Rashmi Ranjan Sahoo

Rashmi Ranjan Sahoo Service to Mankind, Service to God

Many many Happy Returns of the Day Madam Aparajita Sarangi . Wish you a Great Birthday.
08/10/2025

Many many Happy Returns of the Day Madam Aparajita Sarangi . Wish you a Great Birthday.

 #ବିଶାଳ_ଜନସଭାଆଜି ଭୁବନେଶ୍ୱର ଲୋକସଭା ଜଟଣୀ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମ ଶୁଭାରମ୍ଭ ପରେ ଜନସଭା କୁ ସମ୍ବୋଧନ କଲୁ l👉ITBP ପର...
14/07/2025

#ବିଶାଳ_ଜନସଭା

ଆଜି ଭୁବନେଶ୍ୱର ଲୋକସଭା ଜଟଣୀ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମ ଶୁଭାରମ୍ଭ ପରେ ଜନସଭା କୁ ସମ୍ବୋଧନ କଲୁ l

👉ITBP ପରିସରରେ ସହିଦ ସ୍ମୃତି ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ l

👉ITBP ପରିସରରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ l

👉ITBP ପରିସରରେ ଅସ୍ଥାୟୀ ବିଦ୍ୟାଳୟ ଶୁଭାରମ୍ଭ ହେଲା l

ଏହି ଅବସରରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ Dharmendra Pradhan ବିଧାୟକ ଶ୍ରୀ Prasant Kumar Jagadev ସମସ୍ତ ନେତୃତ୍ୱ ଏବଂ ଜନସାଧାରଣ ଉପସ୍ଥିତ ଥିଲେ l

ଏହି କାର୍ଯ୍ୟ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଶିକ୍ଷା ଭିତ୍ତି ଭୂମି ବିକାଶ ସହ ବହୁ ସଂଖ୍ୟାରେ ଜନସାଧାରଣ ଉପକୃତ ହେବେ l

Narendra Modi

14/07/2025
ଆଜି ଭୁବନେଶ୍ୱର ଲୋକସଭା ଜଟଣୀ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମ ଶୁଭାରମ୍ଭ ହେଲା l👉ITBP ପରିସରରେ ସହିଦ ସ୍ମୃତି ସ୍ମାରକୀରେ ଶ୍ରଦ୍...
14/07/2025

ଆଜି ଭୁବନେଶ୍ୱର ଲୋକସଭା ଜଟଣୀ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମ ଶୁଭାରମ୍ଭ ହେଲା l

👉ITBP ପରିସରରେ ସହିଦ ସ୍ମୃତି ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ l

👉ITBP ପରିସରରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ l

👉ITBP ପରିସରରେ ଅସ୍ଥାୟୀ ବିଦ୍ୟାଳୟ ଶୁଭାରମ୍ଭ ହେଲା l

ଏହି ଅବସରରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ Dharmendra Pradhan ବିଧାୟକ ଶ୍ରୀ Prasant Kumar Jagadev ସମସ୍ତ ନେତୃତ୍ୱ ଏବଂ ଜନସାଧାରଣ ଉପସ୍ଥିତ ଥିଲେ l

ଏହି କାର୍ଯ୍ୟ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଶିକ୍ଷା ଭିତ୍ତି ଭୂମି ବିକାଶ ସହ ବହୁ ସଂଖ୍ୟାରେ ଜନସାଧାରଣ ଉପକୃତ ହେବେ l

Narendra Modi

13/07/2025
ଆଜି କେରଳରେ ନୂତନ କାର୍ଯ୍ୟାଳୟ ଉଦଘାଟନ କରିବା ପରେ ଆୟୋଜିତ ବିଶାଳ କାର୍ଯ୍ୟକର୍ତ୍ତା ସମାବେଶରେ ସ୍ୱରାଷ୍ଟ୍ର ମନ୍ତ୍ରୀ Amit Shah ଙ୍କ ସହ ଯୋଗ...
12/07/2025

ଆଜି କେରଳରେ ନୂତନ କାର୍ଯ୍ୟାଳୟ ଉଦଘାଟନ କରିବା ପରେ ଆୟୋଜିତ ବିଶାଳ କାର୍ଯ୍ୟକର୍ତ୍ତା ସମାବେଶରେ ସ୍ୱରାଷ୍ଟ୍ର ମନ୍ତ୍ରୀ Amit Shah ଙ୍କ ସହ ଯୋଗ ଦେବା ପରେ ରାଜ୍ୟ କୋର କମିଟି ବୈଠକରେ ଯୋଗ ଦେଲୁ l

ଏହି ଅବସରରେ ସମସ୍ତ ନେତୃତ୍ୱ ଏବଂ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l

Narendra Modi

ଆଜି କେରଳ ରାଜଧାନୀ ଥିରୁଆନନ୍ତପୁରମ ଠାରେ ଯଶସ୍ବୀ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ Amit Shah ଙ୍କୁ  ସ୍ୱାଗତ କରିବା ଅବସରରେ lଏହି ଅବସରରେ ଦଳୀୟ ...
12/07/2025

