Youth for nation(YFN) Delhi

Youth for nation(YFN) Delhi Youth for nation stand is, of the youth- for the youth- by the youth. Youth for Nation is a project of Young India Foundation.

The YFN is a voluntary Movement working across the country. The YFN is a non-political, non-government Movement working with a national vision on issues of Youths Problems and Its Solutions. It is a Movement which creates leadership development programme in the youth. It aims at streamlining nationalism by linking Youth in nation building. YFN is a national movement to arise and awake the youth of our country.

02/10/2019
ଫକୀରମୋହନଙ୍କ ବିୟୋଗର ଶତାବ୍ଦୀ ଅବସରରେ ଆଜି "ଭାରତୀୟ ଭାଷା ଅଭିଯାନ"ତରଫରୁ ଭୁବନେଶ୍ୱର ଗୀତଗୋବିନ୍ଦ ଭବନର ଆଲୋଚନା ଚକ୍ରରେ ଅତିଥି ରୂପେ ଯୋଗଦେ...
15/06/2019

ଫକୀରମୋହନଙ୍କ ବିୟୋଗର ଶତାବ୍ଦୀ ଅବସରରେ ଆଜି "ଭାରତୀୟ ଭାଷା ଅଭିଯାନ"ତରଫରୁ ଭୁବନେଶ୍ୱର ଗୀତଗୋବିନ୍ଦ ଭବନର ଆଲୋଚନା ଚକ୍ରରେ ଅତିଥି ରୂପେ ଯୋଗଦେଇ "ଜନତାଙ୍କୁ ଜନତାଙ୍କ ଭାଷାରେ ନ୍ୟାୟ"ମିଳୁ ଏହି ଦାବୀ ଉଠାଇଥିଲି ।

  ବିମାନ ଦୁର୍ଘଟଣାରେ ମୃତ  ଓଡ଼ିଆ ଫ୍ଲାଇଟ୍‌ ଲେଫ୍ଟନାଣ୍ଟ ସୁନୀତ ମହାନ୍ତିଙ୍କୁ  ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ।
13/06/2019

ବିମାନ ଦୁର୍ଘଟଣାରେ ମୃତ ଓଡ଼ିଆ ଫ୍ଲାଇଟ୍‌ ଲେଫ୍ଟନାଣ୍ଟ ସୁନୀତ ମହାନ୍ତିଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ।

12/03/2019

ଯଦି ଟଙ୍କିକିଆ ଚାଉଳ ଆଜି ଭୋଟ ନିର୍ଣ୍ଣୟର ଏକ ବଡ ଭୁମିକା ନିଏ ,ତାହେଲେ ଲୋକେ ଭୋଟ ଦେବେ କାହାକୁ ? କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ୩କୋଟି ୨୨ ଲକ୍ଷ ଲୋକ ଉପକୃତ ଓ ରାଜ୍ୟ ସରକାରଙ୍କର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ୨୫ ଲକ୍ଷ ଉପକୃତ । #ବରଗଡ଼ପାର୍ଲିଆମେଣ୍ଟ

Naveen & Co.’s picnic to Delhi in the name of farmers’ convention costs Rs 52 lakh:it's shame for
09/01/2019

Naveen & Co.’s picnic to Delhi in the name of farmers’ convention costs Rs 52 lakh:it's shame for

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଦ୍ଵିତୀୟ ସରସଙ୍ଘଚ।ଳକ (ମୁଖ୍ୟ) ପୂଜ୍ୟ ଶ୍ରୀ ଗୁରୁଜୀ ପାଠ ପଢିଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସରାଇପାଲିରେ ଆଜି ...
28/10/2018

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଦ୍ଵିତୀୟ ସରସଙ୍ଘଚ।ଳକ (ମୁଖ୍ୟ) ପୂଜ୍ୟ ଶ୍ରୀ ଗୁରୁଜୀ ପାଠ ପଢିଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସରାଇପାଲିରେ ଆଜି କାର୍ଯ୍ୟକର୍ତ୍ତାଙ୍କ ସହିତ ବସି ଆଲୋଚନା କରିବାର ସୁଯୋଗ ମିଳିଲା ।

Today   Abhiyan at Bargarh Municipality with Er.tuku mishra & meet with Prominent Personalities. .
05/07/2018

Today Abhiyan at Bargarh Municipality with Er.tuku mishra & meet with Prominent Personalities. .

ଦେବସ୍ନାନ ପୂର୍ଣ୍ଣିମାର ହାର୍ଦ୍ଦିକ ଅଭିନନ୍ଦନ ଓଶୁଭେଚ୍ଛା ।
28/06/2018

ଦେବସ୍ନାନ ପୂର୍ଣ୍ଣିମାର ହାର୍ଦ୍ଦିକ ଅଭିନନ୍ଦନ ଓ
ଶୁଭେଚ୍ଛା ।

ଆସନ୍ତୁ ବିଜେପି ସରକାରଙ୍କ ବିକାଶ ର ନମୁନା ଦେଖିବା ।
28/06/2018

ଆସନ୍ତୁ ବିଜେପି ସରକାରଙ୍କ ବିକାଶ ର ନମୁନା ଦେଖିବା ।

ପୁରାତନ ମନିଷୀ ମାନଙ୍କ ପରେ ଆଧୁନିକ ଭାରତରେ ଯୋଗ କୁ ଆନ୍ତର୍ଜାତିକ ବିଷୟ (International Yoga Day) ଭାବେ ସ୍ଥାପିତ କରିବାର ଶ୍ରେୟ କେବଳ ପ୍...
21/06/2018

ପୁରାତନ ମନିଷୀ ମାନଙ୍କ ପରେ ଆଧୁନିକ ଭାରତରେ ଯୋଗ କୁ ଆନ୍ତର୍ଜାତିକ ବିଷୟ (International Yoga Day) ଭାବେ ସ୍ଥାପିତ କରିବାର ଶ୍ରେୟ କେବଳ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କୁ ହିଁ ଯିବ,ଏଥିରେ ତିଲେମାତ୍ର ସନ୍ଦେହ ନାହିଁ ।

Today attended the Central govt.Beneficiries meeting at Bargarh, Organized by Bargarh BJP .ଆଜି ବରଗଡ଼ ଠାରେ କେନ୍ଦ୍ର ସରକାର ...
17/06/2018

Today attended the Central govt.Beneficiries meeting at Bargarh, Organized by Bargarh BJP .ଆଜି ବରଗଡ଼ ଠାରେ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା ର ଲାଭ।ର୍ଥୀ ମାନଙ୍କର ସମ୍ମିଳନୀରେ ଭାଗନେଲି। .

Address

Nilakanta Nagar
Bhubaneswar
751012

Alerts

Be the first to know and let us send you an email when Youth for nation(YFN) Delhi posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Youth for nation(YFN) Delhi:

Share