DEBI SENA - Badamba Narasinghpur

DEBI SENA - Badamba Narasinghpur Strongly supported Biju Janata
Dal.. Debi prasad mishra jindabad.. Badamba Narsingpur BJD jindabaad..

ଆସନ୍ତୁ ସାଧାରଣ ଜନତା ଙ୍କ ସ୍ଵର କୁ ଆହୁରି ଶାଣିତ କରିବା.....ଜୁନ୍ ୩ ତାରିଖ ଦିନ ନରସିଂହପୁର ବିଶାଳ ମହା ବିକ୍ଷୋଭ ରେ ସାମିଲ ହେବା....କଥା କ...
01/06/2026

ଆସନ୍ତୁ ସାଧାରଣ ଜନତା ଙ୍କ ସ୍ଵର କୁ ଆହୁରି ଶାଣିତ କରିବା.....
ଜୁନ୍ ୩ ତାରିଖ ଦିନ ନରସିଂହପୁର ବିଶାଳ ମହା ବିକ୍ଷୋଭ ରେ ସାମିଲ ହେବା....

କଥା କୁହା ପବନା ସ୍ଵାଧୀନ ବିଧାୟକ ତଥା ଉପରୂଆ ଆଉ ଭିତିରିଆ ବିଜେପି ବଡମ୍ବା ବିଧାୟକ ଓ ବିଜେପି ସରକାର ବିରୁଦ୍ଧରେ ଉଚିତ୍ ଜବାବ ଦେବା....

ବାଲି ଚୋରି, କାଠ ଚୋର, ଚନ୍ଦନ ଗଛ ଚୋର, ମୋରମ ଚୋର.. ବିରୁଦ୍ଧରେ ଏ ସାଧାରଣ ଜନତା ଙ୍କ ଲଢ଼େଇ....

Debi Prasad Mishra
DEBI SENA - Badamba Narasinghpur
Naveen Patnaik

25/05/2026

ବିରୋଧୀରେ ଥିବାବେଳେ ଯେତିକି ଫୁଟାଣି ଆଉ ଭାଷଣ ମାରିଥିଲ, ଏବେ ନିଜେ ତାକୁ ପୂରଣ କର।


Manmohan Samal

 #ପୁଣି_ଥରେ_ଦେବୀ_ଭାଇନା..ବଡ଼ମ୍ବାର ପ୍ରବେଶ ଗ୍ରାମ  ନୂଆପାଟଣା ସନ୍ନିକଟ  ଅଭିମାନପୁର ପଞ୍ଚାୟତ ର ବିଧାରପୁର ମା ନାରାୟଣୀ  ନାଟ୍ୟ ସଂସଦର ବାର...
23/05/2026

#ପୁଣି_ଥରେ_ଦେବୀ_ଭାଇନା..
ବଡ଼ମ୍ବାର ପ୍ରବେଶ ଗ୍ରାମ ନୂଆପାଟଣା ସନ୍ନିକଟ ଅଭିମାନପୁର ପଞ୍ଚାୟତ ର ବିଧାରପୁର ମା ନାରାୟଣୀ ନାଟ୍ୟ ସଂସଦର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମାଜିକ ନାଟକ "ସାତ ସୁରେ ବନ୍ଧା ଏ ଜୀବନ" କୁ ଉଦଘାଟନ କରିଥିଲେ ଆମ ପ୍ରିୟ ପୂର୍ବତନ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ..
ବଜରଙ୍ଗୀ କ୍ଲବର ଯୁବକ ମାନେ ବିଧାରପୁର ଛକରୁ ବାଇକ୍ ଶୋଭାଯାତ୍ରାରେ କାର୍ଯ୍ୟକର୍ମ ସ୍ଥଳୀ ପାଖକୁ ପାଛୋଟି ନେଇଥିଲେ...