ଆଜି କେରଳ ରାଜଧାନୀ ଥିରୁଆନନ୍ତପୁରମ ଠାରେ ଯଶସ୍ବୀ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ Amit Shah ଙ୍କୁ ସ୍ୱାଗତ କରିବା ଅବସରରେ l

ଏହି ଅବସରରେ ଦଳୀୟ କାର୍ଯ୍ୟଳୟ ଉଦଘାଟନ, କାର୍ଯ୍ୟକର୍ତ୍ତା ଜନସଭା ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l

Narendra Modi

ଆଜି ଦିଲ୍ଲୀରେ ଗୁରୁତ୍ୱପୂର୍ଣ PUBLIC ACCOUNTS COMMITTEE ବୈଠକରେ ଯୋଗଦେବା ପରେ ଭୁବନେଶ୍ୱର ଆସି ନବ ନିର୍ବାଚିତ ରାଜ୍ୟ ସଭାପତି ଶ୍ରୀ Manm...
08/07/2025

ଆଜି ଦିଲ୍ଲୀରେ ଗୁରୁତ୍ୱପୂର୍ଣ PUBLIC ACCOUNTS COMMITTEE ବୈଠକରେ ଯୋଗଦେବା ପରେ ଭୁବନେଶ୍ୱର ଆସି ନବ ନିର୍ବାଚିତ ରାଜ୍ୟ ସଭାପତି ଶ୍ରୀ Manmohan Samal ମହୋଦୟଙ୍କୁ ଶୁଭେଚ୍ଛା ଶୁଭକାମନା ଜଣାଇଲୁ l

ମହୋଦୟଙ୍କ ନେତୃତ୍ୱରେ ସଂଗଠନ ଏବଂ ବିକାଶ ବ୍ୟାପକ ହେଉ, ଏହାହିଁ ମହାପ୍ରଭୁ ଜଗନ୍ନାଥ ଙ୍କ ନିକଟରେ କାମନା l

Narendra Modi
Bharatiya Janata Party (BJP)
BJP Odisha

 #ସଂସଦୀୟ_ପାଠାଗାର_ବାଲିପାଟଣା_ବ୍ଲକ ବ୍ଲକ ସ୍ତରୀୟ ପାଠାଗାର ଏବଂ ପ୍ରଶିକ୍ଷଣ କେନ୍ଦ୍ର ଭିତ୍ତି ପ୍ରସ୍ତର ସ୍ଥାପନ l➡️ସଂସଦୀୟ କ୍ଷେତ୍ରରେ 8 ଟି...
08/07/2025

#ସଂସଦୀୟ_ପାଠାଗାର_ବାଲିପାଟଣା_ବ୍ଲକ

ବ୍ଲକ ସ୍ତରୀୟ ପାଠାଗାର ଏବଂ ପ୍ରଶିକ୍ଷଣ କେନ୍ଦ୍ର ଭିତ୍ତି ପ୍ରସ୍ତର ସ୍ଥାପନ l

➡️ସଂସଦୀୟ କ୍ଷେତ୍ରରେ 8 ଟି ବ୍ଲକରେ 8 ଟି କେନ୍ଦ୍ର ନିର୍ମାଣ ହେବ l

➡️ଏହି ପ୍ରକଳ୍ପରେ ସାଂସଦ ପାଣ୍ଠିରୁ 30 ଲକ୍ଷ ଏବଂ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରୁ 23 ଲକ୍ଷ ବିନିଯୋଗ ହେବ l

➡️ଏହି ପ୍ରକଳ୍ପ ସମସ୍ତେ ପଢ଼ିପାରିବା ସହ competitive exam ପାଇଁ ପ୍ରସ୍ତୁତି କରିପାରିବେ l

➡️ ଏହା ଦ୍ୱାରା ଯୋଗ୍ୟତା ବୃଦ୍ଧି ସହ ସାଂସଦ ମହୋଦୟା ନିଜେ ମଧ୍ୟ coaching ପ୍ରଦାନ କରିବେ ବୋଲି କହିଛନ୍ତି l

ଏହି ପ୍ରକଳ୍ପକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅତ୍ୟନ୍ତ ଉତ୍ସାହ ଏବଂ ଆଗ୍ରହ ରହିଛି l

ଆଜି ରାଜ୍ୟ ସଭାପତି ଚୟନ ପ୍ରକ୍ରିୟାରେ ଯୋଗଦେବା ଅବସରରେ ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ l
07/07/2025

ଆଜି ରାଜ୍ୟ ସଭାପତି ଚୟନ ପ୍ରକ୍ରିୟାରେ ଯୋଗଦେବା ଅବସରରେ ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ l

Address

Jagannath Nagar, Jharpada
Bhubaneswar

Website

Alerts

Be the first to know and let us send you an email when Rashmi Ranjan Sahoo posts news and promotions. Your email address will not be used for any other purpose, and you can unsubscribe at any time.

Share

Category