BDA Youth, Sports & Cultural Association

BDA Youth, Sports & Cultural Association Social Welfare activities, Sports and Cultural Event Organizer in BDA Colony,Chandrasekharpur.

ଗତ ତା- 04 ଜୁଲାଇ 2023 ରିଖ (ମଙ୍ଗଳବାର) ରେ ଆମ କ୍ଲବର ସମ୍ପାଦକ ଶ୍ରୀ ବିଶ୍ୱରଞ୍ଜନ ନାୟକ (ସଭିଙ୍କ ପ୍ରିୟ ଗୁଜୁରି ଭାଇ)ଙ୍କର ଜନ୍ମ ଦିବସ କୁ ...
06/07/2023

ଗତ ତା- 04 ଜୁଲାଇ 2023 ରିଖ (ମଙ୍ଗଳବାର) ରେ ଆମ କ୍ଲବର ସମ୍ପାଦକ ଶ୍ରୀ ବିଶ୍ୱରଞ୍ଜନ ନାୟକ (ସଭିଙ୍କ ପ୍ରିୟ ଗୁଜୁରି ଭାଇ)ଙ୍କର ଜନ୍ମ ଦିବସ କୁ ଆମ କ୍ଲବ ପରିସରରେ ପାଳନ କରାଯାଇଥିଲା। କ୍ଲବ ର ସଭାପତି ସୌଭାଗ୍ୟ ଭାଇ ଏବଂ ଅନ୍ୟ ସଦସ୍ୟ ମାନେ ଗୁଜୁରି ଭାଇଙ୍କ ସହ ଏହି ଅବସରରେ ବିତାଇ ଥିବା କିଛି ଖୁସିର ମୁହୂର୍ତ୍ତ..ମହାପ୍ରଭୁ ଜଗନ୍ନାଥ ଆମ ଗୁଜୁରି ଭାଇଙ୍କୁ ସବୁବେଳେ ଖୁସିରେ ରଖନ୍ତୁ..

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାହୁଡ଼ା ଦିବସରେ ଅନୁଷ୍ଠିତ ରଥ ଯାତ୍ରାରେ ଆମ କ୍ଲବ ର ସଦସ୍ୟ ମାନଙ୍କ ଦ୍ଵାରା ଭକ୍ତ ମାନଙ୍କୁ ସେବା ଯୋଗାଇ ଦେବାର...
28/06/2023

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାହୁଡ଼ା ଦିବସରେ ଅନୁଷ୍ଠିତ ରଥ ଯାତ୍ରାରେ ଆମ କ୍ଲବ ର ସଦସ୍ୟ ମାନଙ୍କ ଦ୍ଵାରା ଭକ୍ତ ମାନଙ୍କୁ ସେବା ଯୋଗାଇ ଦେବାର ମୁହୂର୍ତ୍ତ..
ାଳିଆ_ସାଆନ୍ତ 🙏

Address

MIG-1 Playground, BDA Colony, Chandrasekharpur
Bhubaneswar
751016

Opening Hours

Monday 8am - 11pm
Tuesday 8am - 11pm
Wednesday 8am - 11pm
Thursday 8am - 11pm
Friday 8am - 11pm
Saturday 8am - 11pm
Sunday 8am - 11pm

Website

Alerts

Be the first to know and let us send you an email when BDA Youth, Sports & Cultural Association posts news and promotions. Your email address will not be used for any other purpose, and you can unsubscribe at any time.

Share

Category