Youth For Action Boudh

Youth For Action Boudh Contact information, map and directions, contact form, opening hours, services, ratings, photos, videos and announcements from Youth For Action Boudh, Political organisation, Boudh.

 #ମିଶ୍ରଣ_ପର୍ବ_ଉତ୍ତର_ଭୁବନେଶ୍ୱରLate night yesterday, I participated in a Misran Parva with Hon’ble ex- MlA, Sri Priyadarsh...
01/06/2026

#ମିଶ୍ରଣ_ପର୍ବ_ଉତ୍ତର_ଭୁବନେଶ୍ୱର

Late night yesterday, I participated in a Misran Parva with Hon’ble ex- MlA, Sri Priyadarshi Mishra ji.

Hundreds of residents of North Bhubaneswar got inducted into Bharatiya Janata Party (BJP)

It was a pleasure. Enthusiasm of people was praiseworthy.
BJP Odisha

 #ମିଶ୍ରଣ_ପର୍ବ  #ମଧ୍ୟ_ଭୁବନେଶ୍ୱରଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ,ମିଳନ ପାଇକରାୟଙ୍କ, ସ୍ୱୀକୃତି ପଟ୍ଟନାୟକ, ସୁମନ ରାଜଙ୍କ ସହ ଅନ୍ୟ 14 ଜଣ ...
31/05/2026

#ମିଶ୍ରଣ_ପର୍ବ
#ମଧ୍ୟ_ଭୁବନେଶ୍ୱର

ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ,ମିଳନ ପାଇକରାୟଙ୍କ, ସ୍ୱୀକୃତି ପଟ୍ଟନାୟକ, ସୁମନ ରାଜଙ୍କ ସହ ଅନ୍ୟ 14 ଜଣ ନେତୃତ୍ୱ ରାଜ୍ୟ BJP କାର୍ଯ୍ୟାଳୟରେ ସମ୍ମାନନୀୟ ଶ୍ରୀ ମନମୋହନ ସାମଲ ଓ ଭୁବନେଶ୍ୱର ସାଂସଦୀୟ କ୍ଷେତ୍ରର ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ BJP ରେ ଯୋଗଦାନ କରିଥିବାରୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା!
ଆପଣମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ହାର୍ଦ୍ଦିକ ଶୁଭକାମନା!

BJP Odisha
Bharatiya Janata Party (BJP)

31/05/2026
ଆଜି ଏକାମ୍ର ଭୁବନେଶ୍ୱର ମେଘେଶ୍ୱର କଲୋନୀ Community Center ଭିତ୍ତି ପ୍ରସ୍ତର ସ୍ଥାପନ କରାଗଲା lଏହି ଅବସରରେ ବିଧାୟକ ଶ୍ରୀ Babu Singh ମେୟ...
31/05/2026

ଆଜି ଏକାମ୍ର ଭୁବନେଶ୍ୱର ମେଘେଶ୍ୱର କଲୋନୀ Community Center ଭିତ୍ତି ପ୍ରସ୍ତର ସ୍ଥାପନ କରାଗଲା l

ଏହି ଅବସରରେ ବିଧାୟକ ଶ୍ରୀ Babu Singh ମେୟର ସୁଲୋଚନା ଦାସ କର୍ପୋରେଟର ଶ୍ରୀ ଅଜିତ ବେହେରା ସମସ୍ତ ନେତୃତ୍ୱ ଏବଂ ଜନସାଧାରଣ ଉପସ୍ଥିତ ଥିଲେ l

In the presence of Sri Babu Singh, Hon’ble MLA, Madam Sulochana Das, Hon’ble Mayor and other Corporators , we laid the foundation stone of a Community Centre worth Rs 50 lakh in Megheswar Colony in Ekamra Area today.

PMO India

oday- I spoke at length on various Central and State Welfare Programmes during the PRASHIKSHAN  SHIVIRA in Khurda BJP Di...
30/05/2026

oday- I spoke at length on various Central and State Welfare Programmes during the PRASHIKSHAN SHIVIRA in Khurda BJP District .

It was, indeed, a pleasure to interact with all my BJP Odisha Colleagues with whom I work day in and day out.

Hard work, knowledge, perseverance, good behaviour, humility and maturity will ensure our collective as well as individual success- this is what I tried to convey.

