ଅସମୟର ସାଥି ଶ୍ୱେତ ଭାଇ - Svet Dora

  • Home
  • India
  • Boirani
  • ଅସମୟର ସାଥି ଶ୍ୱେତ ଭାଇ - Svet Dora

ଅସମୟର ସାଥି ଶ୍ୱେତ ଭାଇ - Svet Dora BHARATIYA JANATA PARTY STATE EXECUTIVE MEMBER(KRUSHAK MORCHA)

 #କବିସୂର୍ଯ୍ୟନଗର ମେଡିକାଲର ଅବ୍ୟବସ୍ଥା ଏବଂ ଡାକ୍ତର ନଥିବା ପ୍ରତିବାଦରେ  #ବିଜେପି ପକ୍ଷରୁ ଗଣଧାରଣା କରାଗଲା BJP OdishaGokulananda Mall...
17/10/2023

#କବିସୂର୍ଯ୍ୟନଗର ମେଡିକାଲର ଅବ୍ୟବସ୍ଥା ଏବଂ ଡାକ୍ତର ନଥିବା ପ୍ରତିବାଦରେ #ବିଜେପି ପକ୍ଷରୁ ଗଣଧାରଣା କରାଗଲା
BJP Odisha
Gokulananda Mallick
Dharmendra Pradhan

16/10/2023
କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ର ଯୁବ ନେତା ଶ୍ୱେତ ଦୋରା ଭାଇ ଙ୍କୁ କୃଷକ ମୋର୍ଚା ରାଜ୍ୟ ସଂଯୋଜକ  ଭାବେ ମନୋନୀତ ହୋଇଥିବାରୁ ଘୁମୁସର ଜ଼ିଲ...
03/10/2023

କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ର ଯୁବ ନେତା ଶ୍ୱେତ ଦୋରା ଭାଇ ଙ୍କୁ କୃଷକ ମୋର୍ଚା ରାଜ୍ୟ ସଂଯୋଜକ ଭାବେ ମନୋନୀତ ହୋଇଥିବାରୁ ଘୁମୁସର ଜ଼ିଲ୍ଲା ସଭାପତି ଶ୍ରୀ ଗୋକୁଳା ନନ୍ଦ ମଳିକ ସୂବେଚ୍ଛା ଜଣାଇଛନ୍ତି
BJP Odisha

ଆଜି ମୋଦି ଜି ଙ୍କ ଆହ୍ଵାନ କ୍ରମେ ଆମର ଜାତୀୟ ପିତା ମହାତ୍ମା ଗାନ୍ଧୀ ଜି ଙ୍କ ଜନ୍ମଦିନ ଅବସରରେ  କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ...
02/10/2023

ଆଜି ମୋଦି ଜି ଙ୍କ ଆହ୍ଵାନ କ୍ରମେ ଆମର ଜାତୀୟ ପିତା ମହାତ୍ମା ଗାନ୍ଧୀ ଜି ଙ୍କ ଜନ୍ମଦିନ ଅବସରରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଗୁନିଆପଡା ମେଡିକାଲ ଠାରେ ସ୍ଵଛ ଭାରତ କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜ୍ୟ କୃଷକ ମୋର୍ଚା ସଂଯୋଜକ ଶ୍ରୀ ଶ୍ୱେତ ଦୋରା ଭାଇ
BJP Odisha

Address

Main Road
Boirani
761104

Website

Alerts

Be the first to know and let us send you an email when ଅସମୟର ସାଥି ଶ୍ୱେତ ଭାଇ - Svet Dora posts news and promotions. Your email address will not be used for any other purpose, and you can unsubscribe at any time.

Share

Category