Indian National Congress - Odisha

Directions Website

Indian National Congress - Odisha ଏକ ଦଳ, ଯିଏ କି ଭାରତରେ ସ୍ୱାଧୀନତା ସଂଗ୍ରାମର ମୂଳଦୁଆ ପକାଇଥିଲା ଏବଂ "ଭାରତର ଆଦର୍ଶ" କୁ ପରିବ୍ୟାପ୍ତ କରିଆସୁଛି।

09/10/2026

🔹The President did not deny, question or argue against anything we said. She accepted what we said and our statement. She asked us to bring proof of election chori. I said that the proof of election chori is known to the whole country. State after state has been stolen. The 2024 election was stolen, and yet the President wants us to submit proof to her.

🔹 We will take all the proof we have collected to her when she is ready to accept it.

🔹I actually expected the President to deny that vote chori is taking place and say that India has a free and fair election system. But I was shocked and stunned that the President of India accepted what we said.

Rahul Gandhi

𝐅𝐫𝐨𝐦 𝐏𝐚𝐫𝐥𝐢𝐚𝐦𝐞𝐧𝐭 𝐭𝐨 𝐭𝐡𝐞 𝐬𝐭𝐫𝐞𝐞𝐭𝐬, 𝐰𝐞 𝐬𝐭𝐚𝐧𝐝 𝐟𝐨𝐫 𝐭𝐡𝐞 𝐩𝐞𝐨𝐩𝐥𝐞’𝐬 𝐯𝐨𝐭𝐞
09/10/2026

𝐅𝐫𝐨𝐦 𝐏𝐚𝐫𝐥𝐢𝐚𝐦𝐞𝐧𝐭 𝐭𝐨 𝐭𝐡𝐞 𝐬𝐭𝐫𝐞𝐞𝐭𝐬, 𝐰𝐞 𝐬𝐭𝐚𝐧𝐝 𝐟𝐨𝐫 𝐭𝐡𝐞 𝐩𝐞𝐨𝐩𝐥𝐞’𝐬 𝐯𝐨𝐭𝐞

INDIA bloc leaders met Hon'ble President Droupadi Murmu ji and submitted a memorandum regarding Vote Chori.📍New Delhi
09/10/2026

INDIA bloc leaders met Hon'ble President Droupadi Murmu ji and submitted a memorandum regarding Vote Chori.

📍New Delhi

MEMORANDUM TO THE HON'BLE PRESIDENT OF INDIA
09/10/2026

MEMORANDUM TO THE HON'BLE PRESIDENT OF INDIA

Save Democracy 🇮🇳
09/10/2026

Save Democracy 🇮🇳

09/10/2026

LIVE: Opposition MP's | Media Byte | New Delhi

09/10/2026

LIVE: Opposition MP's Protest March Against Vote Chori | Parliament to Rashtrapati Bhavan, New Delhi

09/10/2026

ରାଜ୍ୟରେ କଂଗ୍ରେସ ପକ୍ଷରୁ ଡକାଯାଇଥିବା ଓଡିଶା ବନ୍ଦ ସଫଳ ହୋଇଛି । ରାଜ୍ୟର ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ସବୁଠି ଦେଖିବାକୁ ମିଳିଥିଲା ବନ୍ଦ ର ପ୍ରଭାବ । ରାଜ୍ୟର ସ୍ବାର୍ଥ ପାଇଁ ନିଜ ଇଚ୍ଛାରେ ଯୋଗଦାନ ଦେଇଥିଲେ ଜନତା । କଂଗ୍ରେସକୁ ସମର୍ଥନ ଜଣାଇ ସକାଳ 6ରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଅଖ ଚକ ବନ୍ଦ ରହିଥିଲା । ତେବେ ଜରୁରୀକାଳୀନ ସେବା ଯେପରି ବାଧାପ୍ରାପ୍ତ ନହୁଏ ତାହାକୁ ଧ୍ୟାନରେ ରଖି ସହଯୋଗ କରିଥିଲେ କଂଗ୍ରେସ କର୍ମୀ । ଛକ ଗୁଡିକରେ ଦେଖିବାକୁ ମିଳିଥିଲା ଶାନ୍ତିପୂର୍ଣ୍ଣ ନାରାବାଜି । ବିଭିନ୍ନ ଦାବି ନେଇ ଓଡିଶା ବନ୍ଦର ଡାକରା ଦେଇଥିବା କଂଗ୍ରେସକୁ ଅହେତୁକ ଜନସମର୍ଥନ ମିଳିଥିବା ଦେଖିବାକୁ ମିଳିଛି । ତେବେ ଏହାର ପ୍ରଭାବ ସୁନ୍ଦରଗଡ଼, ଯାଜପୁର, ବୌଦ୍ଧ, ମାଲକାନଗିରି, ଅନୁଗୁଳ, ସୁବର୍ଣ୍ଣପୁର, ବଲାଙ୍ଗୀର, ନବରଙ୍ଗପୁର, ଢେଙ୍କାନାଳ, ଦେବଗଡ଼ , ନୂଆପଡ଼ା , ରାୟଗଡ଼ା, କୋରାପୁଟ , କନ୍ଧମାଳ , ବାଲେଶ୍ୱର , ଭଦ୍ରକ ଭୁବନେଶ୍ୱର, କଟକ , କଟକ ସହର , ଗଞ୍ଜାମ (ପୂର୍ବ), ଗଞ୍ଜାମ (ପଶ୍ଚିମ), ଜଗତସିଂହପୁର , କଳାହାଣ୍ଡି କେନ୍ଦ୍ରାପଡ଼ା, କେନ୍ଦୁଝର , ଖୋର୍ଦ୍ଧା , ମୟୂରଭଞ୍ଜ (ପୂର୍ବ) , ମୟୂରଭଞ୍ଜ (ପଶ୍ଚିମ) , ନୟାଗଡ଼, ପୁରୀ ସମ୍ବଲପୁର, ଗଜପତି , ବରଗଡ଼ , ରାଉରକେଲା , ଝାରସୁଗୁଡ଼ା ।

09/10/2026

ଇଣ୍ଡିଆ ମେଣ୍ଟର ଡାକରାକୁ ସମର୍ଥନ ଦେଇ ଶତ ପ୍ରତିଶତ ସଫଳ କରିଥିବାରୁ ସଭିଙ୍କୁ ବହୁତ ଧନ୍ୟବାଦ !

Address

Congress Bhawan
Bhubaneswar
751001

Alerts

Be the first to know and let us send you an email when Indian National Congress - Odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share