Bargarh District Youth Congress

Bargarh District Youth Congress Contact information, map and directions, contact form, opening hours, services, ratings, photos, videos and announcements from Bargarh District Youth Congress, Political Party, Bolangir.

03/01/2023
08/01/2022

10 मार्च
📢
BJP साफ

ମାଲକାନଗିରି ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ବାଲିମେଳାଠାରେ ରାଜ୍ୟ ଯୁବକଂଗ୍ରେସ ସଭାପତି Dr.Smruti Ranjan Lenka ଓ ରାଜ୍ୟ ପ୍ରଭାରୀ ରିୟାଜୁଲ...
23/12/2021

ମାଲକାନଗିରି ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ବାଲିମେଳାଠାରେ ରାଜ୍ୟ ଯୁବକଂଗ୍ରେସ ସଭାପତି Dr.Smruti Ranjan Lenka ଓ ରାଜ୍ୟ ପ୍ରଭାରୀ ରିୟାଜୁଲ ଅଂସାରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା । ।।

ମାନ୍ୟବର ବିଧାୟକ, ବଲାଙ୍ଗୀର, ଶ୍ରୀଯୁକ୍ତ  #ନରସିଂହ_ମିଶ୍ର ଙ୍କୁ  ଜନ୍ମଦିନ ଅବସରରେ ବରଗଡ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ହାର୍ଦ୍ଧିକ ଶୁଭେଚ...
23/12/2021

ମାନ୍ୟବର ବିଧାୟକ, ବଲାଙ୍ଗୀର, ଶ୍ରୀଯୁକ୍ତ #ନରସିଂହ_ମିଶ୍ର ଙ୍କୁ ଜନ୍ମଦିନ ଅବସରରେ ବରଗଡ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛୁ ।।🙏🙏🙏🎂🎂🎂🎉🎉🎉

ପାଞ୍ଚ ଦିନିଆ କାର୍ଯ୍ୟକ୍ରମ ର ଚତୁର୍ଥ ଦିନ ରେ ଆଜି ଓଡିଶା ଯୁବ କଂଗ୍ରେସ ସଭାପତି ଡ଼ଃ ସ୍ମୃତି ରଞ୍ଜନ ଲେଙ୍କା ଏବଂ ରାଷ୍ଟ୍ରୀୟ ଯୁବ କଂଗ୍ରେସ ସ...
22/12/2021

ପାଞ୍ଚ ଦିନିଆ କାର୍ଯ୍ୟକ୍ରମ ର ଚତୁର୍ଥ ଦିନ ରେ ଆଜି ଓଡିଶା ଯୁବ କଂଗ୍ରେସ ସଭାପତି ଡ଼ଃ ସ୍ମୃତି ରଞ୍ଜନ ଲେଙ୍କା ଏବଂ ରାଷ୍ଟ୍ରୀୟ ଯୁବ କଂଗ୍ରେସ ସମ୍ପାଦକ ତଥା ଓଡିଶା ଯୁବ କଂଗ୍ରେସ ର ସହ ପ୍ରଭାରୀ ରିୟାଜୁଲ ଏହେମଦ ଙ୍କୁ କୋରାପୁଟ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଭବ୍ୟ ସ୍ୱାଗତ କରାଗଲା |||

ଆଜି ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ଼ ସ୍ମୃତି ରଞ୍ଜନ ଲେଙ୍କା ଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲ୍ଲା ଯୁବକଂଗ୍ରେସର ଚାଷୀ ସମସ୍ୟା ଓ ଭଉଣୀ...
21/12/2021

ଆଜି ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ଼ ସ୍ମୃତି ରଞ୍ଜନ ଲେଙ୍କା ଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲ୍ଲା ଯୁବକଂଗ୍ରେସର ଚାଷୀ ସମସ୍ୟା ଓ ଭଉଣୀ ମମିତା ମେହର ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ଦାବିରେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ପ୍ରତିବାଦ ପଦଯାତ୍ରା !!!
ଜୟ ହିନ୍ଦ !

ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ର ୧୦୦ ବର୍ଷ ( ୧୯୨୧-୨୦୨୧ ) ପୂର୍ତ୍ତି ପାଳନ ଅବସରରେ ଚଳିତ ମାସ ...
21/12/2021

ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ର ୧୦୦ ବର୍ଷ ( ୧୯୨୧-୨୦୨୧ ) ପୂର୍ତ୍ତି ପାଳନ ଅବସରରେ ଚଳିତ ମାସ ତା ୨୭.୧୨.୨୧ ରିଖ ସୋମବାର ସମୟ ସକାଳ ୧୦.୩୦ ଠାରୁ ସ୍ଥାନ - ନବରଙ୍ଗପୁର ନୂତନ ମଣ୍ଡେଇ ପଡିଆ , ହିର୍ଲି , ବେହେରାଗୁଡା ଠାରେ ଏକ ବିରାଟ ବଡ଼ ସଂକଳ୍ପ ସମାବେଶ ଅନୁଷ୍ଠିତ ହେବ । ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଟାଣୁଆ ଯୁବ ନେତା ଶ୍ରୀ କୋହ୍ନେୟା କୁମାର ଓ ଜିଗ୍ନଶ ମେଵାଣୀ ମଞ୍ଚ ରେ ଉପସ୍ଥିତ ରହି ସଭାକୁ ସମ୍ବର୍ଦ୍ଧନ କରିବେ ଏବଂ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ରେ
- ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ( ସଭାପତି ଓଡିଶା ପ୍ରଦେଶ କଂଗ୍ରେସ କମିଟି )
- ଶ୍ରୀଯୁକ୍ତ ଡ. ଚେଲାକୁମାର ( ଲୋକସଭା ସଦସ୍ୟ , ଓଡିଶା ପ୍ରଭାରିି , ଏ. ଆଇ. ସି. ସି ସ. ସମ୍ପାଦକ )
- ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ( ପୂର୍ବତନ କେନ୍ଦ୍ରମନ୍ତ୍ରୀ, ସି. ଡବ୍ଲୁ. ସି ସଭ୍ୟ, ବିହାର ପ୍ରଭାରୀ )
- ଶ୍ରୀଯୁକ୍ତ କାଭାସି ଲକ୍ଷ୍ମା ( ଅବକାରୀ ଓ ଉଦ୍ୟୋଗ ମନ୍ତ୍ରୀ ଛତିଶଗଡ଼ )
- ଶ୍ରୀଯୁକ୍ତ ସପ୍ତଗିରି ଉଲାକା ( କୋରାପୁଟ ଲୋକସଭା ସାଂସଦ, ଏ. ଆଇ. ସି. ସି ସମ୍ପାଦକ, ଛତିଶଗଡ଼ ପ୍ରଭାରି )
- ଶ୍ରୀଯୁକ୍ତ ତାର ପ୍ରସାଦ ବାହିନୀପତି ( ଜୟପୁର ବିଧାୟକ, ମୁଖ୍ୟ ସଚେତକ ଓଡିଶା ବିଧାନସଭା କଂଗ୍ରେସ ଦଳ)
- ଶ୍ରୀଯୁକ୍ତ ମୁନା ତ୍ରିପାଠୀ ( ସଭାପତି ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି)
- ଶ୍ରୀଯୁକ୍ତ ଭୁଜବଳ ମାଝୀ ( ପୂର୍ବତନ ବିଧାୟକ ଏବଂ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି )
- ଶ୍ରୀଯୁକ୍ତ ସଦନ ନାୟକ ( ପୂର୍ବତନ ବିଧାୟକ ଏବଂ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି )
ଉପରସ୍ଥ ସମସ୍ତ ନେତୃବୃନ୍ଦ ମଞ୍ଚରେ ଉପସ୍ଥିତ ରହି ନିଜ ନିଜ ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିବେ!

ଏଣୁ ବିନନମ୍ରତା ର ସହ ନିବେଦନ କରାଯାଉଛି ଯେ, ଆପଣମାନେ ବହୁ ସଂଖ୍ୟାରେ ଯୋଗଦାନ କରି ଏହି ସମାବେଶ କୁ ସଫଳ କରନ୍ତୁ ।
ଧନ୍ୟବାଦ 🙏

ଆଜି ସୁବର୍ଣ୍ଣପୁର ଜିଲ୍ଲା ଯୁବ କଂଗ୍ରେସର ପରିଵର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେବା ସହ ସ୍ଥାନୀୟ ସମସ୍ୟାନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ସ...
20/12/2021

ଆଜି ସୁବର୍ଣ୍ଣପୁର ଜିଲ୍ଲା ଯୁବ କଂଗ୍ରେସର ପରିଵର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେବା ସହ ସ୍ଥାନୀୟ ସମସ୍ୟାନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ କଲେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ଼ ସ୍ମୃତି ରଞ୍ଜନ ଲେଙ୍କା !!!
ଜୟ ହିନ୍ଦ !

ଆଜି ବରଗଡ଼ ଜିଲ୍ଲା ଯୁବ କଂଗ୍ରେସର କାର୍ଯ୍ୟକର୍ତ୍ତା ସମ୍ମିଳନୀ ରେ ଯୋଗଦାନ କରି ସଭା କୁ ସମ୍ବୋଧନ କଲେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ...
19/12/2021

ଆଜି ବରଗଡ଼ ଜିଲ୍ଲା ଯୁବ କଂଗ୍ରେସର କାର୍ଯ୍ୟକର୍ତ୍ତା ସମ୍ମିଳନୀ ରେ ଯୋଗଦାନ କରି ସଭା କୁ ସମ୍ବୋଧନ କଲେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ଼ ସ୍ମୃତି ରଞ୍ଜନ ଲେଙ୍କା ଏବଂ ରାଷ୍ଟ୍ରୀୟ ଯୁବ କଂଗ୍ରେସ ର ସମ୍ପାଦକ ତଥା ଓଡିଶା ଯୁବ କଂଗ୍ରେସ ସହ ପ୍ରଭାରୀ ଶ୍ରୀ ରିୟାଜୁଲ ଏହେମଦ ।

Address

Bolangir

Website

Alerts

Be the first to know and let us send you an email when Bargarh District Youth Congress posts news and promotions. Your email address will not be used for any other purpose, and you can unsubscribe at any time.

Share