CM mohan ch majhi FAN clubs

CM mohan ch majhi FAN clubs odisha cm

ଅଙ୍ଗନବାଡ଼ି ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ନିର୍ମାଣ କାର୍ଯ୍ୟକୁ ତଦାରଖ କରିବା ପାଇଁ ଲୋକଙ୍କ ସରକାର ଆରମ୍ଭ କରିଛନ୍ତି"AWESOME" ଆପ୍ । "ଆ...
05/08/2025

ଅଙ୍ଗନବାଡ଼ି ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ନିର୍ମାଣ କାର୍ଯ୍ୟକୁ ତଦାରଖ କରିବା ପାଇଁ ଲୋକଙ୍କ ସରକାର ଆରମ୍ଭ କରିଛନ୍ତି"AWESOME" ଆପ୍ । "ଆସ ଯିବା ଅଙ୍ଗନବାଡ଼ି ଅଭିଯାନ" ମାଧ୍ୟମରେ ସମସ୍ତ ବର୍ଗର ଲୋକ ଅଙ୍ଗନବାଡି କେନ୍ଦ୍ରକୁ ପରିଦର୍ଶନ କରି ଭିତ୍ତିଭୂମି, ସ୍ଵଚ୍ଛତା ଓ କାର୍ଯ୍ୟଶୈଳୀ ଉପରେ ନିଜର ମତାମତ ରଖିବେ । ସେହି ମତାମତକୁ ଦୃଷ୍ଟିରେ ରଖି ଅଙ୍ଗନବାଡିର କାର୍ଯ୍ୟାନ୍ଵୟନ ନିର୍ଦ୍ଧାରିତ ହେବ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଜଙ୍...
04/08/2025

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଜଙ୍ଗଲ ସୁରକ୍ଷା, ପର୍ଯ୍ୟଟନ, ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ, ମହିଳା ସଶକ୍ତିକରଣ ଓ ସଡ଼କ ପରିବହନ ଆଦି ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ସହ ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦେଇ କାମ କରିବାକୁ ଏହି ଅବସରରେ ପରାମର୍ଶ ଦେଇଛନ୍ତି ।

ଓଡ଼ିଶା ଦ୍ରବ୍ୟ ଓ ସେବା କର ଅଧିନିୟମ, ୨୦୧୭ରେ ଲୋକଙ୍କ ସରକାର ସଂଶୋଧନ କରିଛନ୍ତି। ଏହା ଟିକସଦାତାଙ୍କୁ ରିଟର୍ଣ୍ଣ ଫାଇଲ କରିବାରେ ଅଧିକ ସୁବିଧା...
04/08/2025

ଓଡ଼ିଶା ଦ୍ରବ୍ୟ ଓ ସେବା କର ଅଧିନିୟମ, ୨୦୧୭ରେ ଲୋକଙ୍କ ସରକାର ସଂଶୋଧନ କରିଛନ୍ତି।

ଏହା ଟିକସଦାତାଙ୍କୁ ରିଟର୍ଣ୍ଣ ଫାଇଲ କରିବାରେ ଅଧିକ ସୁବିଧା ପ୍ରଦାନ କରିବ ଏବଂ ରାଜସ୍ବ ହାନିର ଆଶଙ୍କାକୁ ଏଡ଼ାଇବା ପାଇଁ ଟ୍ରାକ୍ ଆଣ୍ଡ ଟ୍ରେସ୍ ବ୍ୟବସ୍ଥାର ପ୍ରଚଳନ ମଧ୍ୟ କରାଯାଇଛି।

ଆଜି ବରଗଡ଼ ଜିଲ୍ଲାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ସମୀକ୍ଷା ବୈଠକରେ ଯୋଗଦେବା  ଅବସରରେ.....
04/08/2025

ଆଜି ବରଗଡ଼ ଜିଲ୍ଲାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ସମୀକ୍ଷା ବୈଠକରେ ଯୋଗଦେବା ଅବସରରେ.....




ଆଜି ଭୁବନେଶ୍ୱର ସ୍ଥିତ ମୋର ସରକାରୀ ବାସଭନରେ ପ୍ରତିଦିନ ଭଳି ନିଜର ସମସ୍ୟା ନେଇ ଆସିଥିବା ମୋର ଜନସାଧାରଣ ଙ୍କ ଅଭିଯୋଗ ଶୁଣିଲି ଏବଂ ଆବଶ୍ୟକୀୟ ...
04/08/2025

ଆଜି ଭୁବନେଶ୍ୱର ସ୍ଥିତ ମୋର ସରକାରୀ ବାସଭନରେ ପ୍ରତିଦିନ ଭଳି ନିଜର ସମସ୍ୟା ନେଇ ଆସିଥିବା ମୋର ଜନସାଧାରଣ ଙ୍କ ଅଭିଯୋଗ ଶୁଣିଲି ଏବଂ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରି ସମସ୍ୟା କୁ ସମାହିତ କରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଲି।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ଅଧ୍ୟକ୍ଷତାରେ ୧ ଅଗଷ୍ଟ ୨୦୨୫ ଦିନ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଓଡ଼ିଶା ଖାଦ...
04/08/2025