ଆଜି ଖୋର୍ଦ୍ଧା BJP ଜିଲ୍ଲାର ପ୍ରଶିକ୍ଷଣ ଶିବିର ରେ ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ମୁଁ ବିସ୍ତୃତ ଭାବରେ ଆଲୋଚନା କଲି।

BJP ଓଡ଼ିଶାର ମୋର ସହକର୍ମୀମାନଙ୍କ ସହିତ, ଯାହାଙ୍କ ସହ ମୁଁ ପ୍ରତିଦିନ କାର୍ଯ୍ୟ କରୁଛି, ମିଳିବା ଏବଂ ଆଲୋଚନା କରିବା ନିଶ୍ଚୟ ଭାବେ ଅତ୍ୟନ୍ତ ଆନନ୍ଦଦାୟକ ଥିଲା।

କଠିନ ପରିଶ୍ରମ, ଜ୍ଞାନ, ଅଧ୍ୟବସାୟ, ଉତ୍ତମ ବ୍ୟବହାର, ନମ୍ରତା ଏବଂ ପରିପକ୍ବତା — ଏସବୁ ଆମର ସାମୂହିକ ତଥା ବ୍ୟକ୍ତିଗତ ସଫଳତାକୁ ସୁନିଶ୍ଚିତ କରିବ — ଏହି ବାର୍ତ୍ତା ମୁଁ ପହଞ୍ଚାଇବାକୁ ଚେଷ୍ଟା କରିଲି।

PMO India
Bharatiya Janata Party (BJP)
Manmohan Samal

 #ସାଂସଦ_ଚିକିତ୍ସା_ଶିବିର ଆଜି ଭୁବନେଶ୍ୱର ଲୋକସଭା ବେଗୁନିଆ ବିଧାନସଭା ବୋଲୋଗଡ଼ ବ୍ଲକ ଠାରେ ସାଂସଦ ଚିକତ୍ସା ଶିବିର ଅନୁଷ୍ଠିତ ହେଲା l➡️ପ୍ରତ...
17/05/2026

#ସାଂସଦ_ଚିକିତ୍ସା_ଶିବିର

ଆଜି ଭୁବନେଶ୍ୱର ଲୋକସଭା ବେଗୁନିଆ ବିଧାନସଭା ବୋଲୋଗଡ଼ ବ୍ଲକ ଠାରେ ସାଂସଦ ଚିକତ୍ସା ଶିବିର ଅନୁଷ୍ଠିତ ହେଲା l

➡️ପ୍ରତେକ ମାସ ତୃତୀୟ ରବିବାର ବିଭିନ୍ନ ବ୍ଲକରେ ଏହି କାର୍ଯ୍ୟକ୍ରମ ନିୟମିତ ଭାବେ ଅନୁଷ୍ଠିତ ହେଉଛି l

➡️ଦୂର ଦୁରାନ୍ତ ଗ୍ରାମାଞ୍ଚଳରେ ଏହା ସ୍ୱାସ୍ଥ୍ୟ ସେବା ସୁଦୃଢ ଏବଂ ସୁନିଶ୍ଚିତ କରୁଛି l
➡️ପ୍ରତି ଶିବିରରେ 600 ରୁ ଅଧିକ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ପହଞ୍ଚାଇ ଦିଆ ଯାଉଛି l
➡️ସାଂସଦ ଭାବେ ମୁଁ ସମସ୍ତଙ୍କୁ ନିଶୁକ୍ଳ ଔଷଧ ମଧ୍ୟ ଯୋଗାଇ ଦେଉଛି l
➡️ପ୍ରାୟତଃ ସମସ୍ତ ବିଭାଗର ଚିକିତ୍ସା ପହଞ୍ଚିବା ପାଇଁ ପ୍ରୟାସ କରୁଛୁ l
ଏହି ଅବସରରେ ସମସ୍ତ ନେତୃତ୍ୱ ଏବଂ ଜନସାଧାରଣ ଉପସ୍ଥିତ ଥିଲେ l
We organised 5th SANSAD CHIKITSA SHIVIRA in Dalei Sahi Gram Panchayat area of Bologada Block today.

Free check up was done and cost free medicines were given to around 636 patients. Blood tests were done in 150 cases. The entire cost of Health Camp is borne by my Office.

Every 3rd Sunday Free Health Camp in interior areas is organised by my office.

Both Government and Private Doctors render free service.
Grateful to all who made it possible today.

PMO India
Narendra Modi
J.P.Nadda See less

 #ମଧ୍ୟ_ଭୁବନେଶ୍ୱର_କିର୍କେଟ_ଟୁର୍ନାମେଣ୍ଟ🏏 ଆଜି ମଧ୍ୟ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ୱାର୍ଡ୍ ନମ୍ବର–୨୯ରେ ଆୟୋଜିତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ...
16/05/2026

#ମଧ୍ୟ_ଭୁବନେଶ୍ୱର_କିର୍କେଟ_ଟୁର୍ନାମେଣ୍ଟ

🏏 ଆଜି ମଧ୍ୟ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ୱାର୍ଡ୍ ନମ୍ବର–୨୯ରେ ଆୟୋଜିତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଇ ସମସ୍ତ କ୍ରିଡ଼ାବିତମାନଙ୍କୁ ଉତ୍ସାହିତ କଲୁ।

ସାଂସଦ କାର୍ଯ୍ୟାଳୟ ତରଫରୁ ଯୋଗଦେଇଥିବା ସମସ୍ତ ୮ଟି କ୍ରିକେଟ୍ ଟିମ୍‌କୁ କ୍ରିକେଟ୍ କିଟ୍ ପ୍ରଦାନ କରାଯାଇ ଯୁବ କ୍ରିଡ଼ାବିତମାନଙ୍କୁ ପ୍ରୋତ୍ସାହିତ କରାଗଲା। 🏏

