Lohia Academy, Bhubaneswar

Lohia Academy, Bhubaneswar Contact information, map and directions, contact form, opening hours, services, ratings, photos, videos and announcements from Lohia Academy, Bhubaneswar, Social service, Bhubaneswar.

ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜବାଦୀ ଜନନେତା ଡକ୍ଟର ରାମ ମନୋହର ଲୋହିଆଙ୍କ ୬୬ତମ ଶ୍ରାଦ୍ଧ ଦିବସ ଅବସରରେ ଲୋହିଆ ଏକାଡେମୀ ପକ୍ଷରୁ ଗଭୀର ...
12/10/2023

ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜବାଦୀ ଜନନେତା ଡକ୍ଟର ରାମ ମନୋହର ଲୋହିଆଙ୍କ ୬୬ତମ ଶ୍ରାଦ୍ଧ ଦିବସ ଅବସରରେ ଲୋହିଆ ଏକାଡେମୀ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି !
#ଡକ୍ଟର_ରାମ_ମନୋହର_ଲୋହିଆ_ଅମର_ରହେ

ଭାରତ ଛାଡ଼ ଆନ୍ଦୋଳନର ସାରଥୀ ତଥା ବିଶିଷ୍ଟ ସମାଜବାଦୀ ନେତା ଡକ୍ଟର ରାମ ମନୋହର ଲୋହିଆଙ୍କ ପବିତ୍ର ଶ୍ରାଦ୍ଧ ଦିବସ ଅବସରରେ ଭୁବନେଶ୍ବର ସ୍ଥିତ ଲ...
12/10/2023

ଭାରତ ଛାଡ଼ ଆନ୍ଦୋଳନର ସାରଥୀ ତଥା ବିଶିଷ୍ଟ ସମାଜବାଦୀ ନେତା ଡକ୍ଟର ରାମ ମନୋହର ଲୋହିଆଙ୍କ ପବିତ୍ର ଶ୍ରାଦ୍ଧ ଦିବସ ଅବସରରେ ଭୁବନେଶ୍ବର ସ୍ଥିତ ଲୋହିଆ ଏକାଡେମୀ ଠାରେ ଆଜି ୧୨ ଅକ୍ଟୋବର ୨୦୨୩ ରିଖ ଗୁରୁବାର ସନ୍ଧ୍ୟା ୫.୩୦ ଘଟିକାରେ ଏକ ବିଶେଷ ଆଲୋଚନା ଅନୁଷ୍ଠିତ ହେବ। ଏହି ଆଲୋଚନାରେ "ଜନ ଆନ୍ଦୋଳନ, ବ୍ୟକ୍ତି ସ୍ୱାଧୀନତା ଓ ରାଷ୍ଟ୍ର ଦମନ" ବିଷୟ ଉପରେ ବକ୍ତବ୍ୟ ରଖିବେ ପ୍ରଫେସର ବିରେନ୍ଦ୍ର ନାୟକ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆପଣଙ୍କୁ ସାଦର ନିମନ୍ତ୍ରଣ।

12/02/2022

Press Statement of Lohia Academy,Bhubaneswar
Bhubaneswar 11,Feb.
We solute Miss Muskana student of a college in Karnatak who dared bravely to face the violent lumpens of hindutwa force to exercise her right to wear the dress as her choice.
Though wearing burqa by Muslim girls or women is costumary practice imposed by patriarch decision.we support the reforms to eliminate any blind belief or bad practice in any religion and stand by for freedom and liberty of women like men.Here we condemn the majoritarian force by the organised saffron gang of lumpens against the student wearing burqa in side college.
We appeal the Honourable Chief Justice of the Supreme Court to protect the right of citizens to chose their dress or food .
We also appeal to our friends to condemn the way the karnatak Govt is encouraging such brutal activities inside college campus.
With thanks,
Deba Prasad Ray ,Secretary
Prafulla Samantara

Address

Bhubaneswar
751022

Website

Alerts

Be the first to know and let us send you an email when Lohia Academy, Bhubaneswar posts news and promotions. Your email address will not be used for any other purpose, and you can unsubscribe at any time.

Share

Category