08/05/2026
#ଓଡ଼ିଶାରେ_ଜଙ୍ଗଲ_ରାଜ?
ମାତ୍ର ତିନିଚାରି ଦିନ ଭିତରେ ଓଡ଼ିଶାରେ ତିନୋଟି ଲୋମହର୍ଷକ ଘଟଣା!
୧. କଣାସରେ ଯୁବକକୁ ଲହୁଲୁହାଣ କରି ବୁଲେଟ୍ ଚଢ଼ାଇଦେଲେ... ୨. ହିଞ୍ଜିଳିରେ ଗର୍ଭବତୀ ମହିଳାଙ୍କୁ ତା’ର ୩ ବର୍ଷର ଶିଶୁ ଆଗରେ ନୃଶଂସ ହତ୍ୟା....
୩. ଆଉ ବାଲିଅନ୍ତାରେ ପୁଲିସ୍ ଆଗରେ ଯୁବକର ହାତଗୋଡ଼ ବାନ୍ଧି ପିଟିପିଟି ମାରିଦେଲେ...
ଏହା କେଉଁ ଓଡ଼ିଶା? ମହାପ୍ରଭୁ ଜଗନ୍ନାଥଙ୍କ ଶାନ୍ତିପ୍ରିୟ ଭୂମି କେତେ ଶୀଘ୍ର ଯୁପି-ବିହାର ଭଳି ଜଘନ୍ୟ ଅପରାଧ ପ୍ରବଣ ରାଜ୍ୟ ପାଲଟିଗଲା?
ଆଇନଶୃଙ୍ଖଳା ତାସଘର ଭଳି ଭୁଶୁଡ଼ିଗଲା...
ବିଜେପି ସରକାର, ଏହା କ’ଣ ଆପଣଙ୍କ ଲୋକପ୍ରିୟ ଶାସନ? ସରକାର ଅଛି ନା କେବଳ ସିଟ୍ ଅଛି?
ଓଡ଼ିଶାବାସୀ ଉତ୍ତର ଚାହୁଁଛନ୍ତି!