Sankha Bhawan

Directions Website Contact the organization

Sankha Bhawan The Official Handel Of Sankha Bhawan, Bhubaneswar, Odisha Follow Us on :-
Sankha Bhawan Plot No. 798, Unit - VI
Bhubaneswar - 751001, Odisha

Bhubaneswar: On the auspicious occasion of Akshaya Tritiya, Chief Minister and Biju Janata Dal (BJD) President Naveen Patnaik on Sunday inaugurated the grand BJD office ‘Shankha Bhawan’ and dedicated it to the people of Odisha.

07/10/2026

ଆଠଗଡ଼ ବିଜୁ ଜନତା ଦଳ ଜନସମ୍ପର୍କ ପଦଯାତ୍ରା ।

ଏସଆଇଆର୍ ପ୍ରକ୍ରିୟାରେ ଫର୍ମ ୬ରେ ପରିବର୍ତ୍ତନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟୀକରଣ ପରେ ମୁଖ୍ୟ ନିର୍ବାଚନ କମିଶନର ତୁରନ୍ତ ଇସ୍ତଫା ଦି...
06/10/2026

ଏସଆଇଆର୍ ପ୍ରକ୍ରିୟାରେ ଫର୍ମ ୬ରେ ପରିବର୍ତ୍ତନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟୀକରଣ ପରେ ମୁଖ୍ୟ ନିର୍ବାଚନ କମିଶନର ତୁରନ୍ତ ଇସ୍ତଫା ଦିଅନ୍ତୁ।

ବିଜେପିକୁ ଜିତାଇବା ପାଇଁ ସୁପ୍ରିମକୋର୍ଟରେ ମିଥ୍ୟାର ସାହାରା ନେଇଥିଲେ ମୁଖ୍ୟ ନିର୍ବାଚନ କମିଶନର।

ସାମ୍ବିଧାନିକ ପଦବୀରେ ରହି ଅସାମ୍ବିଧାନିକ କାର୍ଯ୍ୟ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର।

ଗତ ନିର୍ବାଚନରେ ଅଧିକ ଭୋଟ ପାଇ ବିଜେଡି ହାରିବା ପଛରେ ଇଭିଏମ୍ ଟ୍ୟାମ୍ପରିଂ।

ଧର୍ମଶାଳାରେ ଜନସମ୍ପର୍କ ପଦଯାତ୍ରା ବେଳେ ପୂର୍ବତନ ବିଧାୟକଙ୍କୁ ଆକ୍ରମଣ ସ୍ପଷ୍ଟ ଦର୍ଶାଉଛି, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପ...
05/10/2026

ଧର୍ମଶାଳାରେ ଜନସମ୍ପର୍କ ପଦଯାତ୍ରା ବେଳେ ପୂର୍ବତନ ବିଧାୟକଙ୍କୁ ଆକ୍ରମଣ ସ୍ପଷ୍ଟ ଦର୍ଶାଉଛି, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ବିଜେପି ସରକାର ଦାୟୀ।

ଧର୍ମଶାଳା ବିଧାୟକଙ୍କ ଇଙ୍ଗିତରେ ସଂଗଠିତ ହୋଇଛି ଅପରାଧ।

ପୋଲିସ ଉପସ୍ଥିତିରେ ବାରମ୍ବାର ଆକ୍ରମଣ କରୁଛନ୍ତି ବିଜେପି କର୍ମୀ।

ସାଧାରଣ ଜନତାଠାରୁ ଜନ ପ୍ରତିନିଧି ସମସ୍ତେ ଅସୁରକ୍ଷିତ।

ଆକ୍ରମଣକାରୀମାନଙ୍କୁ ତୁରନ୍ତ ଗିରଫ କରାଯାଉ।

#ହଟାଅବିଜେପି

04/10/2026

ବିଜେଡିର ପଦଯାତ୍ରାକୁ ବିଜେପିର ଏତେ ଭୟ କଣପାଇଁ...

04/10/2026

#ପ୍ରଣବଙ୍କ_ଗାଡିକୁ_ଆକ୍ରମଣ
ବିଜେଡି ଜନ ସମ୍ପର୍କ ପଦଯାତ୍ରା ବେଳେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଆକ୍ରମଣ

04/10/2026

ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ...
CMO Odisha

04/10/2026

BJD ପଦଯାତ୍ରା ସମୟରେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ଉପରେ ହୋଇଥିବା ବିଜେପି କର୍ମୀଙ୍କ ଦ୍ୱାରା ମରଣାତ୍ମକ ଆକ୍ରମଣ ଏହା ନୀନ୍ଦନୀୟ ଘଟଣା

03/10/2026

ନବଗଠିତ ବିଜେଡି ମିଡିଆ ସେଲ୍ ସଂଯୋଜକ ଟିମକୁ ଗୁରୁମନ୍ତ୍ର ଦେଲେ ନବୀନ ପଟ୍ଟନାୟକ । ବିଜେପିର କୁଶାସନରେ ଅତିଷ୍ଠ ଓଡ଼ିଶାବାସୀଙ୍କୁ ଶାଣିତ ଓ ସଚେତନ କରିବ ବିଜୁ ଜନତା ଦଳ |||
Naveen Patnaik
Biju Janata Dal Odisha



ନବଗଠିତ ବିଜେଡି ମିଡିଆ ସେଲ୍ ସଂଯୋଜକ ଟିମକୁ ଗୁରୁମନ୍ତ୍ର ଦେଲେ ନବୀନ ପଟ୍ଟନାୟକ । ବିଜେପିର କୁଶାସନରେ ଅତିଷ୍ଠ ଓଡ଼ିଶାବାସୀଙ୍କୁ ଶାଣିତ ଓ ସଚେତ...
03/10/2026

ନବଗଠିତ ବିଜେଡି ମିଡିଆ ସେଲ୍ ସଂଯୋଜକ ଟିମକୁ ଗୁରୁମନ୍ତ୍ର ଦେଲେ ନବୀନ ପଟ୍ଟନାୟକ । ବିଜେପିର କୁଶାସନରେ ଅତିଷ୍ଠ ଓଡ଼ିଶାବାସୀଙ୍କୁ ଶାଣିତ ଓ ସଚେତନ କରିବ ବିଜୁ ଜନତା ଦଳ |||
Naveen Patnaik
Biju Janata Dal Odisha



Address

Sankha Bhawan
Bhubaneswar
751001

Alerts

Be the first to know and let us send you an email when Sankha Bhawan posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Sankha Bhawan:

Shortcuts

Share