10/09/2026
ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଶ୍ରେଣୀ ୪ରୁ ୯ମ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି OKCL Olympiad Movement 2026–27 — ନିଜ ଜ୍ଞାନ, ତର୍କଶକ୍ତି ଓ ପ୍ରତିଭାକୁ ପରୀକ୍ଷା କରିବାର ଏକ ଅନନ୍ୟ ସୁଯୋଗ।
ଶିଖନ୍ତୁ। ଅଭ୍ୟାସ କରନ୍ତୁ। ନିଜକୁ ପ୍ରମାଣ କରନ୍ତୁ।
🔗 ରେଜିଷ୍ଟ୍ରେସନ୍ ଓ ଅଧିକ ତଥ୍ୟ ପାଇଁ - https://lc.okcl.co.in/oom/
📞 ଅଧିକ ଜାଣିବା ପାଇଁ 8895021616 ରେ ଯୋଗାଯୋଗ କରନ୍ତୁ!
ନିଜ ପ୍ରତିଭାକୁ ଦିଅନ୍ତୁ ନୂଆ ପରିଚୟ।