ଆଜି ବଡ଼ମ୍ବା ମା ଭଟ୍ଟାରିକା ପୀଠ ସନ୍ନିକଟ ପାନ୍ଥନିବାସ ପରିସରରେ କଶିକିଆରି ପଞ୍ଚାୟତ ର ଖଣ୍ଡୁଆଳି ନୂଆଗାଁ  ଓ ସଂଲଗ୍ନ ଗ୍ରାମରୁ ବହୁ ବିଜେପି ...
03/05/2026

ଆଜି ବଡ଼ମ୍ବା ମା ଭଟ୍ଟାରିକା ପୀଠ ସନ୍ନିକଟ ପାନ୍ଥନିବାସ ପରିସରରେ କଶିକିଆରି ପଞ୍ଚାୟତ ର ଖଣ୍ଡୁଆଳି ନୂଆଗାଁ ଓ ସଂଲଗ୍ନ ଗ୍ରାମରୁ ବହୁ ବିଜେପି କର୍ମୀ ବିଜେଡି ରେ ଯୋଗ ଦେଇଛନ୍ତି। ଏମାନଙ୍କ ବ୍ୟତୀତ ଭଟ୍ଟାରିକା ପଞ୍ଚାୟତ ର ପୁରୁଖା ୱାର୍ଡ ମେମ୍ବର ଶ୍ରୀ ସମ୍ରାଟ ବେହେରା , ଶିକ୍ଷକତା ରୁ ଅବସର ନେଇଥିବା ଖୁଣ୍ଟକଟା ର ପୁରୁଖା କଂଗ୍ରେସ ନେତା ସ୍ୱର୍ଗତ ଭିକାରୀ ଧଳ ଙ୍କ ପୁତ୍ର ଶ୍ରୀ ସନ୍ତୋଷ ଧଳ ଆନୁଷ୍ଠାନିକ ଭାବେ ବିଜେଡି ରେ ଯୋଗଦେଇଛନ୍ତି।ଶତାଧିକ କର୍ମୀ ଓ ନେତାଙ୍କୁ ଦଳ ତରଫରୁ ସ୍ୱାଗତ କରାଯାଇ ଉତ୍ତରୀୟ ପ୍ରଦାନ କରାଯାଇଛି।
ଏହି ମିଶ୍ରଣ ବୈଠକ ରେ ମୋ ସହିତ ସ୍ଥାନୀୟ ନେତ୍ରୁ ମଣ୍ଡଳୀ ସଭାପତି ଶ୍ରୀ ରବୀନ୍ଦ୍ର ସାହୁ, ରାଜ୍ୟ ପରିଷଦ ସଭ୍ୟ ଶ୍ରୀ ପ୍ରଦୀପ୍ତ ସ୍ୱାଇଁ, ଶ୍ରୀ ସଦାନନ୍ଦ ସ୍ୱାଇଁ, ଶ୍ରୀ ସରୋଜ ପଟ୍ଟନାୟକ, ଶ୍ରୀ ସୁବାସ ସାହୁ ପ୍ରମୁଖ ସ୍ୱାଗତ ବକ୍ତବ୍ୟ ରଖିଥିଲୁ। ସ୍ଥାନୀୟ ସରପଞ୍ଚ ଶ୍ରୀ ସତ୍ରୁଜିତ ପୁହାଣ ଧନ୍ୟବାଦ ଦେଇଥିଲେ। ଜନ ପ୍ରତିନିଧି ସର୍ବଶ୍ରୀ ବିଚିତ୍ରା ନନ୍ଦ ଦଳେଇ, ସନ୍ତୋଷ ମହାନ୍ତି, ସୁଶାନ୍ତ ଜେନା ପ୍ରମୁଖ ଶୁଭେଚ୍ଛା ଦେଇଥିଲେ। କଷିକିଆରି ପୂର୍ବ ସରପଞ୍ଚ ଶ୍ରୀ ଶୁଧି ରଞ୍ଜନ ରାଉତ, ଶ୍ରୀ ବିଚିତ୍ର ସାହୁ, ଶ୍ରୀ ପ୍ରତାପ ଦାସ ମିଶ୍ରଣ ବୈଠକ କୁ ପରିଚାଳନା କରିଥିଲେ।

ସଶକ୍ତ ହେଉଛି ବଡମ୍ବା ନରସିଂହପୁର ବିଜୁ ଜନତା ଦଳ...ଆଜି  #ବଡ଼ମ୍ବା ମା ଭଟ୍ଟାରିକା ପୀଠ ସନ୍ନିକଟ ପାନ୍ଥନିବାସ ପରିସରରେ କଶିକିଆରି ପଞ୍ଚାୟତ ର...
03/05/2026

ସଶକ୍ତ ହେଉଛି ବଡମ୍ବା ନରସିଂହପୁର ବିଜୁ ଜନତା ଦଳ...

