Babita Mallik BJP Binjharpur

Babita Mallik BJP Binjharpur �ଆସନ୍ତୁ ଆମେ ସମସ୍ତେ ମିଶି ବିଂଝାରପୁର ରୁ ଦୁର୍ନୀତି କୁ ହଟେଇ ଦେବା,ଏକ ପରିବର୍ତନ ବିଂଝାରପୁର ଗଠନ କରିବା�

19/12/2025

ସବକା ବୀମା ସବକୀ ରକ୍ଷା (ବୀମା ଆଇନ ସଂଶୋଧନ) ବିଲ୍, ୨୦୨୫ ସଂସଦରେ ଗୃହୀତ ହୋଇଛି।

ଏହା ସାଧାରଣ ଲୋକ, ପରିବାର ଏବଂ ଉଦ୍ୟୋଗ ପର୍ଯ୍ୟନ୍ତ ବୀମା ସୁରକ୍ଷା ବିସ୍ତାର କରିବା, ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହନ ଦେବା, ନିୟାମକ ତଦାରଖ ଏବଂ ପ୍ରଶାସନରେ ସୁଧାର ଆଣିବ ସହିତ ଭାରତୀୟ ବୀମା କ୍ଷେତ୍ରକୁ ମଜବୁତ କରିବ ।

19/12/2025

ଗ୍ରାମାଞ୍ଚଳର ବିକାଶରେ ହିଁ ଭାରତର ବିକାଶ ସମ୍ଭବପର । VB-G RAM G ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ୧୨୫ ଦିନର ନିଶ୍ଚିତ କର୍ମନିଯୁକ୍ତି ସୁଯୋଗ ପ୍ରଦାନ କରି ଗ୍ରାମୀଣ ଭାରତକୁ ସଶକ୍ତ କରୁଛନ୍ତି ମୋଦୀ ସରକାର ।

24/08/2025

ଲୋକଙ୍କ ସରକାରରେ ଦକ୍ଷ ହେବେ ଯୁବବର୍ଗ।

ସମନ୍ବିତ ବିଶ୍ୱ ଆର୍ଥିକ ପ୍ରଯୁକ୍ତିବିଦ୍ୟା ସାମର୍ଥ୍ୟ ହବ୍ (I-GFTCH) - ଭାରତନେତ୍ରର ଶୁଭାରମ୍ଭ ହୋଇଛି। ଏହା ଦ୍ୱାରା ୭,୦୦୦ ସ୍ନାତକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ୨୯୯ କୋଟି ଟଙ୍କାର ପ୍ରତ୍ୟକ୍ଷ ସମ୍ବଳ ସୃଷ୍ଟି କରିବ।

24/08/2025

ଓଡ଼ିଶାକୁ ଫିନ୍‌ଟେକ୍ ହବ୍ କରିବ ‘ଭାରତନେତ୍ର’। ଲୋକଙ୍କ ସରକାରରେ ବିକାଶ ପଥରେ ବଢୁଛି ଓଡ଼ିଶା ।

24/08/2025

ଓଡ଼ିଶାବାସୀଙ୍କୁ ଉତ୍ତମ ଗମନାଗମନ ସୁବିଧା ପ୍ରଦାନ କରୁଛନ୍ତି ଲୋକଙ୍କ ସରକାର।

24/08/2025

ଶକ୍ତିଶାଳୀ ଏବଂ ଆତ୍ମନିର୍ଭରଶୀଳ ହେଉଛି ଦେଶର ପ୍ରତିରକ୍ଷା କ୍ଷେତ୍ର।

ଭାରତୀୟ ବାୟୁସେନା ୬୨,୦୦୦ କୋଟି ଟଙ୍କାର ୯୭ଟି ତେଜସ୍ ଯୁଦ୍ଧ ବିମାନ ସାମିଲ କରିବା ସହିତ ତେଜସର ୬୫ପ୍ରତିଶତରୁ ଅଧିକ ଉପାଦାନ ସ୍ୱଦେଶୀ ଜ୍ଞାନାକୌଶଳରେ ନିର୍ମିତ ହେବ।

Address

Binjharpur
755004

Alerts

Be the first to know and let us send you an email when Babita Mallik BJP Binjharpur posts news and promotions. Your email address will not be used for any other purpose, and you can unsubscribe at any time.

Share