Cuttack Development Authority

Cuttack Development Authority Official handle of Cuttack Development Authority, dedicated to the sustainable growth and beautification of the Millennium City, Cuttack.

ସୁନ୍ଦର ଓ ସୁବ୍ୟବସ୍ଥିତ ପରିବେଶରେ ବସ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଗମନାଗମନ ସୁବିଧାର ଏକ ଉଦାହରଣ ପାଲଟିଛି ନେତାଜୀ ବସ୍ ଟର୍ମିନା...
01/06/2026

ସୁନ୍ଦର ଓ ସୁବ୍ୟବସ୍ଥିତ ପରିବେଶରେ ବସ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଗମନାଗମନ ସୁବିଧାର ଏକ ଉଦାହରଣ ପାଲଟିଛି ନେତାଜୀ ବସ୍ ଟର୍ମିନାଲ।

Netaji Memorial has been transformed into a vibrant heritage and recreational destination with upgraded visitor amenitie...
30/05/2026

Netaji Memorial has been transformed into a vibrant heritage and recreational destination with upgraded visitor amenities, landscaped open spaces and enhanced public infrastructure.

The development promotes heritage awareness, tourism and community engagement while offering an enriched visitor experience. Today, the museum stands as a major city landmark, attracting hundreds of visitors daily and contributing to 's cultural and tourism landscape.

29/05/2026

ରୂପାୟନ

ଆପଣଙ୍କ ଘରର ଅନୁପଯୋଗୀ ସାମଗ୍ରୀକୁ ଏହି କେନ୍ଦ୍ରରେ ଜମା କରନ୍ତୁ ଏବଂ ଆବଶ୍ୟକତା ଥିବା ଲୋକଙ୍କ ପାଖରେ ଏହାର ଲାଭ ପହଞ୍ଚାନ୍ତୁ।



A step towards a cleaner and more sustainable   🌱♻️‘Rupayan’, an initiative under the Reduce, Reuse & Recycle (RRR) camp...
28/05/2026

A step towards a cleaner and more sustainable 🌱♻️

‘Rupayan’, an initiative under the Reduce, Reuse & Recycle (RRR) campaign, was inaugurated today near Barabati Stadium by Collector & District Magistrate Sri Dattatraya Bhausaheb Shinde, IAS in the presence of CDA Vice-Chairman Ms. Kirandeep Kaur Sahota, IAS and officials of Cuttack Development Authority.

Citizens can deposit surplus, unused or waste materials such as plastic items, used clothes, footwear, toys and more at the Centre. These materials will be handed over to different stakeholders for reuse, refurbishment and recycling to create new products and promote sustainable living.

Together, let’s reduce waste and build a greener future for Cuttack.



ନେତାଜୀ ବସ୍ ଟର୍ମିନାଲରେ ଅନଲାଇନ୍ ରୁମ୍ ଏବଂ ଡର୍ମିଟୋରୀ ବୁକିଂ
27/05/2026

ନେତାଜୀ ବସ୍ ଟର୍ମିନାଲରେ ଅନଲାଇନ୍ ରୁମ୍ ଏବଂ ଡର୍ମିଟୋରୀ ବୁକିଂ

26/05/2026

Travel smarter with hassle-free online room & dormitory booking at Netaji Bus Terminal, Cuttack. Separate dormitories for men and women, comfortable stays starting at just ₹200 for 12 hours, and Deluxe AC Rooms at ₹750 for 12 hours. Visit: https://dormitorybooking.cnbt.in/



ଗରମ ଖରା ଦିନେ ଶୀତଳ ଛାୟା ତଳେ ଶାନ୍ତିରେ ସମୟ କଟାଇବା ପାଇଁ ସିଡିଏ ପାର୍କ ହେଉଛି ଏକ ଉତ୍ତମ ପ୍ରାକୃତିକ
25/05/2026

ଗରମ ଖରା ଦିନେ ଶୀତଳ ଛାୟା ତଳେ ଶାନ୍ତିରେ ସମୟ କଟାଇବା ପାଇଁ ସିଡିଏ ପାର୍କ ହେଉଛି ଏକ ଉତ୍ତମ ପ୍ରାକୃତିକ


Biodiversity is the silent force that keeps our planet alive, maintaining ecological balance, securing our food systems,...
22/05/2026

Biodiversity is the silent force that keeps our planet alive, maintaining ecological balance, securing our food systems, strengthening climate resilience and sustaining life in all its forms. Protecting nature is not just an environmental responsibility, it’s an investment in our collective future. Let’s act today for a greener, healthier tomorrow.

ଜିଟାଲ ସୂଚନା ବୋର୍ଡ, ମାଇକ୍ ଘୋଷଣା ଏବଂ ସହାୟତା ଡେସ୍କ ମାଧ୍ୟମରେ ମିନିଟ୍-ଟୁ-ମିନିଟ୍ ଅପଡେଟ୍— ଯାତ୍ରୀମାନଙ୍କ ପାଇଁ ଅଧିକ ସ୍ମାର୍ଟ ଓ ସୁଗମ ...
21/05/2026

ଜିଟାଲ ସୂଚନା ବୋର୍ଡ, ମାଇକ୍ ଘୋଷଣା ଏବଂ ସହାୟତା ଡେସ୍କ ମାଧ୍ୟମରେ ମିନିଟ୍-ଟୁ-ମିନିଟ୍ ଅପଡେଟ୍— ଯାତ୍ରୀମାନଙ୍କ ପାଇଁ ଅଧିକ ସ୍ମାର୍ଟ ଓ ସୁଗମ ଯାତ୍ରା ସହାୟତା ପ୍ରଦାନ କରୁଛି ନେତାଜୀ ବସ ଟର୍ମିନାଲ, କଟକ।

Minute-to-minute updates through digital information boards, mic announcements and a dedicated help desk—Netaji Bus Terminal, Cuttack is enhancing passenger convenience with smarter, seamless travel assistance.

19/05/2026

ସ୍ୱାଦ କଟକର । Foods of Cuttack

କଟକ କେବଳ ଏକ ସହର ନୁହେଁ, ଏହା ଓଡ଼ିଶାର ସମୃଦ୍ଧ ଖାଦ୍ୟ ପରମ୍ପରା ଓ ସ୍ୱାଦିଷ୍ଟ ପାକଶୈଳୀର ଏକ ଜୀବନ୍ତ ପରିଚୟ। ପ୍ରସିଦ୍ଧ ଦହିବରା-ଆଳୁଦମ, ଗୁପଚୁପ ଓ ବିଭିନ୍ନ ପାରମ୍ପରିକ ମିଠାଜାତୀୟ ଖାଦ୍ୟ କଟକର ଖାଦ୍ୟ ସଂସ୍କୃତିକୁ ବିଶିଷ୍ଟ ପରିଚୟ ପ୍ରଦାନ କରିଛି। ଏଠାର ଖାଦ୍ୟ କେବଳ ରୁଚିକର ନୁହେଁ, ବରଂ ସହରର ଐତିହ୍ୟ, ପରମ୍ପରା ଓ ସାମାଜିକ ଜୀବନଶୈଳୀର ଏକ ଅଭିନ୍ନ ଅଂଶ।



Address

Arunodaya Market Complex
Cuttack
753012

Alerts

Be the first to know and let us send you an email when Cuttack Development Authority posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Cuttack Development Authority:

Share