Social Security and Empowerment of Persons with Disabilities Department, Governm

  • Home
  • India
  • Bhubaneswar
  • Social Security and Empowerment of Persons with Disabilities Department, Governm

Social Security and Empowerment of Persons with Disabilities Department, Governm The Social Security and Empowerment of Persons with Disabilities Department Govt. of Odisha.

The department’s vision is to create a social environment that facilitates height of possible well being of the Pensioners, Person with Disabilities, Transgenders, Victims of Substantial Abuse and Senior Citizens. The department’s mission is to develop and apply financial, physical, intellectual and social capital for the welfare of Pensioners, Person with Disabilities, Transgenders, Victims of Su

bstantial Abuse and Senior Citizens by networking and converging with Community Based Organisations, NGOs, Banks, Universities, Corporates, Other Govt. Organisations and other stakeholders

The Social Security and Empowerment of Persons with Disabilities Department was created as a separate Department during 2015-16 being bifurcated from W &CD Department.Since inception ,it has been working for overall development of Disable persons,provide social security pension ,provide pension to destitute and person with disabilities through a host of specially designed schemes and programmes.

ସାମଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିନସ୍ଥ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ତରଫରୁ ଆବଶ୍ୟକତା ଥିବା ସ୍ୱତନ୍ତ୍ର ଶ୍ରବଣ ଯନ୍ତ୍ର...
02/06/2026

ସାମଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିନସ୍ଥ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ତରଫରୁ ଆବଶ୍ୟକତା ଥିବା ସ୍ୱତନ୍ତ୍ର ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଛି।



CMO Odisha Nityananda Gond Suresh Kumar Vashishth Ministry of Social Justice and Empowerment, Government of India Siep Odisha Collectorate Nabarangpur

02/06/2026

ଚାଲନ୍ତୁ ଶିଖିବା ଆଜିର ସାଙ୍କେତିକ ଶବ୍ଦ "ସଫା"



CMO Odisha Nityananda Gond Suresh Kumar Vashishth Ministry of Social Justice and Empowerment, Government of India Siep Odisha

ଦୃଷ୍ଟି ବାଧକ ସତ୍ତ୍ୱେ ନିଜର ଅଦମ୍ୟ ସାହସ, କଠିନ ପରିଶ୍ରମ ଓ ଏକାଗ୍ରତା ବଳରେ ଓଡ଼ିଶା ପ୍ରଶାସନିକ ସେବା (OCS) ପରୀକ୍ଷାରେ ୧୬୪ ତମ ସ୍ଥାନ ହାସ...
02/06/2026

ଦୃଷ୍ଟି ବାଧକ ସତ୍ତ୍ୱେ ନିଜର ଅଦମ୍ୟ ସାହସ, କଠିନ ପରିଶ୍ରମ ଓ ଏକାଗ୍ରତା ବଳରେ ଓଡ଼ିଶା ପ୍ରଶାସନିକ ସେବା (OCS) ପରୀକ୍ଷାରେ ୧୬୪ ତମ ସ୍ଥାନ ହାସଲ କରି ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଦେଇଥିବା ଶୁଭମ୍ ସୋମେନ୍ ସେନାପତିଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (SSEPD), ଓଡ଼ିଶା ସରକାରଙ୍କ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।



CMO Odisha Nityananda Gond Suresh Kumar Vashishth Ministry of Social Justice and Empowerment, Government of India Higher Education Department, Government of Odisha Skill Dev and Tech Education Department

02/06/2026

ରାଜ୍ୟ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ଭୁବନେଶ୍ୱର ଦ୍ୱାରା ଶ୍ରବଣ ବାଧିତ ବ୍ୟକ୍ତିଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ ।



CMO Odisha Nityananda Gond Suresh Kumar Vashishth Ministry of Social Justice and Empowerment, Government of India Siep Odisha

01/06/2026

୪୫ ବର୍ଷୀୟ ହରିପ୍ରସାଦ ଦାସଙ୍କୁ ଆଜି ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ପକ୍ଷରୁ ଉନ୍ନତମାନର କୃତ୍ରିମ ଅଙ୍ଗ ପ୍ରଦାନ କରାଯାଇଛି । ଏହାର ସହାୟତାରେ ସେ ବର୍ତ୍ତମାନ ସାଧାରଣ ଭାବେ ଚାଲିପାରୁଛନ୍ତି ଏବଂ ସ୍ୱୟଂରୋଜଗାର ପାଇଁ ଆଶାବାଦୀ ଅଟନ୍ତି ।



CMO Odisha Nityananda Gond Suresh Kumar Vashishth Ministry of Social Justice and Empowerment, Government of India sambalpur Siep Odisha

