Food Odisha

Food Odisha ରାଜ୍ୟର ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା |

ଏଫ୍ ସି ଆଇ ଏବଂ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ  ଆରମ୍ଭ ହୋଇଛି ମିଳିତ ପ୍ରତ୍ଯକ୍ଷ  ଯାଞ୍ଚ (Joint Physical Verifica...
07/09/2026

ଏଫ୍ ସି ଆଇ ଏବଂ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ମିଳିତ ପ୍ରତ୍ଯକ୍ଷ ଯାଞ୍ଚ (Joint Physical Verification)। ଏହି କ୍ରମରେ ବରଗଡ଼ ଜିଲ୍ଲାର ଏକ ଚାଉଳ ମିଲ୍‌ରେ ଅଧିକାରୀମାନେ ଧାନ ଓ ଚାଉଳ ଷ୍ଟକ୍‌ର ପ୍ରତ୍ୟକ୍ଷ ଅନୁଧ୍ୟାନ, ଯାଞ୍ଚ ଓ ଗଣନା କରିଥିଲେ। କାଗଜପତ୍ରରେ ଦର୍ଶାଯାଇଥିବା ଷ୍ଟକ୍‌ ଏବଂ ଗୋଦାମରେ ପ୍ରକୃତରେ ଉପଲବ୍ଧ ଷ୍ଟକ୍‌ ମଧ୍ୟରେ ସମାନତା ରହିଛି କି ନାହିଁ, ତାହାର ଯାଞ୍ଚ କରାଯାଇଥିଲା।

CMO Odisha Information & Public Relations Department, Government of Odisha Samabaya Bibhaga Krushna Chandra Patra Kanak Vardhan Singh Deo Rabi Narayan Naik Dr. Mukesh Mahaling Prabhati Parida Puri District Admin

ଏଫ୍ ସି ଆଇ ଏବଂ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ  ଆରମ୍ଭ ହୋଇଛି ମିଳିତ ପ୍ରତ୍ଯକ୍ଷ  ଯାଞ୍ଚ (Joint Physical Verifica...
07/09/2026

ଏଫ୍ ସି ଆଇ ଏବଂ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ମିଳିତ ପ୍ରତ୍ଯକ୍ଷ ଯାଞ୍ଚ (Joint Physical Verification)। ଏହି କ୍ରମରେ ପୁରୀ ଜିଲ୍ଲାର ଏକ ଚାଉଳ ମିଲ୍‌ରେ ଅଧିକାରୀମାନେ ଧାନ ଓ ଚାଉଳ ଷ୍ଟକ୍‌ର ପ୍ରତ୍ୟକ୍ଷ ଅନୁଧ୍ୟାନ, ଯାଞ୍ଚ ଓ ଗଣନା କରିଥିଲେ। କାଗଜପତ୍ରରେ ଦର୍ଶାଯାଇଥିବା ଷ୍ଟକ୍‌ ଏବଂ ଗୋଦାମରେ ପ୍ରକୃତରେ ଉପଲବ୍ଧ ଷ୍ଟକ୍‌ ମଧ୍ୟରେ ସମାନତା ରହିଛି କି ନାହିଁ, ତାହାର ଯାଞ୍ଚ କରାଯାଇଥିଲା।

CMO Odisha Information & Public Relations Department, Government of Odisha Samabaya Bibhaga Krushna Chandra Patra Kanak Vardhan Singh Deo Rabi Narayan Naik Dr. Mukesh Mahaling Prabhati Parida Puri District Admin

ଏଫ୍ ସି ଆଇ ଏବଂ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ  ଆରମ୍ଭ ହୋଇଛି ମିଳିତ ପ୍ରତ୍ଯକ୍ଷ  ଯାଞ୍ଚ (Joint Physical Verifica...
07/09/2026

