Kuna Mohanty for bjp

Kuna Mohanty for bjp secretary bjp bbsr

ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ର ପୂର୍ବତନ ଉପସଭାପତି ତଥା  ଯୁବନେତା ସମାଜସେବୀ 48 no ୱାର୍ଡ ର  ସମସ୍ତଙ୍କ ପ୍ରିୟ ଭାଇ ଧିରେନ ପାତ୍ର (ପପୁ )...
03/01/2026

ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ର ପୂର୍ବତନ ଉପସଭାପତି ତଥା ଯୁବନେତା ସମାଜସେବୀ 48 no ୱାର୍ଡ ର ସମସ୍ତଙ୍କ ପ୍ରିୟ ଭାଇ ଧିରେନ ପାତ୍ର (ପପୁ ) ଙ୍କ ର ଜନ୍ମଦିନ ର ଢେର ସାରା ଅଭିନନ୍ଦନ ଓ ଶୁଭେଚ୍ଛା 🌹❤️🌹

ଆଜି ଆମ ୱାର୍ଡ ନଂ ୪୭ ସ୍ଥିତ ଜଗନ୍ନାଥ ସଂସ୍କୃତିକ ସଂସଦ ଠାରେ   ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ର ୧୨୯ ତମ ମନ କି ବାତ" କାର...
28/12/2025

ଆଜି ଆମ ୱାର୍ଡ ନଂ ୪୭ ସ୍ଥିତ ଜଗନ୍ନାଥ ସଂସ୍କୃତିକ ସଂସଦ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ର ୧୨୯ ତମ ମନ କି ବାତ" କାର୍ଯ୍ୟକ୍ରମ ର ପ୍ରସାରଣ ଶୁଣିବା ପାଇଁ ଉପସ୍ଥିତ ଥିଲୁ । ମନ କି ବାତ୍ କେବଳ ଏକ କାର୍ଯ୍ୟକ୍ରମ ନୁହେଁ; ଏହା ଲୋକଙ୍କ ସ୍ୱର।
ଯେତେବେଳେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସହିତ ସିଧାସଳଖ ଯୋଗାଯୋଗ କରନ୍ତି, ପ୍ରତ୍ୟେକ ନାଗରିକ ନିଜର ଏକତା ଅନୁଭବ କରନ୍ତି।


Mohan Charan Majhi
Jagannath Pradhan
Niranjan Mishra

Rashmi Ranjan Mahapatra

ଆମ ଦଳର ବରିଷ୍ଠ ନାରୀନେତ୍ରୀ ତଥା କୋରେଇ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ସମସ୍ତଙ୍କ ପ୍ରିୟ ଅପା ଶ୍ରୀମତୀ ସଞ୍ଚିତା ମହାନ୍ତି ଙ୍କ ବିୟୋ...
26/12/2025

ଆମ ଦଳର ବରିଷ୍ଠ ନାରୀନେତ୍ରୀ ତଥା କୋରେଇ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ସମସ୍ତଙ୍କ ପ୍ରିୟ ଅପା ଶ୍ରୀମତୀ ସଞ୍ଚିତା ମହାନ୍ତି ଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ l
ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ଅମର ଆତ୍ମାକୁ ସଦଗତି ପ୍ରଦାନ କରିବା ସହିତ ଶୋକସନ୍ତପ୍ତ ପରିବାର କୁ ଅସୀମ ଧର୍ଯ୍ୟ, ସାହସ ଓ ଶକ୍ତି ପ୍ରଦାନ କରନ୍ତୁ |
ଓଁ ଶାନ୍ତି 🙏

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆମ ସମସ୍ତଙ୍କ ମାର୍ଗଦର୍ଶକ 'ଭାରତ ରତ୍ନ' ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀ ଅବସରରେ କୋଟି କୋଟି ପ୍ର...
25/12/2025

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆମ ସମସ୍ତଙ୍କ ମାର୍ଗଦର୍ଶକ 'ଭାରତ ରତ୍ନ' ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ ଜଣାଉଛି l ସୁଶାସନ ଏବଂ ଦେଶକୁ ବିକାଶ ଦିଗରେ ପରିଚାଳନା କରିବାରେ ଅଟଳଜୀ ସ୍ବପ୍ନ କୁ ଆଜି ବିଜେପି ସରକାର ପୂର୍ଣ୍ଣତାର ରୂପ ଦେବାର କାର୍ଯ୍ୟ କରୁଛି l .

ପବିତ୍ର ଖ୍ରୀଷ୍ଟମାସ ତଥା ବଡ଼ଦିନ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।
25/12/2025

ପବିତ୍ର ଖ୍ରୀଷ୍ଟମାସ ତଥା ବଡ଼ଦିନ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।

ରାଜ୍ୟର ପ୍ରଥମ ମହିଳା ମୁଖ୍ୟସଚିବ ହିସାବରେ ସୁଶ୍ରୀ ଅନୁ ଗର୍ଗ ଚୟନ ହୋଇଥିବାରୁ ତାଙ୍କୁ ଅଶେଷ ଅଶେଷ ଅଭିନନ୍ଦନ ଓ ଶୁଭକାମନା....             ...
25/12/2025

ରାଜ୍ୟର ପ୍ରଥମ ମହିଳା ମୁଖ୍ୟସଚିବ ହିସାବରେ ସୁଶ୍ରୀ ଅନୁ ଗର୍ଗ ଚୟନ ହୋଇଥିବାରୁ ତାଙ୍କୁ ଅଶେଷ ଅଶେଷ ଅଭିନନ୍ଦନ ଓ ଶୁଭକାମନା....

ବରିଷ୍ଠ ବିଜେପି ନେତା ପ୍ରିୟ ବଡଭାଇ ଶ୍ରୀ ଦିଲ୍ଲୀପ ମହାନ୍ତି (ଦିଲୁ ଭାଇ)ଙ୍କୁ ଜନ୍ମଦିନ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ lDillip ...
25/12/2025

ବରିଷ୍ଠ ବିଜେପି ନେତା ପ୍ରିୟ ବଡଭାଇ ଶ୍ରୀ ଦିଲ୍ଲୀପ ମହାନ୍ତି (ଦିଲୁ ଭାଇ)ଙ୍କୁ ଜନ୍ମଦିନ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ l
Dillip Mohanty

ଆଗାମୀ ତା ୨୮/୧୨/୨୫ ରିଖ ହେବାକୁ ଯାଉଥିବା ପ୍ରଧାମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ର mann ki baat ର ପ୍ରସ୍ତୁତି ବୈଠକ ୟୁନିଟ -  8...
23/12/2025

ଆଗାମୀ ତା ୨୮/୧୨/୨୫ ରିଖ ହେବାକୁ ଯାଉଥିବା ପ୍ରଧାମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ର mann ki baat ର ପ୍ରସ୍ତୁତି ବୈଠକ ୟୁନିଟ - 8 ୱାର୍ଡ ନଂ 47 ଜଗନ୍ନାଥ ସଂସ୍କୃତିକ ସଂସଦ କ୍ଲୁବଠାରେ ଆୟୋଜିତ କରାଗଲା...🙏🙏

Address

Unit/8
Bhubaneswar
751012

Website

Alerts

Be the first to know and let us send you an email when Kuna Mohanty for bjp posts news and promotions. Your email address will not be used for any other purpose, and you can unsubscribe at any time.

Share