15/08/2024
ଆଜି ଆମ ଭାରତ ବର୍ଷ ପାଳନକରୁଛି ୭୮ତମ ସ୍ୱାଧୀନତା ଦିବସ,ଅବସରରେ ବିଶ୍ରାମ ପୁର ପ୍ରାଥମିକ ବିଦ୍ୟାଳୟ ରେ କିଙ୍ଗ୍ ଗ୍ରୁପ ପରିବାର ତରଫରୁ କୁନି କୁନି ପିଲାମାନଙ୍କୁ ଖାତା, ପେନ, ଚକଲେଟ, ବିତରଣ କରା ଯାଇଥିଲା
ଏବଂ କୁନି କୁନି ପିଲାମାନଙ୍କୁ ସ୍ୱାଧୀନତା ଦିବସର ପ୍ରଶ୍ନ ଉତ୍ତର କlର୍ଯ୍ୟକ୍ରମ କରାଯାଇ ଥିଲା ପିଲାମାନଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଥିଲା ପିଲାମାନେ ନିଜ ନିଜର ପ୍ରତିଭା ଦେଖେଇବl ସହିତ ସ୍ୱାଧୀନତା ଦିବସ ବିଷୟରେ ଜାଣିବା ପାଇଁ ପାଇ ଥିଲେ କିଙ୍ଗ୍ ଗ୍ରୁପ ର ପ୍ରତ୍ୟକ ଟି ମେମ୍ବର ମାନଙ୍କ ସାହାଯ୍ୟ ସହଯୋଗ ରେ କାର୍ଯ୍ୟଟି ସମ୍ପୂର୍ଣ ହୋଇ ଥିଲା ସମସ୍ତ ମେମ୍ବର ମାନଙ୍କୁ ଧନ୍ୟବାଦ 🙏