Murali Sharma Fan Club

Murali Sharma Fan Club ରତ୍ନଗର୍ଭା ଚମ୍ପୁଆ ନିର୍ବାଚନମଣ୍ଡଳୀକୁ ଦୁର୍ନୀତିମୁକ୍ତ ଓ ସାଧାରଣ ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆହ୍ଵାନ🇮🇳🙏

15/03/2025
13/10/2024
Himanta Biswa Sarma
23/05/2024

Himanta Biswa Sarma

23/05/2024

Election Commission of India ସମୟ ପାଖାପାଖି 12:50 AM, ଆମ୍ ବିଜେପି କାର୍ଯ୍ୟକର୍ତ୍ତା କେନ୍ଦୁଝର ରୁ ବଡ଼ବିଲ ଫେରିବା ସମୟରେ ଗୋଟେ ଆମ୍ବୁଲାନ୍ସ ବିନା କୌଣସି ରୋଗୀ ଥାଇ ଗାଡି ଆଗରେ ଯାଉଥିଲା l ଆଗରେ ଗୋଟେ ଟ୍ରକ ଛିଡା ହୋଇଥିବାରୁ, ଡ୍ରାଇଭର୍ ଆମ୍ବୁଲାନ୍ସର୍ ଅଚାନକ଼୍ ସାଇରନ ବଜାଇ ରାସ୍ତାର ଡିଭାଇଡର ପାର କରି ରାସ୍ତାରେ ଡାହାଣ ପଟକୁ ଚାଲି ଗଲା l ଏହି ସମୟରେ ଜନୈକ କାର୍ଯ୍ୟକର୍ତ୍ତାଙ୍କ ମନରେ ସନ୍ଦେହ ହେବାରୁ ତୀବ୍ର ଗତିରେ ଆସି କିରିବୁରୁ ଛକ୍ ନିକଟରେ ଥିବା ପୋଲିସ ଦଳ ସହିତ ଅଫିସରଙ୍କୁ କହିଥିଲେ l ହେଲେ ପୋଲିସ ଆମ୍ବୁଲାନ୍ସକୁ ଯାଞ୍ଚ କରିବା ପରିବର୍ତେ ଜନୈକ କାର୍ଯ୍ୟକର୍ତ୍ତାଙ୍କ ଯାଞ୍ଚ କଲେ ଓ ଆମ୍ବୁଲାନ୍ସ କୁ ଯିବାକୁ ଦେଲେ l ପୋଲିସ ଅଧିକାରୀଙ୍କୁ କାହିଁକି ଯାଞ୍ଚ କଲେ ନାହିଁ କହିବାରୁ ସେ କହିଥିଲେ କାହାକୁ ଯାଞ୍ଚ କରିବେ କାହାକୁ ନାହିଁ ତୁମେ କହିବାକୁ କିଏ କହି ଧମକ ଦେଲେ l ଧାମକ ପ୍ରତିବାଦ କରିବାରୁ ସେ ପୋଲିସ ଅଧିକାରୀ ମୋତେ ହତ୍ୟା ଧମକ ଦେଇଛନ୍ତି l ତୁରନ୍ତ ଏହାର ଯାଞ୍ଚ କରାଯାଉ, ଏବଂ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ l ଯଦି ଏହି ଘଟଣାର ଯାଞ୍ଚ ନହୁଏ ଆଗାମୀ କାଲି ଥାନା ଘେରାଉ କରାଯିବ l BJP Odisha Murali Sharma Bjp Champua Murali Sharma Bharatiya Janata Party (BJP)

With Parthasarathi Sarangi – I just got recognized as one of their rising fans! 🎉
19/05/2024

With Parthasarathi Sarangi – I just got recognized as one of their rising fans! 🎉

