Kataka Sadar Bcjd

Kataka Sadar Bcjd Contact information, map and directions, contact form, opening hours, services, ratings, photos, videos and announcements from Kataka Sadar Bcjd, Political organisation, Nayabazar, Cuttack.

ନିମେଇଶାପୁର ପଂଚାୟତ ର ଟୁକୁ ଭାଈ ଙ୍କ ଅସୁସ୍ଥତା ର ଖବର ପାଇ ତାଙ୍କ ବାସଭବନ ରେ ତାଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କଲେ କଟକ ସଦର ବାସୀଙ୍କ ପ୍ର...
08/09/2026

ନିମେଇଶାପୁର ପଂଚାୟତ ର ଟୁକୁ ଭାଈ ଙ୍କ ଅସୁସ୍ଥତା ର ଖବର ପାଇ ତାଙ୍କ ବାସଭବନ ରେ ତାଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କଲେ କଟକ ସଦର ବାସୀଙ୍କ ପ୍ରିୟ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଚନ୍ଦ୍ର ସାରଥୀ ବେହେରା ମହୋଦୟ #କଟକ ସଦର ବାସୀଙ୍କ ସୁଖ ଦୁଃଖର ସାଥୀ ଚନ୍ଦ୍ର ସାରଥୀ Naveen PatnaikChandra SarathiBiju Janata Dal OdishaCsb FanSatyabrata MohantyBjd Fan OdishaSubhendu SwainSwattik Acharyaକଟକ ଖବରBJD ward No 59 c.m.cIpsh*taa SahooChinmoy Ku SahooPranab Kumar BalabantarayPranab Prakash Dash

ନେତା ବୋଲି ବୁଲୁଥିଲେ, କଟକିଆ ସେକା ଖାଇ ହସ୍ପିଟାଲରେ ପଡ଼ିଲେ!କଟକରେ ଦୁଇଦିନିଆ ବୈଠକ ସରିଲା କି ନାହିଁ, ବିଜେପି ନେତା  #ଲଲାଟେନ୍ଦୁ_ବଡୁ ବାବ...
08/09/2026

ନେତା ବୋଲି ବୁଲୁଥିଲେ, କଟକିଆ ସେକା ଖାଇ ହସ୍ପିଟାଲରେ ପଡ଼ିଲେ!
କଟକରେ ଦୁଇଦିନିଆ ବୈଠକ ସରିଲା କି ନାହିଁ, ବିଜେପି ନେତା #ଲଲାଟେନ୍ଦୁ_ବଡୁ ବାବୁଙ୍କର ନିଶା ଚଢ଼ିଗଲା। କେଉଁ କିସମର ନିଶାରେ ଚୁର ଥିଲେ କେଜାଣି, ଗାଡ଼ି ଚଳାଇ ରାସ୍ତାରେ ସିରିଜ୍ ଦୁର୍ଘଟଣା ଘଟାଇ ଚାଲିଲେ। ଭାବିଥିଲେ ନେତା ଗାଡ଼ି, କିଏ କ’ଣ କହିବ? ହେଲେ ଭୁଲିଯାଇଥିଲେ ଯେ ଏଇଟା 'କଟକ ସହର'।
​କଟକିଆ କେବେ ଦୋଷ ନଥିଲେ କାହା ଉପରେ ହାତ ଉଠାଏ ନାଇଁ! ଲୋକେ ବାବୁଙ୍କୁ ଗୋଡ଼େଇ ଗୋଡ଼େଇ ଏମିତି ଧୋଇଲେ ଯେ ନେତାଗିରି ସବୁ ପାଣି ହୋଇଗଲା। ରକ୍ତାକ୍ତ ଅବସ୍ଥାରେ ବାବୁ ହାତ ଯୋଡ଼ି ଜୀବନ ବିକଳରେ ନେହୁରା ହେଉଥିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ।
​ଲୋକଙ୍କ ଉଚିତ୍ ଜବାବ: ଦୁର୍ଘଟଣା ଘଟାଇ ଖସିଯିବାକୁ ଭାବୁଥିବା ବାବୁଙ୍କୁ କଟକିଆ ଏମିତି ସେକିଲେ ଯେ ସିଧା ହସ୍ପିଟାଲ ବେଡ୍‌ରେ ପହଞ୍ଚାଇ ଦେଲେ।
​ନେତା ବୋଲି ଆଇନକୁ ପକେଟରେ ପୂରାଇ ବୁଲିଲେ ଏମିତି ହିଁ ପୁରସ୍କାର ମିଳେ। ନେତାଗିରି ଦେଖାଇବା ପୂର୍ବରୁ ଗାଡ଼ିର ବ୍ରେକ୍ ଆଉ ନିଜ ମୁଣ୍ଡ—ଦୁଇଟିଯାକ ଠିକ୍ ରଖିବା ଦରକାର!🤷‍♂️

କି ମାଡ଼ କିରେ ନାରଣ , ସେକି ଦେଇ ଚାଲିଗଲେ ହୋ.....

