The Odisha Small Industries Corporation Ltd.

Directions Website

The Odisha Small Industries Corporation Ltd. Official page of The Odisha Small Industries Corporation Ltd. (OSIC) a Silver Category PSU under the MSME Department, Govt. of Odisha.

Empowering Odisha’s MSMEs and small industries through strategic support and sustainable enterprise growth since 1972.

ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା କେବଳ ଯନ୍ତ୍ରପାତିର ପୂଜା ନୁହେଁ, ଏହା ସୃଜନଶୀଳତା, କୌଶଳ, ପରିଶ୍ରମ ଓ ଅଦମ୍ୟ ଉଦ୍ୟମର ପ୍ରତୀକ। ପ୍ରଭୁ ବିଶ୍...
17/09/2026

ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା କେବଳ ଯନ୍ତ୍ରପାତିର ପୂଜା ନୁହେଁ, ଏହା ସୃଜନଶୀଳତା, କୌଶଳ, ପରିଶ୍ରମ ଓ ଅଦମ୍ୟ ଉଦ୍ୟମର ପ୍ରତୀକ। ପ୍ରଭୁ ବିଶ୍ୱକର୍ମାଙ୍କ ଆଶୀର୍ବାଦରେ ପ୍ରତ୍ୟେକ ଉଦ୍ୟୋଗୀଙ୍କ ଦକ୍ଷତା ହେଉ ସଫଳତାର ଶକ୍ତି, ପ୍ରତ୍ୟେକ ଉଦ୍ୟମ ହେଉ ରୋଜଗାରର ମାଧ୍ୟମ ଏବଂ ପ୍ରତ୍ୟେକ ଛୋଟ ଶିଳ୍ପ ହେଉ ବିକଶିତ ଓଡ଼ିଶାର ଶିଳ୍ପ ଅଭିବୃଦ୍ଧିର ଏକ ନୂଆ ଅଧ୍ୟାୟ।

ପବିତ୍ର ବିଶ୍ୱକର୍ମା ପୂଜାର ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ।

CMO Odisha Information & Public Relations Department, Government of Odisha
MSME Department, Government of Odisha
Ministry of Information & Broadcasting, Government of India Gokulananda Mallick Directorate of Export Promotion & Marketing, Odisha

15/09/2026

ନୂଆ ଧାନ, ନୂଆ ସ୍ୱପ୍ନ
ନୂଆ ଆଶା, ନୂଆ ଉଦ୍ୟମ

ନୂଆଖାଇ କେବଳ ଏକ ପର୍ବ ନୁହେଁ ବରଂ ଏହା ଆମ ମାଟି, ଚାଷୀ, ପରିଶ୍ରମ ଓ ସମୃଦ୍ଧି ପ୍ରତି କୃତଜ୍ଞତାର ପର୍ବ। ଏହି ଶୁଭ ଦିନରେ ଆସନ୍ତୁ, ନିଜ ମାଟିର ଉତ୍ପାଦ, ନିଜ ଦକ୍ଷତା ଓ ନିଜ ଉଦ୍ୟମକୁ ନୂଆ ସୁଯୋଗ ସହ ଯୋଡ଼ିବା। ନୂଆ ଉଦ୍ୟମର ସଙ୍କଳ୍ପ ନେଇ ଓଡ଼ିଶାକୁ ସମୃଦ୍ଧ କରିବା।

ନୂଆଖାଇ ପର୍ବର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା
CMO Odisha Information & Public Relations Department, Government of Odisha
MSME Department, Government of Odisha
Ministry of Micro, Small and Medium Enterprises,Government of India
Gokulananda Mallick Directorate of Export Promotion & Marketing, Odisha

14/09/2026

ଓଁ ଶ୍ରୀ ଗଣେଶାୟ ନମଃ ।।

ବିଘ୍ନବିନାଶକ ଶ୍ରୀଗଣେଶଙ୍କ ଆଶୀର୍ବାଦରେ
ପ୍ରତ୍ୟେକ ଉଦ୍ୟମରେ ସଫଳତା, ପ୍ରତ୍ୟେକ ପ୍ରୟାସରେ ସିଦ୍ଧି
ଏବଂ ପ୍ରତ୍ୟେକ ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଉଠୁ।