ଏଫ୍ ସି ଆଇ ଏବଂ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ମିଳିତ ପ୍ରତ୍ଯକ୍ଷ ଯାଞ୍ଚ (Joint Physical Verification)। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାର ଏକ ଚାଉଳ ମିଲ୍‌ରେ ଅଧିକାରୀମାନେ ଧାନ ଓ ଚାଉଳ ଷ୍ଟକ୍‌ର ପ୍ରତ୍ୟକ୍ଷ ଅନୁଧ୍ୟାନ, ଯାଞ୍ଚ ଓ ଗଣନା କରିଥିଲେ। କାଗଜପତ୍ରରେ ଦର୍ଶାଯାଇଥିବା ଷ୍ଟକ୍‌ ଏବଂ ଗୋଦାମରେ ପ୍ରକୃତରେ ଉପଲବ୍ଧ ଷ୍ଟକ୍‌ ମଧ୍ୟରେ ସମାନତା ରହିଛି କି ନାହିଁ, ତାହାର ଯାଞ୍ଚ କରାଯାଇଥିଲା।

CMO Odisha Information & Public Relations Department, Government of Odisha Samabaya Bibhaga Krushna Chandra Patra Kanak Vardhan Singh Deo Rabi Narayan Naik Dr. Mukesh Mahaling Prabhati Parida

ଏଫ୍ ସି ଆଇ ଏବଂ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ  ଆରମ୍ଭ ହୋଇଛି ମିଳିତ ପ୍ରତ୍ଯକ୍ଷ  ଯାଞ୍ଚ (Joint Physical Verifica...
07/09/2026

ଏଫ୍ ସି ଆଇ ଏବଂ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ମିଳିତ ପ୍ରତ୍ଯକ୍ଷ ଯାଞ୍ଚ (Joint Physical Verification)। ଏହି କ୍ରମରେ କଳାହାଣ୍ଡି ଜିଲ୍ଲାର ଏକ ଚାଉଳ ମିଲ୍‌ରେ ଅଧିକାରୀମାନେ ଧାନ ଓ ଚାଉଳ ଷ୍ଟକ୍‌ର ପ୍ରତ୍ୟକ୍ଷ ଅନୁଧ୍ୟାନ, ଯାଞ୍ଚ ଓ ଗଣନା କରିଥିଲେ। କାଗଜପତ୍ରରେ ଦର୍ଶାଯାଇଥିବା ଷ୍ଟକ୍‌ ଏବଂ ଗୋଦାମରେ ପ୍ରକୃତରେ ଉପଲବ୍ଧ ଷ୍ଟକ୍‌ ମଧ୍ୟରେ ସମାନତା ରହିଛି କି ନାହିଁ, ତାହାର ଯାଞ୍ଚ କରାଯାଇଥିଲା।

CMO Odisha Information & Public Relations Department, Government of Odisha Samabaya Bibhaga Krushna Chandra Patra Kanak Vardhan Singh Deo Rabi Narayan Naik Dr. Mukesh Mahaling Prabhati Parida District Administration, Kalahandi

ଏଫ୍ ସି ଆଇ ଏବଂ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ  ଆରମ୍ଭ ହୋଇଛି ମିଳିତ ପ୍ରତ୍ଯକ୍ଷ  ଯାଞ୍ଚ (Joint Physical Verifica...
07/09/2026

ଏଫ୍ ସି ଆଇ ଏବଂ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ମିଳିତ ପ୍ରତ୍ଯକ୍ଷ ଯାଞ୍ଚ (Joint Physical Verification)। ଏହି କ୍ରମରେ ସମ୍ବଲପୁର ଜିଲ୍ଲାର ଏକ ଚାଉଳ ମିଲ୍‌ରେ ଅଧିକାରୀମାନେ ଧାନ ଓ ଚାଉଳ ଷ୍ଟକ୍‌ର ପ୍ରତ୍ୟକ୍ଷ ଅନୁଧ୍ୟାନ, ଯାଞ୍ଚ ଓ ଗଣନା କରିଥିଲେ। କାଗଜପତ୍ରରେ ଦର୍ଶାଯାଇଥିବା ଷ୍ଟକ୍‌ ଏବଂ ଗୋଦାମରେ ପ୍ରକୃତରେ ଉପଲବ୍ଧ ଷ୍ଟକ୍‌ ମଧ୍ୟରେ ସମାନତା ରହିଛି କି ନାହିଁ, ତାହାର ଯାଞ୍ଚ କରାଯାଇଥିଲା।