CMO OdishaMohan Charan MajhiNaveen PatnaikChandra SarathiBiju Janata Dal OdishaSatyabrata MohantyBjd Fan OdishaSubhendu SwainSwattik AcharyaSrikanta Mishraକଟକ ଖବରSuman BeheraCsb FanBJD ward No 59 c.m.c@

08/09/2026
07/09/2026

ବିଧାନସଭାରେ ବସୁଥିବା ଲୋକ ମା ମାଟିର ଭାଷଣ ଦେଉଛୁ କିନ୍ତୁ ରାତି ଅଧିଆ ବାଲି ଚୋରୀ କରୁଛି ସଦର ଏଥିପାଇଁ କଳଙ୍କିତ ହେଉଛି ।

ସମସ୍ତ ଗୁରୁ ମାନଙ୍କୁ ପବିତ୍ର ଗୁରୁଦିବସ ର ଶୁଭେଚ୍ଛା ଓ ଅଭିନନ୍ଦନ 🙏🏻
05/09/2026

ସମସ୍ତ ଗୁରୁ ମାନଙ୍କୁ ପବିତ୍ର ଗୁରୁଦିବସ ର ଶୁଭେଚ୍ଛା ଓ ଅଭିନନ୍ଦନ 🙏🏻

ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଶୁଭେଚ୍ଛା ଓ ଅଭିନନ୍ଦନ 🙏🏻
04/09/2026

ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଶୁଭେଚ୍ଛା ଓ ଅଭିନନ୍ଦନ 🙏🏻

ଏଥିରେ ସ୍ପଷ୍ଟ ଲେଖା ହେଇଛି କୁଳପତି କହିଲେ କି ଘଟଣା ସମ୍ପୂର୍ଣ୍ଣ ରୂପେ ସମାଧାନ ହୋଇ ଯାଇଥିଲା I 👉🏻 ଇଂଲିଶ କାହିଁକି ଯାଇଥିଲା ? 👉🏻 ଇଂଲିଶ କଣ...
06/08/2026

ଏଥିରେ ସ୍ପଷ୍ଟ ଲେଖା ହେଇଛି କୁଳପତି କହିଲେ କି ଘଟଣା ସମ୍ପୂର୍ଣ୍ଣ ରୂପେ ସମାଧାନ ହୋଇ ଯାଇଥିଲା I
👉🏻 ଇଂଲିଶ କାହିଁକି ଯାଇଥିଲା ?
👉🏻 ଇଂଲିଶ କଣ ଚାହୁଁଥିଲା ?
👉🏻 ମାମତକାର କାହିଁ କରୁଥିଲା ?
👉🏻 ଉଚ୍ଚ ସ୍ୱର କଣ ପାଇଁ ?
👉🏻 ସିନେଟ ବନାନ କରି ପାରିବେ କି ଇଂଲିଶ ?
👉🏻 ନୂଆ ଶିକ୍ଷା ମନ୍ତ୍ରୀ ଭାବି ଦେଲେ ନା କଣ ?
👉🏻 ନଦୀ ରେ ବାଲି ନାହିଁ ବୋଲି ସିଆଡେ ଯାଇଥଲେ ?
👉🏻 ଷଷ୍ଠ ସପ୍ତମ ପିଲାଙ୍କୁ ପଚାରିବ BEO , DEO ଙ୍କ ନାମ , କୋଉଠି ଲେଖା ହେଇଛି ଏମିତି ପାଠ ?

ଦୀପ ଲିଭିଲା ବେଳେ ଜୋର ରେ ଜଳେ I କ୍ଷୀର ଉତ୍ତୁରିଲେ ଚୁଲି ରେ ପଶେ , ମଣିଷ ଉତ୍ତୁରିଲେ ଗାତ ରେ ପଶେ I

୨ ବର୍ଷ ୧୦ ଗୁଣା ବିକାଶ 👉🏻 ୪ ଟି ହାଇୱା ଗାଡ଼ି 👉🏻 ୩ ଟି JCB ଗାଡ଼ି 👉🏻 ରାଜାଧାନୀ ରେ ଦୁଇଟି ବିଳାସପୂର୍ଣ୍ଣ Flat 👉🏻 ୪ ଟି ବ୍ୟକ୍ତିଗତ କାର ...
12/06/2026

୨ ବର୍ଷ ୧୦ ଗୁଣା ବିକାଶ
👉🏻 ୪ ଟି ହାଇୱା ଗାଡ଼ି
👉🏻 ୩ ଟି JCB ଗାଡ଼ି
👉🏻 ରାଜାଧାନୀ ରେ ଦୁଇଟି ବିଳାସପୂର୍ଣ୍ଣ Flat
👉🏻 ୪ ଟି ବ୍ୟକ୍ତିଗତ କାର

ସେବକ କହି ବାଲି ଖାଇଲେ
ଆମ ସଦର କୁ ଖୋଳ କଲେ

Address

Nayabazar
Cuttack
753004

Alerts

Be the first to know and let us send you an email when Kataka Sadar Bcjd posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Kataka Sadar Bcjd:

Shortcuts

Share