11/04/2018
There will be a competition on Official File noting and drafting in Odia language only for Govt. Employees to be held on 13.04.2018 (10 A.M.) at the New Conference Hall of Culture Deptt., Sanskruti Bhawan near Bhanja Kala Mandap by the Odia Bhasa Pratisthan, Odia Language, Literature and Culture, Govt. of Odisha on the eve of Odia New Year.
Interested candidates may contact the organizer.
ଓଡ଼ିଆ ନବବର୍ଷ ଉପଲକ୍ଷେ ଆସନ୍ତା ତା ୧୩.୦୪.୨୦୧୮ ରିଖ ପୂର୍ବାହ୍ନ ୧୦ ଘଟିକାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ତ ଓଡ଼ିଆ ଭାଷା ପ୍ରତିଷ୍ଠାନ ସଂସ୍କୃତି ବିଭାଗର ନୂତନ ସମ୍ମିଳନୀ କକ୍ଷ, ଭଞ୍ଜକଳା ମଣ୍ଡପ ନିକଟସ୍ଥ ସଂସ୍କୃତି ଭବନରେ କେବଳ ସରକାରୀ କର୍ମଚାରୀମାନଙ୍କ ଉଦ୍ଦେଶ୍ୟରେ ଏକ ପ୍ରତିଯୋଗିତା ଆୟୋଜନ କରୁଛନ୍ତି ।
ଆଶାୟୀ ପ୍ରାର୍ଥୀ/ପ୍ରାର୍ଥିନୀ ମାନେ ଆୟୋଜକଙ୍କ ସହ ଯୋଗାଯୋଗ କରିବାକୁ ଅନୁରୋଧ ।