Works Department, Government of Odisha

Works Department, Government of Odisha Official Facebook handle of Works Department, Government of Odisha.

On  , we extend our gratitude to the backbone of our country – the workerforce. Their tireless efforts keep our economy ...
01/05/2024

On , we extend our gratitude to the backbone of our country – the workerforce. Their tireless efforts keep our economy robust and create niche in the world.

ଖରାଦିନେ ଶ୍ରମଜୀବୀ ମାନଙ୍କୁ ସୁରକ୍ଷିତ ରଖିବା ପାଇଁ କାର୍ଯ୍ୟକ୍ଷେତ୍ରରେ ସ୍ଵତନ୍ତ୍ର ବ୍ୟବସ୍ଥା କରିବା ଜରୁରୀ। ଖରାରେ କାମ କରୁଥିବା କର୍ମଚାରୀ...
05/04/2024

ଖରାଦିନେ ଶ୍ରମଜୀବୀ ମାନଙ୍କୁ ସୁରକ୍ଷିତ ରଖିବା ପାଇଁ କାର୍ଯ୍ୟକ୍ଷେତ୍ରରେ ସ୍ଵତନ୍ତ୍ର ବ୍ୟବସ୍ଥା କରିବା ଜରୁରୀ। ଖରାରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ନିୟମିତ ବିଶ୍ରାମ, ବିଶ୍ରାମ ପାଇଁ ଛାଇ ଜାଗା, ଥଣ୍ଡା ଓ ସଫା ପାଣି ସହ ଆବଶ୍ୟକ ସ୍ଥଳେ ଡାକ୍ତରୀ ସହାୟତା ସୁନିଶ୍ଚିତ କରିବା ଆବଶ୍ୟକ।

Principal Secretary to Works Department, Shri Vir Vikram Yadav, IAS, reviewed the iconic projects undertaken by . He ins...
02/04/2024

Principal Secretary to Works Department, Shri Vir Vikram Yadav, IAS, reviewed the iconic projects undertaken by .

He instructed the officials and concerned agencies to adhere to proper procedures, obtain timely approvals, and strictly adhere to the specified timelines for these projects.

The Managing Director of OBCC, Shri Jaya Krishna Das, EIC of OBCC, Shri Purna Chandra Mohapatra and other concerned officials were present at the meeting.

ଓଡ଼ିଶା ଦିବସ ଅବସରରେ ସବୁ ଓଡ଼ିଆମାନଙ୍କୁ ହାର୍ଦ୍ଦିକ ଶୁଭକାମନା I ଆମ ରାଜ୍ୟ ଆମ ସ୍ୱାଭିମାନ ଏବଂ ପରିଚୟର ପ୍ରତୀକ।  #ଓଡ଼ିଶାଦିବସ  #ବନ୍ଦେଉତ...
01/04/2024

ଓଡ଼ିଶା ଦିବସ ଅବସରରେ ସବୁ ଓଡ଼ିଆମାନଙ୍କୁ ହାର୍ଦ୍ଦିକ ଶୁଭକାମନା I ଆମ ରାଜ୍ୟ ଆମ ସ୍ୱାଭିମାନ ଏବଂ ପରିଚୟର ପ୍ରତୀକ। #ଓଡ଼ିଶାଦିବସ #ବନ୍ଦେଉତ୍କଳଜନନୀ

Wishing everyone a vibrant and  . May the festival of colors fill your lives with the colors of health, prosperity, and ...
26/03/2024

Wishing everyone a vibrant and . May the festival of colors fill your lives with the colors of health, prosperity, and happiness.

ଦୋଳ ପୂର୍ଣ୍ଣିମା ଅବସରରେ ସମଗ୍ର ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା I ଏହି ରଙ୍ଗର ଉତ୍ସବ ଆପଣମାନଙ୍କର ଜୀବନରେ ଖୁସୀ, ଉଲ୍ଲା...
25/03/2024

ଦୋଳ ପୂର୍ଣ୍ଣିମା ଅବସରରେ ସମଗ୍ର ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା I ଏହି ରଙ୍ଗର ଉତ୍ସବ ଆପଣମାନଙ୍କର ଜୀବନରେ ଖୁସୀ, ଉଲ୍ଲାସ ଏବଂ ସମୃଦ୍ଧିର ରଙ୍ଗ ଭରି ଦେଉ। #ଦୋଳପୂର୍ଣ୍ଣିମା

OBCC_Odisha, Works Department is constructing seven Mini-Olympic size swimming pools across the state to promote swimmin...
16/03/2024

OBCC_Odisha, Works Department is constructing seven Mini-Olympic size swimming pools across the state to promote swimming among youth.

These pools, featuring accompanying facilities, will soon open to the public. Stay tuned for updates!


