Chandan Rout

Chandan Rout Nationalist By Heart
Politician by Passion

16/01/2024

Who is the most aged CM in India ?

These pictures tells it all  Rastrabadi and Sanatani........ Happy Birthday Udaya Ketan Biswal Famous  Face of BJP SOCIA...
13/01/2024

These pictures tells it all Rastrabadi and Sanatani........

Happy Birthday
Udaya Ketan Biswal
Famous Face of BJP SOCIAL MEDIA CELL

ଆଜି ସେଖ  ଜମିର ଭାଇ କୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଅବସର ରେ   ଅକ୍ଷତ   ଦେଇ ନିମନ୍ତ୍ରଣ କଲି ଓ ସେ ଶ୍ରଦ୍ଧା ରେ କହିଲେ ଚନ୍ଦନ ବାବୁ ଆମେ...
11/01/2024

ଆଜି ସେଖ ଜମିର ଭାଇ କୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଅବସର ରେ ଅକ୍ଷତ ଦେଇ ନିମନ୍ତ୍ରଣ କଲି ଓ ସେ ଶ୍ରଦ୍ଧା ରେ କହିଲେ ଚନ୍ଦନ ବାବୁ ଆମେ କେବେ ଯିବା।

ମୁଁ କହିଲି ମାର୍ଚ୍ଚ 25 ପରେ ଦେହ ଟିକେ ଭଲ ହେଇଯାଉ ନିଶ୍ଚିତ ଯିବ।

Ram Sab ke Hain

ଶ୍ରୀ ରାମ ସଭିଙ୍କ ର

10/01/2024

କାଲି ମୁକ୍ତି ବାବୁ କହିଲେ
ଭାରତ ମାତା କି ଜୟ କାହିଁକି କହୁଛ କହି ଆମର ଜଣେ ନେତାଙ୍କୁ ଅଟକାଇଲେ ? ତାପରେ ମନ୍ତ୍ରୀ ଭାରତ ମାତା କି ଜୟ, ବନ୍ଦେ ମାତରଂ ଓ ଜୟ ଶ୍ରୀ ରାମ .....କହିଲେ।

09/01/2024

Diploma Civil
Fresher or Experienced
Drop me their CV
Interview at Jajpur (Tomorrow)

Kartika Kartika  ନୂଆ ଅଟୋ ଟେ କିଣିଛି  ,  ପୂଜା କରି ତା ସ୍ତ୍ରୀ କୁ ଧରି  ଘେରାଏ ବୁଲି ବାକୁ ଯାଉଥିଲା ମୋର ଦେଖା ହେଲା ମତେ ହାତ ଠାରି ଅଟକ...
31/12/2023

Kartika Kartika ନୂଆ ଅଟୋ ଟେ କିଣିଛି , ପୂଜା କରି ତା ସ୍ତ୍ରୀ କୁ ଧରି ଘେରାଏ ବୁଲି ବାକୁ ଯାଉଥିଲା ମୋର ଦେଖା ହେଲା ମତେ ହାତ ଠାରି ଅଟକାଇ କହିଲା ଭାଇ ନୂଆ ଅଟୋ ଟେ କିଣିଛି.....
ନୁଆବୃତ୍ତି କରି ଆତ୍ମ ନିର୍ଭର ହେବାକୁ ଚେଷ୍ଟା କରୁଛି ଆପଣ ମାନେ ବି ଟିକେ ସାହାଯ୍ୟ କରିବେ କେଉଁଠି କିଛି ଭଡ଼ା ଥିଲେ କାର୍ତ୍ତିକ କୁ ଫୋନ୍ ଟିଏ କରିବେ , ଶାନ୍ତ ସରଳ ସୋଭାବ ର ପିଲାଟିଏ ଆପଣ ଙ୍କ ଆଶୀର୍ବାଦ ଅପେକ୍ଷା ରେ
Subash Chandra Dash Smruti Ranjan Jati Debasis Nayak Lucky Kishan Bhayani @