CMO Odisha Information & Public Relations Department, Government of Odisha Samabaya Bibhaga Krushna Chandra Patra Kanak Vardhan Singh Deo Rabi Narayan Naik Dr. Mukesh Mahaling Prabhati Parida District Administration, Sambalpur, Odisha

ରାଜ୍ୟରେ ବେଆଇନ ଭାବେ ଗ୍ୟାସ ସିଲିଣ୍ଡର ଠୁଳ କରି ରଖୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କାର୍ଯ୍...
07/09/2026

ରାଜ୍ୟରେ ବେଆଇନ ଭାବେ ଗ୍ୟାସ ସିଲିଣ୍ଡର ଠୁଳ କରି ରଖୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନର ତଥ୍ୟ: ତା: ୦୭.୦୯.୨୦୨୬

CMO Odisha Information & Public Relations Department, Government of Odisha Samabaya Bibhaga Krushna Chandra Patra Kanak Vardhan Singh Deo Rabi Narayan Naik Dr. Mukesh Mahaling Prabhati Parida

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ନବରଙ୍ଗପୁର ଜିଲ୍ଲା ଗସ୍ତକରି ରାଇଘରସ୍ଥିତ ବୃହତ୍ ଆଦିବାସୀ ବହୁମୁଖୀ ସମବାୟ ସମ...
07/09/2026

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ନବରଙ୍ଗପୁର ଜିଲ୍ଲା ଗସ୍ତକରି ରାଇଘରସ୍ଥିତ ବୃହତ୍ ଆଦିବାସୀ ବହୁମୁଖୀ ସମବାୟ ସମିତି (LAMPCS) ରେ ୨୦୨୬-୨୭ ପାଇଁ ଚାଲୁଥିବା ଚାଷୀ ପଞ୍ଜିକରଣ ପ୍ରକ୍ରିୟାର ତଦାରଖ କରିଥିଲେ । ଏହି ଅବସରରେ ବିଭାଗୀୟ କର୍ମଚାରୀମାନଙ୍କ ସହ ପଞ୍ଜିକରଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଚାଷୀ ଭାଇଭଉଣୀମାନେ ଯେପରି ସହଜ, ସ୍ୱଚ୍ଛ ଓ ନିର୍ବିଘ୍ନ ଭାବେ ପଞ୍ଜିକରଣ କରିପାରିବେ, ସେଥିପାଇଁ ସରକାରଙ୍କ ନିର୍ଦ୍ଧାରିତ ସମସ୍ତ ନିୟମାବଳୀର ସଠିକ୍ ପାଳନ କରିବାକୁ LAMPCS କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା

CMO Odisha Information & Public Relations Department, Government of Odisha Samabaya Bibhaga Krushna Chandra Patra Kanak Vardhan Singh Deo Rabi Narayan Naik Dr. Mukesh Mahaling Prabhati Parida Collectorate Nabarangpur

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅନୁଶାସନ ସଚିବଙ୍କ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି (PACS) ଗସ୍ତ କରି ...
07/09/2026

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅନୁଶାସନ ସଚିବଙ୍କ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି (PACS) ଗସ୍ତ କରି ଧାନ ସଂଗ୍ରହ ଋତୁ (KMS) ୨୦୨୬-୨୭ ପାଇଁ ଚାଲୁଥିବା ଚାଷୀ ପଞ୍ଜିକରଣ ପ୍ରକ୍ରିୟାର ତଦାରଖ କରିଥିଲେ। ଏହି ଅବସରରେ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ପଞ୍ଜିକରଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଅଧିକାରୀ ଚାଷୀମାନଙ୍କ ସହ ସିଧାସଳଖ ଆଲୋଚନା କରି ପଞ୍ଜିକରଣ ପ୍ରକ୍ରିୟା ସମ୍ପର୍କରେ ସେମାନଙ୍କ ମତାମତ ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ ।