CMO Odisha Information & Public Relations Department, Government of Odisha Department of Sports and Youth Services, Government of Odisha

ଶ୍ରୀକ୍ଷେତ୍ରର ଶୋଭା ବର୍ଦ୍ଧନ କରି ଭକ୍ତର ମନ ଜିଣିବାରେ ସକ୍ଷମ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ।ପୂର୍ତ୍ତ ବିଭାଗ ଦ୍ଵାରା ନିର୍ମାଣ କରା...
15/03/2024

ଶ୍ରୀକ୍ଷେତ୍ରର ଶୋଭା ବର୍ଦ୍ଧନ କରି ଭକ୍ତର ମନ ଜିଣିବାରେ ସକ୍ଷମ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ।

ପୂର୍ତ୍ତ ବିଭାଗ ଦ୍ଵାରା ନିର୍ମାଣ କରାଯାଇଥିବା ଏହି ପ୍ରକଳ୍ପ ଭକ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି କରିଥିବାବେଳେ ଭକ୍ତ ପାଉଛନ୍ତି ଦିବ୍ୟ ଅନୁଭୂତି।



CMO Odisha Information & Public Relations Department, Government of Odisha Puri District Admin

 ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶର ଧାରା ଅବ୍ୟାହତ ରହିଛି। ରାଜ୍ୟରେ ପର୍ଯ୍ୟଟନ, ଐତିହ୍ୟ ଓ ପର...
12/03/2024



ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶର ଧାରା ଅବ୍ୟାହତ ରହିଛି। ରାଜ୍ୟରେ ପର୍ଯ୍ୟଟନ, ଐତିହ୍ୟ ଓ ପରିବହନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ₹୮୭୦ କୋଟିର ପ୍ରକଳ୍ପର ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।

Today, Hon'ble CM Shri Naveen Patnaik inaugurated and laid the foundation stones of various developmental key projects b...
11/03/2024

Today, Hon'ble CM Shri Naveen Patnaik inaugurated and laid the foundation stones of various developmental key projects by the Works Department in Balangir, Keonjhar, Khordha, Boudh, and Cuttack.

Highlights include the revamped Harishankar Temple, Odisha's longest flyover at Joda, the railway overbridge at Jatni, two bridges on Mahanadi, and one bridge on the Tel River in Boudh district.

Foundation stones were laid for projects like Shri Shri Achyutananda Das Gadi in Cuttack, Maa Ugratara Shakti Pitha in Khordha, and a 1738-meter bridge over the Mahanadi in Boudh. These initiatives mark a transformative step towards a more connected and progressive .



CMO Odisha Information & Public Relations Department, Government of Odisha OBCC_Odisha

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଆଜି ହରିଶଙ୍କର ମନ୍ଦିରର ଉନ୍ନତିକରଣ, ଯୋଡ଼ାଠାରେ ଓଡ଼ିଶାର ଦୀର୍ଘତମ ଫ୍ଲାଏ ଓଭର, ଜଟଣୀଠାରେ ର...
11/03/2024

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଆଜି ହରିଶଙ୍କର ମନ୍ଦିରର ଉନ୍ନତିକରଣ, ଯୋଡ଼ାଠାରେ ଓଡ଼ିଶାର ଦୀର୍ଘତମ ଫ୍ଲାଏ ଓଭର, ଜଟଣୀଠାରେ ରେଳ ଓଭରବ୍ରିଜ, ବୌଦ୍ଧ ଜିଲ୍ଲାରେ ମହାନଦୀରେ ୨ଟି ଓ ତେଲ ନଦୀରେ ଗୋଟିଏ ସେତୁ ଉଦ୍ଘାଟନ କରିବାକୁ ଯାଉଛନ୍ତି। ଏହି ପ୍ରକଳ୍ପ ଗୁଡ଼ିକ ରାଜ୍ୟର ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବ।

ସେହିଭଳି କଟକରେ ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ଦାସଙ୍କ ପୀଠ ଉନ୍ନତିକରଣ ଓ ଖୋର୍ଦ୍ଧାରେ ମା ଉଗ୍ରତାରା ଶକ୍ତିପୀଠ ଉନ୍ନତିକରଣ ଓ ବୌଦ୍ଧ ଜିଲ୍ଲାର ବାଉଁସୁଣିରେ ମହାନଦୀ ଉପରେ ସେତୁ ପ୍ରକଳ୍ପର ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।



CMO Odisha Information & Public Relations Department, Government of Odisha OBCC_Odisha

The Joda Flyover construction, a testament to the commitment of our Works Department, is complete. Ready to elevate your...
10/03/2024

The Joda Flyover construction, a testament to the commitment of our Works Department, is complete. Ready to elevate your travel experience on the longest flyover in !



CMO Odisha Information & Public Relations Department, Government of Odisha

Address

Odisha Secretariat Building
Bhubaneswar
751001

Alerts

Be the first to know and let us send you an email when Works Department, Government of Odisha posts news and promotions. Your email address will not be used for any other purpose, and you can unsubscribe at any time.

Share