30/12/2023

ଚାନ୍ଦବାଲି ବ୍ଲକ ରେ
କେନ୍ଦ୍ର ରାସନ୍ କାର୍ଡ ସଂଖ୍ୟା ୫୪୩୧୭ ଯାହା ୧୯୭୪୧୭ ଲୋକଙ୍କୁ ମାଗଣା ଚାଉଳ ମିଳୁଚି। ରାଜ୍ୟ ରାସନ୍ କାର୍ଡ ସଂଖ୍ୟା ୧୩୬୧ ଯେଉଁଥିରେ ୪୦୪୧ ଲୋକଙ୍କୁ ଚାଉଳ ମିଳୁଚି। #ନବୀନ ଙ୍କ ବ୍ୟାଗ୍ ରାଜନୀତି ଯାହା ପର ଲିଙ୍ଗ ରେ ଛୁଆ ଜନ୍ମ କରିବା ତାହା।

30/12/2023

Chandbali Block
NFSA Ration Cards 54317 covers 197497 persons
SFSS Ration Cards
1361 covers 4041 persons.

କହିଲେ ଦେଖି  ଏଥିରେ କଣ missing ଅଛି ? ବାକି ରହିଲା  ମଦୁଆ ଛାମୁ ଙ୍କ ଫଟ  ସେ ବି ହଜିଯିବ ।
23/12/2023

କହିଲେ ଦେଖି ଏଥିରେ କଣ missing ଅଛି ?

ବାକି ରହିଲା ମଦୁଆ ଛାମୁ ଙ୍କ ଫଟ

ସେ ବି ହଜିଯିବ ।

18/12/2023

ଚାନ୍ଦବାଲି ରେ "ମୋ ଘର"
5349 ଆବେଦନ
9 ମଞ୍ଜୁର
4 ଜଣ ପାଇଲେ, ଆଉ ଗୋଟେ ଭାଣ୍ଡ ଯୋଜନା।

ଛାତ୍ର ଶକ୍ତି ରାଷ୍ଟ୍ର ଶକ୍ତି Badri Mohan Rout  ର  ଜନ୍ମ ବାର୍ଷିକ ରେ ହାର୍ଦିକ ଶୁଭ କାମନା।  ଜଣେ ନିଷ୍ଠା ବାନ,  ସ୍ପଷ୍ଟ ବାଦି ପରୋପ କାର...
15/12/2023

ଛାତ୍ର ଶକ୍ତି ରାଷ୍ଟ୍ର ଶକ୍ତି
Badri Mohan Rout ର ଜନ୍ମ ବାର୍ଷିକ ରେ ହାର୍ଦିକ ଶୁଭ କାମନା। ଜଣେ ନିଷ୍ଠା ବାନ, ସ୍ପଷ୍ଟ ବାଦି ପରୋପ କାରୀ , ରାଷ୍ଟ୍ର ପ୍ରେମୀ ପିଲାଟି, ଆମ ସମସ୍ତ ଙ୍କ ଆଶୀର୍ବାଦ ତୁମ ସାଙ୍ଗରେ ଅଛି ତୁମେ ଆଗକୁ ଆଗକୁ ଯାଅ।

Odisha କୁ ଦୁବାଇ କରିଦେବେ କହିଥିଲେ ମାନ୍ୟବର ଛାମୁ ଙ୍କ ବ୍ୟକ୍ତି ଗତ ଚାକର ଆଉ ଦୁବାଇ ରେ କଣ ଭଲ ପାଣି ମିଲେନି , ତେଣୁ  ଏଠି ମିଳୁ ନାହିଁ ଏ ...
10/12/2023

Odisha କୁ ଦୁବାଇ କରିଦେବେ କହିଥିଲେ ମାନ୍ୟବର ଛାମୁ ଙ୍କ ବ୍ୟକ୍ତି ଗତ ଚାକର
ଆଉ ଦୁବାଇ ରେ କଣ ଭଲ ପାଣି ମିଲେନି , ତେଣୁ ଏଠି ମିଳୁ ନାହିଁ ଏ ମିଡିଆ ବାଲା ତୁଛାକୁ ନେଖୁଛନ୍ତି , ବିକାଶର ଦୁବାଇ ମଡେଲ

Address

Chandbali
756133

Telephone

+919804293030

Website

Alerts

Be the first to know and let us send you an email when Chandan Rout posts news and promotions. Your email address will not be used for any other purpose, and you can unsubscribe at any time.

Share

Category