ଆଜି #ବଡ଼ମ୍ବା ମା ଭଟ୍ଟାରିକା ପୀଠ ସନ୍ନିକଟ ପାନ୍ଥନିବାସ ପରିସରରେ କଶିକିଆରି ପଞ୍ଚାୟତ ର ଖଣ୍ଡୁଆଳି ନୂଆଗାଁ ଓ ସଂଲଗ୍ନ ଗ୍ରାମରୁ ବହୁ ବିଜେପି କର୍ମୀ ବିଜେଡି ରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି। ଏମାନଙ୍କ ବ୍ୟତୀତ ଭଟ୍ଟାରିକା ପଞ୍ଚାୟତ ର ପୁରୁଖା ୱାର୍ଡ ମେମ୍ବର ଶ୍ରୀ ସମ୍ରାଟ ବେହେରା , ଶିକ୍ଷକତା ରୁ ଅବସର ନେଇଥିବା ଖୁଣ୍ଟକଟା ର ପୁରୁଖା କଂଗ୍ରେସ ନେତା ସ୍ୱର୍ଗତ ଭିକାରୀ ଧଳ ଙ୍କ ପୁତ୍ର ଶ୍ରୀ ସନ୍ତୋଷ ଧଳ ଆନୁଷ୍ଠାନିକ ଭାବେ ବିଜେଡି ରେ ଯୋଗଦେଇଛନ୍ତି।ଶତାଧିକ କର୍ମୀ ଓ ନେତାଙ୍କୁ ଦଳ ତରଫରୁ ସ୍ୱାଗତ କରାଯାଇ ଉତ୍ତରୀୟ ପ୍ରଦାନ କରାଯାଇଥିଲା।
ଏହି ମିଶ୍ରଣ ବୈଠକ ରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ଙ୍କ ସମେତ ସ୍ଥାନୀୟ ନେତ୍ରୁ ମଣ୍ଡଳୀ ସଭାପତି ଶ୍ରୀ ରବୀନ୍ଦ୍ର ସାହୁ, ରାଜ୍ୟ ପରିଷଦ ସଭ୍ୟ ଶ୍ରୀ ପ୍ରଦୀପ୍ତ ସ୍ୱାଇଁ, ଶ୍ରୀ ସଦାନନ୍ଦ ସ୍ୱାଇଁ, ଶ୍ରୀ ସରୋଜ ପଟ୍ଟନାୟକ, ଶ୍ରୀ ସୁବାସ ସାହୁ , ଶ୍ରୀ ପ୍ୟାରୀମୋହନ ସ୍ୱାଇଁ ପ୍ରମୁଖ ସ୍ୱାଗତ ବକ୍ତବ୍ୟ ରଖିଥିଲେ। ସ୍ଥାନୀୟ ସରପଞ୍ଚ ଶ୍ରୀ ସତ୍ରୁଜିତ ପୁହାଣ ଧନ୍ୟବାଦ ଦେଇଥିଲେ। ଜନ ପ୍ରତିନିଧି ସର୍ବଶ୍ରୀ ବିଚିତ୍ରା ନନ୍ଦ ଦଳେଇ, ସନ୍ତୋଷ ମହାନ୍ତି, ସୁଶାନ୍ତ ଜେନା ପ୍ରମୁଖ ଶୁଭେଚ୍ଛା ଦେଇଥିଲେ। କଷିକିଆରି ପୂର୍ବତନ ସରପଞ୍ଚ ଶ୍ରୀ ଶୁଧି ରଞ୍ଜନ ରାଉତ, ଶ୍ରୀ ବିଚିତ୍ର ସାହୁ, ଶ୍ରୀ ପ୍ରତାପ ଦାସ ମିଶ୍ରଣ ବୈଠକ କୁ ପରିଚାଳନା କରିଥିଲେ..