09/05/2024

ମୁରଲୀ ଭାଇଙ୍କ ଫ୍ୟାନ ଚମ୍ପୁଆ ମାଗୁଛି ମୁରଲୀ ମନୋହର ଶର୍ମା ଫେସବୁକର ପ୍ରୋଫାଇଲେରେ ଫ୍ରେଣ୍ଡ୍ସ ସଂଖ୍ୟା ୫୦୦୦ ହଜାର ଲିମିଟ ପହଁଚି ଯାଇଛି, ତେଣୁ ଆପଣ ମାନେ ମୁରଲୀ ଭାଇଙ୍କ ପେଜ Murali Sharma କୁ ଫୋଲ କରନ୍ତୁ I

Murali Sharma Bjp Champua Champua Nirbachana BjpChampua Bjp Champua Gramin Panchayat Samiti ChampuaCHAMPUA NEWS Champua News JODA-BARBIL HAALCHAL BARBIL,JODA, KOIRA TRUCK OWNERS' & DRIVERS' GROUP. Bjp Joda BARBIL HAALCHAL ବଡବିଲ୍ ହାଲଚାଲ୍ बड़बिल हालचाल 758035 Team BJP BarbilFan of Murali Sharma BarbilJODA-BARBIL HAALCHALBARBIL CIVIL SOCIETY Champua News Room Ananta Nayak Keonjhar Times Arjun Munda Manmohan SamalBJP Odisha

ପବିତ୍ର ଦୋଳ ପୂର୍ଣ୍ଣିମା ଓ ରଙ୍ଗ ର ପର୍ବ ହୋଲି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା।
24/03/2024

ପବିତ୍ର ଦୋଳ ପୂର୍ଣ୍ଣିମା ଓ ରଙ୍ଗ ର ପର୍ବ ହୋଲି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା।

ଓଡ଼ିଶାର ପୂର୍ବତନ ମନ୍ତ୍ରୀ, ଅମଲାତାନ୍ତ୍ରିକ ଶାସନର ପ୍ରଚଣ୍ଡ ବିରୋଧୀ ବ୍ୟକ୍ତି ତଥା ନିର୍ଭିକ ଓ ସ୍ପଷ୍ଟବାଦୀ ରାଜନେତା ଡକ୍ଟର ଦାମୋଦର ରାଉତ ଆ...
22/03/2024

ଓଡ଼ିଶାର ପୂର୍ବତନ ମନ୍ତ୍ରୀ, ଅମଲାତାନ୍ତ୍ରିକ ଶାସନର ପ୍ରଚଣ୍ଡ ବିରୋଧୀ ବ୍ୟକ୍ତି ତଥା ନିର୍ଭିକ ଓ ସ୍ପଷ୍ଟବାଦୀ ରାଜନେତା ଡକ୍ଟର ଦାମୋଦର ରାଉତ ଆମ ଗହଣରେ ନାହାନ୍ତି l ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଆମରାତ୍ମାର ସଦ୍ଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଉଛି ll
ଓଁ ଶାନ୍ତି🙏

ॐ ତ୍ରୟମ୍ବକମ୍ ୟଯାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ୍ |ଉର୍ବାରୁକମିବ ବନ୍ଧନାନ୍-ମୃତ୍ୟୋର୍ମୂକ୍ଷୀୟ ମାମୃତାତ୍ ||ମହା ଶିବରାତ୍ରି ଉପଲକ୍ଷେ ହାର୍...
08/03/2024

ॐ ତ୍ରୟମ୍ବକମ୍ ୟଯାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ୍ |
ଉର୍ବାରୁକମିବ ବନ୍ଧନାନ୍-ମୃତ୍ୟୋର୍ମୂକ୍ଷୀୟ ମାମୃତାତ୍ ||

ମହା ଶିବରାତ୍ରି ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ 🔱
Narendra Modi
Arjun Munda
Manmohan Samal
Rajnath Singh
BJP Odisha
Dharmendra Pradhan
Murali Sharma Bjp Champua

Address

Champua

Alerts

Be the first to know and let us send you an email when Murali Sharma Fan Club posts news and promotions. Your email address will not be used for any other purpose, and you can unsubscribe at any time.

Share

Category