ଏହି ଅବସରରେ ଜୟ ଓଡ଼ିଶାର ପ୍ରତିଷ୍ଠାତା ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ, ଯୁବ ନେତୃତ୍ୱ ଶ୍ରୀ ରାକେଶ କୁମାର ଜେନା, ସମସ୍ତ ନେତୃବନ୍ଧୁ ଏବଂ ବହୁ ସଂଖ୍ୟାରେ କ୍ରିଡ଼ାବିତ ଓ ଜନସାଧାରଣ ଉପସ୍ଥିତ ଥିଲେ।

In Central Bhubaneswar tonight-
It was a delight to meet the young cricketers. We distributed Cricket Kits among the Players and interacted with them .
Good time it was !

ପବିତ୍ର ସାବିତ୍ରୀ ପୂଜାର ଏହି ଶୁଭ ଅବସରରେ ଭୁବନେଶ୍ୱର ଏବଂ ମୋର ସମସ୍ତ ଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।ସମସ୍ତଙ୍କ ସୁଖ, ଶାନ...
16/05/2026

ପବିତ୍ର ସାବିତ୍ରୀ ପୂଜାର ଏହି ଶୁଭ ଅବସରରେ ଭୁବନେଶ୍ୱର ଏବଂ ମୋର ସମସ୍ତ ଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।

ସମସ୍ତଙ୍କ ସୁଖ, ଶାନ୍ତି ଓ ମଙ୍ଗଳ ପାଇଁ ପ୍ରାର୍ଥନା କରିଲି।
ପବିତ୍ର ସାବିତ୍ରୀ ବ୍ରତର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ! 🙏

Chaired the DISTRICT DEVELOPMENT COORDINATION & MONITORING ( DISHA) Committee Meeting at Collectorate, Khurdha, today. I...
15/05/2026

Chaired the DISTRICT DEVELOPMENT COORDINATION & MONITORING ( DISHA) Committee Meeting at Collectorate, Khurdha, today.

In DISHA Meeting, 101 Central and Centrally Sponsored Schemes of 37 Govt Departments are supposed to be monitored.

We reviewed the status of various programmes.
District Collector , PD, DRDA and many officials were present. They facilitated the review.

Hon’ble MLAs , Chairpersons of Panchayat Samitis and other People’s Representatives also graced the occasion.
It is not just important to frame appropriate Schemes; it is all the more important to implement them effectively on the ground.
Good discussion took place.

Thanked the District Administration for their facilitation Support.
Development and Service are the prime agenda items.
ଆଜି ଖୋର୍ଦ୍ଧା କଲେକ୍ଟରେଟ୍‌ରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ନିରୀକ୍ଷଣ (DISHA) କମିଟି ସଭାରେ ଅଧ୍ୟକ୍ଷତା କଲି।

DISHA ସଭାରେ ୩୭ଟି ସରକାରୀ ବିଭାଗର ୧୦୧ଟି କେନ୍ଦ୍ରୀୟ ଓ କେନ୍ଦ୍ର ପ୍ରଯୋଜିତ ଯୋଜନାର ଅଗ୍ରଗତି ନିରୀକ୍ଷଣ କରାଯାଏ। ବିଭିନ୍ନ ଯୋଜନାର କାର୍ଯ୍ୟାନ୍ବୟନ ସ୍ଥିତି ସମୀକ୍ଷା କରାଗଲା।

ଜିଲ୍ଲାପାଳ, ପିଡି DRDA ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ଏବଂ ସମୀକ୍ଷା କାର୍ଯ୍ୟକୁ ସହଜ କରିଥିଲେ।

ମାନ୍ୟବର ବିଧାୟକମାନେ, ପଞ୍ଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷାମାନେ ଓ ଅନ୍ୟାନ୍ୟ ଜନପ୍ରତିନିଧିମାନେ ମଧ୍ୟ ସଭାକୁ ଶୋଭାବର୍ଦ୍ଧନ କରିଥିଲେ।

କେବଳ ଭଲ ଯୋଜନା ପ୍ରସ୍ତୁତ କରିବା ମାତ୍ର ଜରୁରୀ ନୁହେଁ, ସେଗୁଡିକୁ ଭୂମିସ୍ତରରେ କାର୍ଯ୍ୟକାରୀ ଭାବେ ରୂପାୟଣ କରିବା ତାଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ।

ସଭାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେଲା। ଜିଲ୍ଲା ପ୍ରଶାସନଙ୍କ ସହଯୋଗ ଓ ସୁବିଧା ପାଇଁ ଧନ୍ୟବାଦ ଜଣାଇଲି।

PMO India

Address

Boudh
762014

Website

Alerts

Be the first to know and let us send you an email when Youth For Action Boudh posts news and promotions. Your email address will not be used for any other purpose, and you can unsubscribe at any time.

Share