ଶ୍ରୀ ଗଣେଶ ଚତୁର୍ଥୀର ପବିତ୍ର ଅବସରରେ
ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ।
CMO Odisha Information & Public Relations Department, Government of Odisha
MSME Department, Government of Odisha
Ministry of Micro, Small and Medium Enterprises,Government of India
Gokulananda Mallick Directorate of Export Promotion & Marketing, Odisha

04/09/2026

“ଯଦ୍ୟଦାଚରତି ଶ୍ରେଷ୍ଠସ୍ତତ୍ତଦେବେତରୋ ଜନଃ।
ସ ଯତ୍ପ୍ରମାଣଂ କୁରୁତେ ଲୋକସ୍ତଦନୁବର୍ତ୍ତତେ॥”

ଶ୍ରେଷ୍ଠ ବ୍ୟକ୍ତି ଯେପରି ଆଚରଣ କରନ୍ତି, ଅନ୍ୟମାନେ ମଧ୍ୟ ସେହି ପଥ ଅନୁସରଣ କରନ୍ତି, ତେଣୁ
“ନେତୃତ୍ୱ ଏବଂ ଉଦ୍ୟମ ଏମିତି ହେଉ, ଯାହା ଅନ୍ୟମାନଙ୍କୁ ଆଗକୁ ବଢ଼ିବାର ପ୍ରେରଣା ଦବ।”

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ହାର୍ଦ୍ଦିକ ଶୁଭେଚ୍ଛା।
— ଓଏସ୍ଆଇସି (OSIC)

CMO Odisha Information & Public Relations Department, Government of Odisha ,
MSME Department, Government of Odisha
Gokulananda Mallick Directorate of Export Promotion & Marketing, Odisha

15/08/2026

ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତର ସଂକଳ୍ପ, ଓଏସ୍ଆଇସି (OSIC)

ସ୍ୱାଧୀନତା ଦିବସର ପବିତ୍ର ଅବସରରେ ଓଏସ୍ଆଇସି (OSIC)ର ପରିଚାଳନା ନିର୍ଦ୍ଦେଶକଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ତ୍ରିରଙ୍ଗାର ଗରିମାମୟ ଉତ୍ତୋଳନ ସହିତ ପରିସରରେ ଦେଶପ୍ରେମ ଓ ଏକତାର ଭାବନା ଉଜ୍ଜ୍ୱଳ ହୋଇଉଠିଥିଲା। ଏହି ଗୌରବମୟ ମୁହୂର୍ତ୍ତରେ ଓଏସ୍ଆଇସି (OSIC)ର ଅଧିକାରୀ, କର୍ମଚାରୀ ଓ ସହଯୋଗୀମାନେ ଏକତ୍ରିତ ହୋଇ ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିଥିଲେ।

Information & Public Relations Department, Government of Odisha
MSME Department, Government of Odisha

ସ୍ୱାଧୀନତାର ଗର୍ବ, ଦେଶସେବାର ସଙ୍କଳ୍ପ ସ୍ୱାଧୀନତା ଦିବସ ଅବସରରେ ଓଏସ୍ଆଇସି (OSIC)ର ପରିଚାଳନା ନିର୍ଦ୍ଦେଶକଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋ...
15/08/2026

ସ୍ୱାଧୀନତାର ଗର୍ବ, ଦେଶସେବାର ସଙ୍କଳ୍ପ

ସ୍ୱାଧୀନତା ଦିବସ ଅବସରରେ ଓଏସ୍ଆଇସି (OSIC)ର ପରିଚାଳନା ନିର୍ଦ୍ଦେଶକଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହି ଗୌରବମୟ ଅବସରରେ ଓଏସ୍ଆଇସିର ଅଧିକାରୀ, କର୍ମଚାରୀ ଓ ସହଯୋଗୀମାନେ ଉପସ୍ଥିତ ରହି ଦେଶର ସ୍ୱାଧୀନତାର ଗୌରବକୁ ସ୍ମରଣ କରିଥିଲେ।

ଆସନ୍ତୁ, ସ୍ୱାଧୀନତାର ଏହି ପବିତ୍ର ଅବସରରେ ସ୍ୱାବଲମ୍ବୀ ଓ ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତ ଗଠନରେ ନିଜ ଅବଦାନ ରଖିବାର ସଙ୍କଳ୍ପ ନେବା।