Naveen Patnaik
DEBI SENA - Badamba Narasinghpur
Debi Prasad Mishra

ବଡମ୍ବା ବିଜୁ ଜନତା ଦଳର ଯୁବ ନେତା ତଥା  ଆଗୁଆ ସାଥି ଶ୍ରୀଯୁକ୍ତ ପପୁନୀ ଭାଇ Papuni Barik ଙ୍କୁ ଜନ୍ମ ଦିନରେ ହାର୍ଦ୍ଧିକ ଶୁଭେଚ୍ଛା  ଶୁଭକାମ...
15/04/2026

ବଡମ୍ବା ବିଜୁ ଜନତା ଦଳର ଯୁବ ନେତା ତଥା ଆଗୁଆ ସାଥି ଶ୍ରୀଯୁକ୍ତ ପପୁନୀ ଭାଇ Papuni Barik ଙ୍କୁ ଜନ୍ମ ଦିନରେ ହାର୍ଦ୍ଧିକ ଶୁଭେଚ୍ଛା ଶୁଭକାମନା ...
ମହାପ୍ରଭୁ ଶ୍ରୀଜଗନ୍ନାଥ, ମା ଭଟ୍ଟାରିକା , ବାବା ସିଂହନାଥ ତାଙ୍କ ଚଲାପଥ କୁସୁମିତ କରନ୍ତୁ.

ଏହାର ଉତ୍ତର କିଏ ଦେଇପାରିବ.....!!
12/04/2026

ଏହାର ଉତ୍ତର କିଏ ଦେଇପାରିବ.....!!

ବଡମ୍ବା ନରସିଂହପୁର ର ଯୁବ ନେତା ତଥା ବିଜୁ ଯୁବଜନତା ଦଳ ର ଉପ-ସଭାପତି ବଡ଼ଭାଇ ଆଶିଷ କୁମାର ସାହୁ (ଜିତୁ)ଙ୍କ ପବିତ୍ର ଜନ୍ମଦିନ ଅବସରରେ ଅନେକ ...
12/04/2026

ବଡମ୍ବା ନରସିଂହପୁର ର ଯୁବ ନେତା ତଥା ବିଜୁ ଯୁବଜନତା ଦଳ ର ଉପ-ସଭାପତି ବଡ଼ଭାଇ ଆଶିଷ କୁମାର ସାହୁ (ଜିତୁ)ଙ୍କ ପବିତ୍ର ଜନ୍ମଦିନ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ହାର୍ଦିକ ଅଭିନନ୍ଦନ 🎉🙏

ମହାପ୍ରଭୁ ଜଗନ୍ନାଥ ତାଙ୍କୁ ସଦା ସୁସ୍ଥ, ସୁଖୀ ଓ ସଫଳ ରଖନ୍ତୁ, ଏବଂ ଆଗାମୀ ଦିନଗୁଡିକରେ ତାଙ୍କ ଜୀବନ ଆହୁରି ଉଜ୍ଜ୍ୱଳ ହେଉ...

DEBI SENA - Badamba Narasinghpur
Debi Prasad Mishra
Naveen Patnaik

କଟକ ଦେଇଛି ରଣହୁଙ୍କାର, ଚାଷୀର ହକ୍ ଓ ମହିଳାଙ୍କ ସୁରକ୍ଷା ପାଇଁ ଥମିବ ନାହିଁ ସ୍ୱର।ବିଜେପି ସରକାରରେ ରାଜ୍ୟରେ ଭୁଶୁଡ଼ି ପଡ଼ିଥିବା ଆଇନଶୃଙ୍ଖଳ...
13/02/2026

କଟକ ଦେଇଛି ରଣହୁଙ୍କାର, ଚାଷୀର ହକ୍ ଓ ମହିଳାଙ୍କ ସୁରକ୍ଷା ପାଇଁ ଥମିବ ନାହିଁ ସ୍ୱର।

ବିଜେପି ସରକାରରେ ରାଜ୍ୟରେ ଭୁଶୁଡ଼ି ପଡ଼ିଥିବା ଆଇନଶୃଙ୍ଖଳା ସ୍ଥିତି, ବଢ଼ୁଥିବା ନାରୀ ନିର୍ଯାତନା ବିରୋଧରେ ରାଜରାସ୍ତାରେ ହୋଇଛି ଜୋରଦାର ପ୍ରତିବାଦ।

#ହଟାଅବିଜେପି

13/02/2026

Address

At/Po/Ps-Badamba,Cuttack
Cuttack
754031

Website

Alerts

Be the first to know and let us send you an email when DEBI SENA - Badamba Narasinghpur posts news and promotions. Your email address will not be used for any other purpose, and you can unsubscribe at any time.

Share