ନବରଙ୍ଗପୁର ଜିଲ୍ଲା କାର୍ଯ୍ୟାଳୟରେ ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣିରେ ଚିହ୍ନଟ ହିତାଧିକାରୀମାନଙ୍କୁ ବିଭାଗ ପକ୍ଷରୁ ପେନସନ, ମାୟୋଇଲେକ୍ଟ୍ରି...
01/06/2026

ନବରଙ୍ଗପୁର ଜିଲ୍ଲା କାର୍ଯ୍ୟାଳୟରେ ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣିରେ ଚିହ୍ନଟ ହିତାଧିକାରୀମାନଙ୍କୁ ବିଭାଗ ପକ୍ଷରୁ ପେନସନ, ମାୟୋଇଲେକ୍ଟ୍ରିକ୍ ହାତ , କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଓ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଅଛି ।



CMO Odisha Nityananda Gond Suresh Kumar Vashishth Ministry of Social Justice and Empowerment, Government of India Siep Odisha Collectorate Nabarangpur

ବ୍ୟାଙ୍କକକ୍‌ରେ ଆୟୋଜିତ 'ୱାର୍ଲ୍ଡ ପାରା ଆର୍ଚ୍ଚେରୀ ସିରିଜ୍ ୨୦୨୬'ରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିବା ସହ ଆଗାମୀ ପାରା ଏସିଆନ୍ ଗେମ୍ସ ପାଇଁ ଯୋ...
01/06/2026

ବ୍ୟାଙ୍କକକ୍‌ରେ ଆୟୋଜିତ 'ୱାର୍ଲ୍ଡ ପାରା ଆର୍ଚ୍ଚେରୀ ସିରିଜ୍ ୨୦୨୬'ରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିବା ସହ ଆଗାମୀ ପାରା ଏସିଆନ୍ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶାର ଷ୍ଟାର୍ ପାରା ତୀରନ୍ଦାଜ ପାୟଲ ନାଗଙ୍କୁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।




CMO Odisha Nityananda Gond Suresh Kumar Vashishth Ministry of Social Justice and Empowerment, Government of India Siep Odisha

01/06/2026

ନୂଆପଡା ଜିଲ୍ଲାରେ ସାପ୍ତାହିକ ଜନଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ଏବଂ ଆରକ୍ଷୀ ଅଧିକାରୀଙ୍କ ଉପସ୍ଥିତିରେ ଜାତୀୟ ପରିବାର ମଙ୍ଗଳ ଯୋଜନା ଓ ସାମାଜିକ ସୁରକ୍ଷା ଭତ୍ତା ଅଧିନରେ ସହାୟତା ରାଶି ପ୍ରଦାନ କରାଯାଇଛି ।



CMO Odisha Nityananda Gond Suresh Kumar Vashishth Ministry of Social Justice and Empowerment, Government of India Siep Odisha Dsso Nuapada

To***co not only harms health—it steals dreams, weakens families, affects livelihoods, and limits a person's potential. ...
31/05/2026

To***co not only harms health—it steals dreams, weakens families, affects livelihoods, and limits a person's potential.
This World No To***co Day, choose a healthier path. Every decision to quit to***co is a step towards better health, stronger communities, and a better tomorrow.
Together, let's build an Odisha where every individual has the opportunity to live healthier, happier, and to***co-free lives.

***coDay ***co ***coFreeFuture

CMO Odisha Nityananda Gond Suresh Kumar Vashishth Ministry of Social Justice and Empowerment, Government of India Siep Odisha Health & Family Welfare Department, Government of Odisha

ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପଦକ୍ଷେପରେ ଡିଡିଆର୍‌ସି ସମ୍ବଲପୁର ଏବଂ ଭିମସାର ବୁର୍ଲାର ସହଯୋଗରେ ଜଣେ ବରିଷ୍ଠ ବ...
30/05/2026

ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପଦକ୍ଷେପରେ ଡିଡିଆର୍‌ସି ସମ୍ବଲପୁର ଏବଂ ଭିମସାର ବୁର୍ଲାର ସହଯୋଗରେ ଜଣେ ବରିଷ୍ଠ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଭିମସାର ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଛି ।



CMO Odisha Nityananda Gond Suresh Kumar Vashishth Ministry of Social Justice and Empowerment, Government of India Siep Odisha sambalpur

Address

Lokseva Bhawan, Sachivalaya Marg, Unit/V
Bhubaneswar
751001

Alerts

Be the first to know and let us send you an email when Social Security and Empowerment of Persons with Disabilities Department, Governm posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Social Security and Empowerment of Persons with Disabilities Department, Governm:

Share