Information & Public Relations Department, Government of Odisha
MSME Department, Government of Odisha

ଘରେ ଘରେ ତ୍ରିରଙ୍ଗା ସ୍ୱାଧୀନତାର ଗୌରବରୁ ସ୍ୱାବଲମ୍ବନର ସଙ୍କଳ୍ପ କ୍ଷୁଦ୍ର ଉଦ୍ୟୋଗରୁ ସମୃଦ୍ଧ ଓଡ଼ିଶା ଏବଂ  ବିକଶିତ ଭାରତHappy Independenc...
14/08/2026

ଘରେ ଘରେ ତ୍ରିରଙ୍ଗା

ସ୍ୱାଧୀନତାର ଗୌରବରୁ ସ୍ୱାବଲମ୍ବନର ସଙ୍କଳ୍ପ
କ୍ଷୁଦ୍ର ଉଦ୍ୟୋଗରୁ ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତ

Happy Independence Day

CMO Odisha Information & Public Relations Department, Government of Odisha
MSME Department, Government of Odisha Gokulananda Mallick

ପାହାଳ ରସଗୋଲା କ୍ଲଷ୍ଟରରେ ବିକାଶର ନୂଆ ପଦକ୍ଷେପ  !ଓଏସ୍ଆଇସି (OSIC)ର ପରିଚାଳନା ନିର୍ଦ୍ଦେଶକ ପାହାଳ ରସଗୋଲା କ୍ଲଷ୍ଟରରେ ପ୍ରସ୍ତାବିତ ସାଧାର...
14/08/2026

ପାହାଳ ରସଗୋଲା କ୍ଲଷ୍ଟରରେ ବିକାଶର ନୂଆ ପଦକ୍ଷେପ !

ଓଏସ୍ଆଇସି (OSIC)ର ପରିଚାଳନା ନିର୍ଦ୍ଦେଶକ ପାହାଳ ରସଗୋଲା କ୍ଲଷ୍ଟରରେ ପ୍ରସ୍ତାବିତ ସାଧାରଣ ସୁବିଧା କେନ୍ଦ୍ର (CFC)ର ବିଭିନ୍ନ ସୁବିଧା ଓ ପ୍ରମୁଖ ଆବଶ୍ୟକତା ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ଏସପିଭି (SPV) ସଦସ୍ୟ, ଓଏସ୍ଆଇସି ଅଧିକାରୀ ଏବଂ ସ୍ଥପତିମାନେ (Architects) ଉପସ୍ଥିତ ଥିଲେ।

ଆଗାମୀ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଏକ ବିସ୍ତୃତ ଆଲୋଚନା ହୋଇଥିଲା। କାର୍ଯ୍ୟଗୁଡ଼ିକର ସମୟୋଚିତ ଅଗ୍ରଗତି ଓ ପ୍ରଭାବଶାଳୀ ରୂପାୟନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।


Gokulananda Mallick MSME Department, Government of Odisha

SPV members of Pahala MSE-CDP celebrated the occasion of  , in the esteemed presence of Hon’ble Minister, MSME and FARD ...
28/07/2026

SPV members of Pahala MSE-CDP celebrated the occasion of , in the esteemed presence of Hon’ble Minister, MSME and FARD Department, Shri Gokulananda Mallick at .

Odisha is gearing up for a new Rasogola Cluster at Phulnakhara to boost quality and large-scale manufacturing. OSIC is committed to full operations by next Rasogola Divas, creating livelihoods and promoting our rich sweet heritage!



CMO Odisha Gokulananda Mallick MSME Department, Government of Odisha

A highly productive planning and review session today at O-Hub. At OSIC, we remain aligned with the Honourable Minister ...
07/05/2026

A highly productive planning and review session today at O-Hub. At OSIC, we remain aligned with the Honourable Minister Shri Gokulananda Mallick and the Government of Odisha's dedication to industrial advancement and the empowerment of entrepreneurs at the district level. We continue to work tirelessly to ensure our state's industrial projects reach their full potential.



CMO Odisha MSME Department, Government of Odisha

Address

Industrial Estate, Madhupatna
Cuttack
753010

Alerts

Be the first to know and let us send you an email when The Odisha Small Industries Corporation Ltd. posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share