31/05/2026
ବିଜେପି ରାଜ୍ୟ ସଭାପତି ଯଶସ୍ବୀ ମନମୋହନ ସାମଲ ଭାଇ,ଅନୁସୁଚିତ ଜନଜାତି ମୋର୍ଚ୍ଚାର ମାନନୀୟ ରାଜ୍ୟ ସଭାପତି ଶ୍ରୀ କାନ୍ଦ୍ରା ସୋରେନ ଭାଇ ଓ ଭୁବନେଶ୍ୱର ସାଙ୍ଗଠନିକ ଜ଼ିଲ୍ଲା ର ସଭାପତି ମାନନୀୟ ଯଶସ୍ବୀ ନିରଞ୍ଜନ ମିଶ୍ର ଭାଇନା ଙ୍କ ଅନୁମୋଦନ କ୍ରମେ ଆଜି ଅନୁସୁଚିତ ଜନଜାତି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ସଭାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରିଛନ୍ତି ।