BJD Balangir

BJD Balangir Biju Janata Dal (BJD),named after the legendary former Chief Minister late Shri Biju Patnaik. Founded in 12 Dec, 1997.

04/09/2026

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା । ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ପ୍ରେମ, ଶାନ୍ତି, ସୁଖ ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ।

27/08/2026
27/08/2026

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି । ଭାଇ ଭଉଣୀଙ୍କ ସ୍ନେହ, ବିଶ୍ୱାସ ଓ ସୁରକ୍ଷାର ପବିତ୍ର ବନ୍ଧନ ଆହୁରି ନିବିଡ଼ ହେଉ।

21/08/2026

19/08/2026
ଶିକ୍ଷାର ସମ୍ମାନ ପାଇଁ, ପିଲାଙ୍କ ଭବିଷ୍ୟତ ପାଇଁ, ବଲାଙ୍ଗୀର ଠାରେ ବିଜୁ ଯୁବ-ଛାତ୍ର ଜନତା ଦଳ ତରଫରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନର ହୁଙ୍କାର।   ...
18/08/2026

ଶିକ୍ଷାର ସମ୍ମାନ ପାଇଁ, ପିଲାଙ୍କ ଭବିଷ୍ୟତ ପାଇଁ, ବଲାଙ୍ଗୀର ଠାରେ ବିଜୁ ଯୁବ-ଛାତ୍ର ଜନତା ଦଳ ତରଫରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନର ହୁଙ୍କାର।

ଟିଟିଲାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆମେ ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମନେ ପକାଇ ଏହି ପବି...
15/08/2026

ଟିଟିଲାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆମେ ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମନେ ପକାଇ ଏହି ପବିତ୍ର ଦିନରେ ଦେଶର ଉନ୍ନତି ଓ ଏକତା ପାଇଁ ସଂକଳ୍ପ ନେବା ।

Address

Bolangir

Alerts

Be the first to know and let us send you an email when BJD Balangir posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to BJD Balangir:

Shortcuts

Share