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ଅଧ୍ୟକ୍ଷତାରେ ୧ ଅଗଷ୍ଟ ୨୦୨୫ ଦିନ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୧୬ର ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

ରାଜ୍ୟରେ ଜଳସେଚନ ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ଲୋକଙ୍କ ସରକାର ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା - ୩.୦କୁ ରାଜ୍ୟ କ୍ୟାବିନେଟରେ ଅନୁମୋ...
04/08/2025

ରାଜ୍ୟରେ ଜଳସେଚନ ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ଲୋକଙ୍କ ସରକାର ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା - ୩.୦କୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ପ୍ରଦାନ କରାଯାଇଛି।

ଏଥିପାଇଁ ଆଗାମୀ ୫ ବର୍ଷ ପାଇଁ ୨,୭୩୮ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଯେଉଁଥିରେ ୩,୩୧୩ ଟି ନୂତନ ଆଡ଼ିବନ୍ଧ ନିର୍ମାଣ ଓ ୩,୫୨୯ ଟି ପୁରାତନ ଆଡ଼ିବନ୍ଧ ମରାମତି ହେବ। ାଜ୍ୟରେ ଜଳସେଚନ ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ଲୋକଙ୍କ ସରକାର ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା - ୩.୦କୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ପ୍ରଦାନ କରାଯାଇଛି।

ଏଥିପାଇଁ ଆଗାମୀ ୫ ବର୍ଷ ପାଇଁ ୨,୭୩୮ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଯେଉଁଥିରେ ୩,୩୧୩ ଟି ନୂତନ ଆଡ଼ିବନ୍ଧ ନିର୍ମାଣ ଓ ୩,୫୨୯ ଟି ପୁରାତନ ଆଡ଼ିବନ୍ଧ ମରାମତି ହେବ। ାଜ୍ୟରେ ଜଳସେଚନ ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ଲୋକଙ୍କ ସରକାର ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା - ୩.୦କୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ପ୍ରଦାନ କରାଯାଇଛି।

ଏଥିପାଇଁ ଆଗାମୀ ୫ ବର୍ଷ ପାଇଁ ୨,୭୩୮ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଯେଉଁଥିରେ ୩,୩୧୩ ଟି ନୂତନ ଆଡ଼ିବନ୍ଧ ନିର୍ମାଣ ଓ ୩,୫୨୯ ଟି ପୁରାତନ ଆଡ଼ିବନ୍ଧ ମରାମତି ହେବ।

ଏହା କେବଳ ଏକ ମନ୍ଦିର ନୁହେଁ, ଏହା ଆମର ବିଶ୍ୱାସ ଏବଂ ସଂଘର୍ଷର ବିଜୟ। ବିକାଶର ପଥରେ ଦ୍ରୁତ ଗତିରେ ଆଗେଇ ଚାଲିଛି ଦେଶ ।ଦିନଥିଲା ଭାରତକୁ ଅଣଦେ...
04/08/2025

ଏହା କେବଳ ଏକ ମନ୍ଦିର ନୁହେଁ, ଏହା ଆମର ବିଶ୍ୱାସ ଏବଂ ସଂଘର୍ଷର ବିଜୟ।


ବିକାଶର ପଥରେ ଦ୍ରୁତ ଗତିରେ ଆଗେଇ ଚାଲିଛି ଦେଶ ।

ଦିନଥିଲା ଭାରତକୁ ଅଣଦେଖା କରାଯାଉଥିଲା, ହେଲେ ଆଜି ବିଶ୍ୱ ମଞ୍ଚରେ ଭାରତର ସ୍ୱର ଗୁଞ୍ଜରିତ ହେଉଛି। 🇮🇳

ଦିନଥିଲା ଚାଷ କାର୍ଯ୍ୟ ହୋଇ ନପାରିବାରୁ ଚାଷୀଙ୍କୁ ନିରାଶ ହେବାକୁ ପଡୁଥିଲା, ହେଲେ ଆଜି ଚାଷୀଙ୍କ ମୁହଁରେ ହସ ଫୁଟୁଛି ।

କଥା ଦେଇ କଥା ରଖୁଛନ୍ତି ଲୋକଙ୍କ ସରକାର । ରାକ୍ଷୀ ପୁର୍ଣିମାରେ କୋଟିଏରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ସହାୟତା ରାଶି।
03/08/2025

କଥା ଦେଇ କଥା ରଖୁଛନ୍ତି ଲୋକଙ୍କ ସରକାର । ରାକ୍ଷୀ ପୁର୍ଣିମାରେ କୋଟିଏରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ସହାୟତା ରାଶି।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi କେନ୍ଦୁଝର ଜିଲ୍ଲା ଗସ୍ତ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକ...
03/08/2025

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi କେନ୍ଦୁଝର ଜିଲ୍ଲା ଗସ୍ତ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି । ଏହି ଅବସରରେ ସରକାରଙ୍କ ପକ୍ଷରୁ ଜନ କଲ୍ୟାଣ ଉଦ୍ଦେଶ୍ୟରେ ସମର୍ପିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

Address

Boudh

Website

Alerts

Be the first to know and let us send you an email when CM mohan ch majhi FAN clubs posts news and promotions. Your email address will not be used for any other purpose, and you can unsubscribe at any time.

Share