ଉଠ ଓଡ଼ିଆ Utha Odia

ଉଠ ଓଡ଼ିଆ Utha Odia ତୁମେ ଉଠ - ତୁମ ଉଠିବାରେ ଫେରିବ ଓଡ଼ିଶାର ହଜିଲା ଗରିମା !!
ତୁମେ ଜାଗ - ତୁମ ଜାଗିବାରେ ଚେଇଁ ଉଠିବ ଏ ଜାତି !!

11/05/2026
କମ୍ପାନୀ ଓ ପୁଲିସ୍ ଠାରୁ ନିଜ ପାହାଡ଼କୁ ଜଗିଥିବା ଆଦିବାସୀ ଓଡ଼ିଆ ମାଆ ଟିଏ । ଉତ୍କଳ ଜନନୀ ଆଉ କିଏ କି ?  #ସିଜିମାଳି  #ଅତ୍ୟାଚାର  #ଦମନ
08/04/2026

କମ୍ପାନୀ ଓ ପୁଲିସ୍ ଠାରୁ ନିଜ ପାହାଡ଼କୁ ଜଗିଥିବା ଆଦିବାସୀ ଓଡ଼ିଆ ମାଆ ଟିଏ । ଉତ୍କଳ ଜନନୀ ଆଉ କିଏ କି ?
#ସିଜିମାଳି #ଅତ୍ୟାଚାର #ଦମନ

୪୨୦ ପରିବାର ରେ ୪୦୦ ବିଧବା !ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆମର ପ୍ରଶ୍ନ: ସମୃଦ୍ଧି ଦିଗରେ କ୍ଷିପ୍ର ଭାବେ ଗତିଶୀଳ ଓଡିଶାରୁ ଏ ଗାଁ ଟା...
04/02/2026

୪୨୦ ପରିବାର ରେ ୪୦୦ ବିଧବା !
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆମର ପ୍ରଶ୍ନ: ସମୃଦ୍ଧି ଦିଗରେ କ୍ଷିପ୍ର ଭାବେ ଗତିଶୀଳ ଓଡିଶାରୁ ଏ ଗାଁ ଟା ହଟାଇଦେବା କି?
ଓଡ଼ିଶାର ଏଭଳି ଦୁର୍ଦ୍ଦଶା ପାଇଁ ଦାୟୀ କିଏ ?

Address

Madhusudan Nagar
Bhubaneswar
751001

Telephone

+919510730191

Website

Alerts

Be the first to know and let us send you an email when ଉଠ ଓଡ଼ିଆ Utha Odia posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to ଉଠ ଓଡ଼ିଆ Utha Odia:

Share

Category