ଛନ୍ତି।
ଏହି ସମ୍ବର୍ଧନା କାର୍ଯ୍ୟକ୍ରମ ରେ ୫୨ ନମ୍ବର ୱାର୍ଡ କର୍ପୋରେଟର ଶ୍ରୀମତୀ ସୌଭାଗିଁନି ଜେନାଙ୍କ ସହିତ ରାଜେନ୍ଦ୍ର ନଗର ଅଞ୍ଚଳ ର ବଶିଷ୍ଠ ମୂରବୀ ମାନେ ଉପସ୍ଥିତ ଥିଲେ।

Lalit Ray
29/08/2026

Lalit Ray

22/08/2026

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ସମୟରେ ସାପ କାମୁଡ଼ାର ଶିକାର ହୋଇଥିବା ପୂର୍ବତନ ବିଧାୟକ ଶ୍ରୀ ଅଂଶୁମାନ ମହାନ୍ତିଙ୍କୁ ଭେଟି ତାଙ୍କ ସ୍ୱାସ୍...
22/08/2026

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ସମୟରେ ସାପ କାମୁଡ଼ାର ଶିକାର ହୋଇଥିବା ପୂର୍ବତନ ବିଧାୟକ ଶ୍ରୀ ଅଂଶୁମାନ ମହାନ୍ତିଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା ସହ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କଲେ ବିଜେଡ଼ି ନେତା ପ୍ରତାପ ଜେନା।

Congratulations
22/08/2026

Congratulations

ଜନ୍ମ ଦିନରେ ଅଭିନନ୍ଦନ ଏବଂ ଶୁଭେଚ୍ଛା
22/08/2026

ଜନ୍ମ ଦିନରେ ଅଭିନନ୍ଦନ ଏବଂ ଶୁଭେଚ୍ଛା

22/08/2026

କଟକ କଜିଡିହ ର ନିବାସୀ ବିଶିଷ୍ଟ ସମାସେବୀ ଶ୍ରୀଯୁକ୍ତ ଲଲାତେନ୍ଦୁ ରାଏ ପାଇଲେ ପଣ୍ଡିତ ଉତ୍କଳ ମଣି ଗୋପବନ୍ଧୁ ସେବା ସମ୍ମାନ।
ଏଇ ଭଳି ସମାଜ ସେବୀ ଙ୍କୁ ପାଇ କଟକ ଆଜି ଗର୍ବିତ।

Address

Cuttack

Telephone

+919348262377

Website

Alerts

Be the first to know and let us send you an email when ଖବର ଆମ କଟକର posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to ଖବର ଆମ କଟକର:

Shortcuts

Share

Category