Deepak

Deepak Corruptions against youth power

कुछ कुत्ते अपने होते है .......          और कुछ अपने कुत्ते होते है.......
19/03/2026

कुछ कुत्ते अपने होते है .......
और कुछ अपने कुत्ते होते है.......




01/03/2026

TEAM INDIA

 #ମଣିଷର_ପରିଚୟ_ବ୍ୟବହାର            ମିଠା କଥା ସହିତ ଭଲ ବ୍ୟବହାର ହିଁ ମଣିଷକୁ ରାଜା ବନେଇ ଥାଏ କେବଳ ଟଙ୍କା ରେ ମଣିଷ ଧନବାନ ହୁଏନାହିଁ  , ...
04/02/2026

#ମଣିଷର_ପରିଚୟ_ବ୍ୟବହାର
ମିଠା କଥା ସହିତ ଭଲ ବ୍ୟବହାର ହିଁ ମଣିଷକୁ ରାଜା ବନେଇ ଥାଏ କେବଳ ଟଙ୍କା ରେ ମଣିଷ ଧନବାନ ହୁଏନାହିଁ , ଅସଲ ଧନବାନ ସିଏ ଯାହା ପାଖରେ ଭଲ ଚିନ୍ତା, ଉତ୍ତମ ବ୍ୟବହାର ସୁନ୍ଦର ବିଚାର ଅଛି ।

 #ଅହଙ୍କାର.....         ଅହଙ୍କାରରେ ବୁଡି ରହୁଥିବା ମଣିଷ କେବେ ନିଜର ଭୁଲ କୁ ଦେଖେ ନାହିଁ କି ଅନ୍ୟର ଭଲ ଗୁଣ କୁ ଗ୍ରହଣ କରେ ନାହିଁ,  ଅହଙ୍...
02/02/2026

#ଅହଙ୍କାର.....
ଅହଙ୍କାରରେ ବୁଡି ରହୁଥିବା ମଣିଷ କେବେ ନିଜର ଭୁଲ କୁ ଦେଖେ ନାହିଁ କି ଅନ୍ୟର ଭଲ ଗୁଣ କୁ ଗ୍ରହଣ କରେ ନାହିଁ, ଅହଙ୍କାର କୌଣସି ଶକ୍ତି କି କ୍ଷମତା ନୂହେଁ ବରଂ ମାନସିକ ବିକାର ଗ୍ରସ୍ତ ରୋଗୀ , ଏହାର ଚିକିତ୍ସା କେବଳ ସମୟ ଆଉ ପ୍ରକୃତ୍ତି କରିପାରେ... ।

Address

Chandikhole
Bhubaneswar
755049

Telephone

+18456838719

Alerts

Be the first to know and let us send you an email when Deepak posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Deepak:

Share

Category