𝐄𝐫 𝐃𝐞𝐯 𝐊𝐮𝐦𝐚𝐫

𝐄𝐫 𝐃𝐞𝐯 𝐊𝐮𝐦𝐚𝐫 𝙅𝙖𝙮 𝙎𝙝𝙧𝙚𝙚 𝙍𝙖𝙢
𝙅𝙖𝙮 𝙅𝙖𝙜𝙖𝙣𝙣𝙖𝙩𝙝
🙏🙏🙏

14/12/2025

Didi hai to mumkin hai... 😂
😀

14/12/2025

ସୋଫିଆ ଫିର୍ଦୋସ ବିଜେପି ରେ ମିଶି ପାରେ!
ଅସମ୍ଭବ ହେଲେ ରାଜିନିତି କିଛି ଭି ହେଇପାରେ!

ମକର ସଂକ୍ରାନ୍ତିର ଏହି ପବିତ୍ର ଅବସର,ରେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ମାଟିର ପୁଅ Durga Prasan Nayak  ଭାଇଙ୍କ...
14/01/2025

ମକର ସଂକ୍ରାନ୍ତିର ଏହି ପବିତ୍ର ଅବସର,ରେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ମାଟିର ପୁଅ Durga Prasan Nayak ଭାଇଙ୍କ ନେତ୍ରୁତରେ ଓଡିଶାର ,ମାନ୍ୟବର ମନ୍ତ୍ରୀ Suryabanshi Suraj ଭାଇ ଆସନ୍ତା କାଲି କେନ୍ଦ୍ରାପଡ଼ା କୁ ଆସୁଛନ୍ତି,ବହୁ ସଂଖ୍ୟା ରେ ଯୋଗଦାନ କରି ସ୍ବାଗତ କରିବା, #କେନ୍ଦ୍ରାପଡ଼ା

14/01/2025

ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପେଟଛେଲା ପଞ୍ଚାୟତ ସ୍ଥିତ ଲୁଣିମାଠିଆ ଗ୍ରାମ ରେ ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଜନଜାତି ଭାଈ ଭଉଣୀ ଙ୍କ ଦ୍ୱାରା ଆୟୋଜିତ ମକର ଉତ୍ସବ ରେ ଆମ ସୁଖ ଦୁଃଖ ର ସାଥି ମାନ୍ୟବର ବିଧାୟକ ଡ଼ଃ Durga Prasan Nayak ଭାଈ ଯୋଗ ଦେଇ ଜନଜାତି ସମ୍ପ୍ରଦାୟ ର ମା, ଭଉଣୀ ଓ ଭାଇ ମାନଙ୍କ ସହିତ ଯୋଗ ଦେଇ ତାଙ୍କ ପାରମ୍ପରିକ ନୃତ୍ୟ ଓ ସଙ୍ଗୀତ ରେ ଭାଗ ନେବା ସହିତ ବିଭିନ୍ନ ମୌଳିକ ସମସ୍ୟା ଓ ଅସୁବିଧା ସମ୍ପର୍କ ରେ ଅଭିଯୋଗ ଶୁଣି ଯଥା ଶୀଘ୍ର ସମାଧାନ ନିମନ୍ତେ ପ୍ରତିଶୃତି ଦେଇଥିଲେ।
Mohan Charan Majhi BJP Odisha

ଓଡ଼ିଶାବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତିବଦ୍ଧ। ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍...
14/01/2025

ଓଡ଼ିଶାବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତିବଦ୍ଧ। ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସମନ୍ୱିତ କାର୍ଯ୍ୟାନ୍ୱୟନ ନିମନ୍ତେ ବୁଝାମଣା ପତ୍ର ସ୍ୱାକ୍ଷରିତ।

ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମ...
14/01/2025

ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଭରିଦେଉ ମହାପ୍ରଭୁଙ୍କ ନିକଟରେ ଏତିକି କାମନା।

Durga Prasan Nayak

Jay Jagannath 🙏
14/01/2025

Jay Jagannath 🙏

13/01/2025

💗💗💗

12/01/2025

Address

Bhubenswer
Bhubaneswar
754224

Alerts

Be the first to know and let us send you an email when 𝐄𝐫 𝐃𝐞𝐯 𝐊𝐮𝐦𝐚𝐫 posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to 𝐄𝐫 𝐃𝐞𝐯 𝐊𝐮𝐦𝐚𝐫:

Share