02/06/2026
ସିଏମ୍ ଟ୍ରଫି ୨୦୨୬: ୧୪ ବର୍ଷରୁ କମ୍ ଦ୍ୱିତୀୟ ଆନ୍ତଃ ଜିଲ୍ଲା ଫୁଟବଲ୍ ଚାମ୍ପିଅନସିପ୍
ଓଡ଼ିଶା ଫୁଟବଲ୍ର ଭବିଷ୍ୟତ ତାରକାମାନେ ନିଜ ଦକ୍ଷତା ପ୍ରଦର୍ଶନ ପାଇଁ ପ୍ରସ୍ତୁତ!
📅 ଜୋନ୍ ସ୍ତରୀୟ ପ୍ରତିଯୋଗିତା: ୧-୭ ଜୁନ୍ ୨୦୨୬
📍 ୪ଟି ଜୋନ୍: ଗଞ୍ଜାମ, ବଲାଙ୍ଗୀର, ସୁନ୍ଦରଗଡ଼ ଓ ଭୁବନେଶ୍ୱର
⏱️ ମ୍ୟାଚ୍ ଫର୍ମାଟ୍: ୩୦ ମିନିଟ୍ + ୧୦ ମିନିଟ୍ ବିରତି + ୩୦ ମିନିଟ୍
🏆 ଯୋଗ୍ୟତା ନିର୍ଣ୍ଣୟ: ପ୍ରତ୍ୟେକ ଗ୍ରୁପ୍ର ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ଥିବା ଦଳ ଫାଇନାଲ୍କୁ ଉତ୍ତୀର୍ଣ୍ଣ ହେବ
ଆସନ୍ତୁ, ଓଡ଼ିଶାର ଆଗାମୀ ଫୁଟବଲ୍ ତାରକାମାନଙ୍କୁ ଉତ୍ସାହିତ କରିବା! 🙌
CMTrophyOdisha Football Association of Orissa