08/05/2026
Strengthening the bond between the police and the younger generation!
Today, the State Police Headquarters organized “JUVENTICA: Police Awareness and Engagement Program for Adolescents” in partnership with UNICEF. Inaugurated by DGP Shri Yogesh Bahadur Khurania, the event reached over 15,000 adolescents across 555 police stations in Odisha.
The initiative focuses on:
✅ Making policing more accessible and friendly for youth.
✅ Addressing challenges like cybercrime and social media misuse.
✅ Building a secure environment through empathy and guidance.
ପୋଲିସ ଏବଂ ଯୁବପିଢ଼ି ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଏକ ଅଭିନବ ପ୍ରୟାସ!
ଓଡ଼ିଶା ପୋଲିସ ଏବଂ ୟୁନିସେଫ୍ (UNICEF) ର ମିଳିତ ସହଯୋଗରେ ଆଜି “JUVENTICA” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। DGP ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଦ୍ୱାରା ଉଦଘାଟିତ ଏହି କାର୍ଯ୍ୟକ୍ରମରେ ୫୫୫ଟି ଥାନାର ପ୍ରାୟ ୧୫,୦୦୦ରୁ ଅଧିକ କିଶୋର କିଶୋରୀ ଅଂଶଗ୍ରହଣ କରିଥିଲେ। ସୋସିଆଲ ମିଡିଆର ସତର୍କ ବ୍ୟବହାର ଏବଂ ସାଇବର ଅପରାଧରୁ ରକ୍ଷା ପାଇବା ପାଇଁ ଏଠାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା।
UNICEF India CMO Odisha Crime Branch, Odisha