BJD Boudh

BJD Boudh Biju Janata Dal (BJD),named after the legendary former Chief Minister late Shri Biju Patnaik. Founded in 12 Dec, 1997.

ବୌଦ୍ଧ ଜିଲ୍ଲା ବିଜୁ ଜନତା ଦଳର ବ୍ଳକ ସଭାପତି କମିଟିରେ ନୂତନ ଭାବେ ମନୋନୀତ ହୋଇଥିବା ସମସ୍ତ ବ୍ୟକ୍ତି ଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି  🌹...
17/01/2026

ବୌଦ୍ଧ ଜିଲ୍ଲା ବିଜୁ ଜନତା ଦଳର ବ୍ଳକ ସଭାପତି କମିଟିରେ ନୂତନ ଭାବେ ମନୋନୀତ ହୋଇଥିବା ସମସ୍ତ ବ୍ୟକ୍ତି ଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି 🌹।।

ିଜେଡ଼ି
ୀନ।

ବୌଦ୍ଧ ଜିଲ୍ଲା ର ତିନିଜଣ  ଉଦ୍ୟମାନ ଯୁବନେତା ଶ୍ରୀଯୁକ୍ତ ସୁଧାଂଶୁ ଶେଖର ରଣା ଙ୍କୁ ରାଜ୍ୟ  ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଏବଂ ଅଂଶୁମ...
28/12/2025

ବୌଦ୍ଧ ଜିଲ୍ଲା ର ତିନିଜଣ ଉଦ୍ୟମାନ ଯୁବନେତା ଶ୍ରୀଯୁକ୍ତ ସୁଧାଂଶୁ ଶେଖର ରଣା ଙ୍କୁ ରାଜ୍ୟ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଏବଂ ଅଂଶୁମାନ ହୋତା ଓ ଉଦିତ ପ୍ରତାପ ଭୋଇ ଦୁହେଁଙ୍କୁ ରାଜ୍ୟ ବିଜୁ ଛାତ୍ର ଜନତା ଦଳ ର ସାଧାରଣ ସମ୍ପାଦକ ଭାବେ ମନୋନୀତ କରିଥିବାରୁ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ,ପୂର୍ଵତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ , ପୂର୍ଵତନ ବିଧାୟକ ମହିଧର ରଣା ଙ୍କୁ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ବହୁତ ବହୁତ ଧନ୍ୟବାଦ ଜଣାଇଛନ୍ତି ll

06/11/2025

ନୂଆପଡ଼ା ଉପନିର୍ବାଚନ ପ୍ରଚାର ମଇଦାନରେ ମହିଧର ରଣାଙ୍କ ସହିତ ସ୍ବତନ୍ତ୍ର ସାକ୍ଷାତକାର II Sambalpuri News Bigul Tv

ମାନ୍ୟବର ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟନାୟକ ଙ୍କର ନିର୍ଦେଶ କ୍ରମେ କଣ୍ଟାମାଳ ର ପୂର୍ଵତନ ବିଧାୟକ କଣ୍ଟାମାଳ ଶ୍ରୀଯୁକ୍ତ ମହିଧର ରଣା ...
31/10/2025

ମାନ୍ୟବର ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟନାୟକ ଙ୍କର ନିର୍ଦେଶ କ୍ରମେ କଣ୍ଟାମାଳ ର ପୂର୍ଵତନ ବିଧାୟକ କଣ୍ଟାମାଳ ଶ୍ରୀଯୁକ୍ତ ମହିଧର ରଣା ନୂଆପଡା ଉପ ନିର୍ବାଚନ ରେ ପ୍ରଚାର ଦାୟିତ୍ୱ ନେବେ।

Naveen Patnaik Mahidhar Rana Biju Janata Dal Odisha

24/10/2025

Address

Boudh

Alerts

Be the first to know and let us send you an email when BJD Boudh posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to BJD Boudh:

Share