CMO Odisha Information & Public Relations Department, Government of Odisha Samabaya Bibhaga Krushna Chandra Patra Kanak Vardhan Singh Deo Rabi Narayan Naik Dr. Mukesh Mahaling Prabhati Parida District Administration Subarnapur

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶକଙ୍କ ସମ୍ବଲପୁର ଜିଲ୍ଲାର ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି (PACS) ଗସ୍ତ ...
07/09/2026

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶକଙ୍କ ସମ୍ବଲପୁର ଜିଲ୍ଲାର ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି (PACS) ଗସ୍ତ କରି ଧାନ ସଂଗ୍ରହ ଋତୁ (KMS) ୨୦୨୬-୨୭ ପାଇଁ ଚାଲୁଥିବା ଚାଷୀ ପଞ୍ଜିକରଣ ପ୍ରକ୍ରିୟାର ତଦାରଖ କରିଥିଲେ। ଏହି ଅବସରରେ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ପଞ୍ଜିକରଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଅଧିକାରୀ ଚାଷୀମାନଙ୍କ ସହ ସିଧାସଳଖ ଆଲୋଚନା କରି ପଞ୍ଜିକରଣ ପ୍ରକ୍ରିୟା ସମ୍ପର୍କରେ ସେମାନଙ୍କ ମତାମତ ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ ।

CMO Odisha Information & Public Relations Department, Government of Odisha Samabaya Bibhaga Krushna Chandra Patra Kanak Vardhan Singh Deo Rabi Narayan Naik Dr. Mukesh Mahaling Prabhati Parida District Administration, Sambalpur, Odisha

ଖରିଫ ବିପଣନ ବର୍ଷ ୨୦୨୬-୨୭ ପାଇଁ ଚାଷୀ ପଞ୍ଜିକରଣ ଜାରି! ଚାଷୀଙ୍କ ସ୍ୱାର୍ଥ ଓ ସୁବିଧାକୁ ପ୍ରାଥମିକତା ଦେଇ ଅଗଷ୍ଟ ୬ ତାରିଖ ରୁ ଖରିଫ ଧାନ ପାଇ...
07/09/2026

ଖରିଫ ବିପଣନ ବର୍ଷ ୨୦୨୬-୨୭ ପାଇଁ ଚାଷୀ ପଞ୍ଜିକରଣ ଜାରି!
ଚାଷୀଙ୍କ ସ୍ୱାର୍ଥ ଓ ସୁବିଧାକୁ ପ୍ରାଥମିକତା ଦେଇ ଅଗଷ୍ଟ ୬ ତାରିଖ ରୁ ଖରିଫ ଧାନ ପାଇଁ ଚାଷୀ ପଞ୍ଜିକରଣ ଆରମ୍ଭ ହୋଇଛି।
ଏପର୍ଯ୍ୟନ୍ତ ୨୧ ଲକ୍ଷରୁ ଅଧିକ ଚାଷୀ ପଞ୍ଜିକରଣ କରିସାରିଲେଣି।

CMO Odisha Information & Public Relations Department, Government of Odisha Samabaya Bibhaga Krushna Chandra Patra Kanak Vardhan Singh Deo Rabi Narayan Naik Dr. Mukesh Mahaling Prabhati Parida

Address

Food Supplies & Consumer Welfare Department, Odisha State Secretariat, Sachivalaya Marg, Unit-2, Bhubaneswar. Odisha
Bhubaneswar
751009

Alerts

Be the first to know and let us send you an email when Food Odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share