Aama Panchayat Nandiagada

Aama Panchayat Nandiagada Contact information, map and directions, contact form, opening hours, services, ratings, photos, videos and announcements from Aama Panchayat Nandiagada, Social service, Boirani.

20/02/2022
ଆମେ ସମସ୍ତେ ଏକ ହେବାବିଜୟ ପଥରେ ଆଗେଇ ଯିବା
16/02/2022

ଆମେ ସମସ୍ତେ ଏକ ହେବା
ବିଜୟ ପଥରେ ଆଗେଇ ଯିବା

13/02/2022

ସ୍ବାଭିମାନ ଥାଇ ବଞ୍ଚିଛୁ ଆମେ
ସେବାଭାବ ପାଇଁ ଆସିଛୁ ଆମେ

ସରଳ ହୋଇବ ଜୀବନ ସବୁର
ସୁବିଧା ସୁଯୋଗ ହବ ସଭିଙ୍କର

ଯେତେ ଦୁଃଖ କଷ୍ଟ ହୋଉ ଆମର
ସାଙ୍ଗରେ ଚାଲିବା ସେତେ ପଥ ଦୂର

ଗଲା କାମକୁ ଆଖିରେ ରଖ
ଯୋଗ୍ଯ ପ୍ରାର୍ଥୀକୁ ସାଥୀରେ ରଖ

10/02/2022

ଧନ୍ୟବାଦ ସଭିଙ୍କୁ ଆପଣଙ୍କ ସ୍ନେହ ଓ ଶ୍ରଦ୍ଧା ଲାଗି

09/02/2022
09/02/2022

ଆପଣଙ୍କ ବିଶ୍ବାସ ହିଁ
ମୋର ସାହାସ

09/02/2022

ଭାଇ ଭଉଣୀ ଏକ ହେବା
ବିଜୟ ପଥରେ ଆଗେଇ ଯିବା

ସେବା ଭାବ ନେଇ ବଢିଛୁ ଆମେ
ନିଷ୍ଠା ଭବନର ଚଳିବୁ ଆମେ

ମିଶିବ ଆମର ହାତକୁ ହାତ
ସୁନ୍ଦର ସଶକ୍ତ ହବ ପଞ୍ଚାୟତ

ଅଶୃଳ ଶ୍ରଦ୍ଧାଞ୍ଜଳି ଜଣାଉଛୁ ଆଞ୍ଚଳିକ ପ୍ରଖ୍ୟାତ ଜନହିତକର ରାଜନୀତିଜ୍ଞଙ୍କୁବିଜୟ ପଥରେ ଆଗେଇ ଯିବାଖୋଲା ବହିକୁ ଜିତେଇ ଦେବା
03/02/2022

ଅଶୃଳ ଶ୍ରଦ୍ଧାଞ୍ଜଳି ଜଣାଉଛୁ ଆଞ୍ଚଳିକ ପ୍ରଖ୍ୟାତ ଜନହିତକର ରାଜନୀତିଜ୍ଞଙ୍କୁ

ବିଜୟ ପଥରେ ଆଗେଇ ଯିବା
ଖୋଲା ବହିକୁ ଜିତେଇ ଦେବା

02/02/2022

ଆପଣମାନଙ୍କ ଆଶୀର୍ବାଦ ହିଁ ଆମ ଉପରେ ଥାଉ
ସଭିଏଁ ମିଶିକି ଜିତିବା ହୋଉ

ଖୁସି ଆଉ ସହଯୋଗ ପରିପ୍ରକାଶ ଲାଗୀ ସମସ୍ତ ପଞ୍ଚାୟତ ବାସୀ ଏକତ୍ର ଭାବେ ସହ ପରିବାର ସହ ସମ୍ମାନନୀୟ ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁଙ୍କୁ ସମ...
02/02/2022

ଖୁସି ଆଉ ସହଯୋଗ ପରିପ୍ରକାଶ ଲାଗୀ ସମସ୍ତ ପଞ୍ଚାୟତ ବାସୀ ଏକତ୍ର ଭାବେ ସହ ପରିବାର ସହ ସମ୍ମାନନୀୟ ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁଙ୍କୁ ସମ୍ବର୍ଦ୍ଧନା ଜଣେଇଲୁ।

ଭାଇ ଆଉ ଭାଉଜଙ୍କୁ ବହୁତ୍ ଶୁଭେଚ୍ଛା।

ଧନ୍ୟବାଦ ଆମ ପଞ୍ଚାୟତର ଗୁରୁଜନ ଆଉ ଭାଇ ଓ ଭଉଣୀ ମାନଙ୍କୁ, ମୋ ପରି ନିଷ୍କପଟ ବ୍ୟକ୍ତିକୁ ଆପଣମାନଙ୍କ ସେବା ଉପଯୋଗୀ ଭାବି ଦାୟିତ୍ବ ଦେବାରୁ । ନ...
02/02/2022

ଧନ୍ୟବାଦ ଆମ ପଞ୍ଚାୟତର ଗୁରୁଜନ ଆଉ ଭାଇ ଓ ଭଉଣୀ ମାନଙ୍କୁ, ମୋ ପରି ନିଷ୍କପଟ ବ୍ୟକ୍ତିକୁ ଆପଣମାନଙ୍କ ସେବା ଉପଯୋଗୀ ଭାବି ଦାୟିତ୍ବ ଦେବାରୁ ।

ନିଶ୍ଚିତ ଭାବେ ମୁଁ ଆପଣଙ୍କ ଆଶୀର୍ବାଦର ମୂଲ୍ୟକୁ ସୁକର୍ମ, ସୁଶାସନ, ନିଷ୍କପଟ ଭାବରେ ଦାୟିତ୍ବ ପୁରା କରିବି।

*********ପ୍ରାର୍ଥୀପତ୍ର ଦାଖଲ କରିଛୁ ସମସ୍ତ ୱାର୍ଡ ପ୍ରାର୍ଥୀ,ପ୍ରାର୍ଥୀନୀ ଓ ସରପଞ୍ଚ ପ୍ରାର୍ଥୀନୀ, ସମ୍ମାନନୀୟ ମନୋଜ ଭାଇଙ୍କ ସହାୟତାରେ**********

Address

Boirani
761104

Website

Alerts

Be the first to know and let us send you an email when Aama Panchayat Nandiagada posts news and promotions. Your email address will not be used for any other purpose, and you can unsubscribe at any time.

Share

Category