ଶ୍ରୀ ଅନ୍ନ ଅଭିଯାନ

ଶ୍ରୀ ଅନ୍ନ ଅଭିଯାନ Shree Anna Abhiyan of Government of Odisha aims to make Odisha a millet hub of the country.

03/09/2026

ଖରିଫ ମାଣ୍ଡିଆ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ସମ୍ପର୍କରେ ସୂଚନା
CMO Odisha
Kanak Vardhan Singh Deo
Information & Public Relations Department, Government of Odisha

24/08/2026

ସଂଘର୍ଷରୁ ସଫଳତା
CMO Odisha
Kanak Vardhan Singh Deo
Information & Public Relations Department, Government of Odisha

17/08/2026

ଶ୍ରୀ ଅନ୍ନ ଅଭିଯାନ ଅଧିନରେ କୋରାପୁଟ ଜିଲ୍ଲାରେ 'ଶ୍ରୀ ପଦ୍ଧତି'ରେ ମାଣ୍ଡିଆ ଚାରା ରୋପଣ ପ୍ରକ୍ରିୟା ଜାରି ରହିଛି।ଚାଷୀମାନେ ଘାସ ପରିଚାଳନା ସହିତ ଶ୍ରମ ହ୍ରାସ ଏବଂ ଫସଲ ବୃଦ୍ଧି ନିମନ୍ତେ ସାଇକେଲ ୱିଡ଼ର୍ ବ୍ୟବହାର କରୁଛନ୍ତି। ଏହାସହିତ ଉନ୍ନତ କୃଷି ପଦ୍ଧତି ଅବଲମ୍ବନ କରି ଜିଲ୍ଲାରେ ମାଣ୍ଡିଆ ଚାଷକୁ ଅଧିକ ସୁଦୃଢ଼ କରିବା ସହ ଉତ୍ପାଦନ ବୃଦ୍ଧି ନିମନ୍ତେ ପ୍ରୟାସ କରୁଛନ୍ତି।
CMO Odisha
Kanak Vardhan Singh Deo
Information & Public Relations Department, Government of Odisha

10/08/2026

ସଫଳ ଓ ପ୍ରେରଣାଦାୟୀ ମହିଳା ଚାଷୀ ଜ୍ୟୋତ୍ସ୍ନା ସ୍ୱାଇଁ

CMO Odisha
Kanak Vardhan Singh Deo
Information & Public Relations Department, Government of Odisha

04/08/2026

ବଢିବ ଅମଳ, କମିବ ଖର୍ଚ୍ଚ - ଗଞ୍ଜାମ ଜିଲ୍ଲାର ଚାଷୀମାନେ 'ଶ୍ରୀ ଅନ୍ନ ଅଭିଯାନ' ଯୋଜନାରେ ମାଣ୍ଡିଆ ତଳି ରୋପଣ ସମୟରେ ସମାନ ଦୂରତା ବଜାୟ ରଖିବା ପାଇଁ ହାତ ତିଆରି ମାର୍କର୍ ବ୍ୟବହାର କରୁଛନ୍ତି। ଏହା ଦ୍ୱାରା ଜଳ ସେଚନ ଏବଂ ସାର ଦେବା ସହଜ ହେବ, ଅମଳ ବୃଦ୍ଧି ପାଇବ।

CMO Odisha
Kanak Vardhan Singh Deo
Information & Public Relations Department, Government of Odisha

13/03/2026

ମଣ୍ଡି ମାଧ୍ୟମରେ ମାଣ୍ଡିଆ କିଣୁଛନ୍ତି ସରକାର । ଚାଷୀ ଭାଇ ଭଉଣୀମାନଙ୍କ ସୁବିଧା ପାଇଁ ଯେଉଁ ସବୁ ଜିଲ୍ଲାଗୁଡ଼ିକରେ ମାଣ୍ଡିଆ ବା ଶ୍ରୀଅନ୍ନ ଚାଷ କରାଯାଉଛି ସେଠାକାର ବିଭିନ୍ନ ସ୍ଥାନରେ ମଣ୍ଡିମାନ ଖୋଲା ଯାଇଛି। ସେହି ଅନୁସାରେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ ଚIଷୀଙ୍କ ଠାରୁ ସେମାନଙ୍କ ଉତ୍ପାଦ ସରକାର FAQ ମାନରେ କ୍ରୟ କରୁଛନ୍ତି।

CMO Odisha
Information & Public Relations Department, Government of Odisha
Kanak Vardhan Singh Deo

24/02/2026
20/02/2026

ମଣ୍ଡି ମାଧ୍ୟମରେ ମାଣ୍ଡିଆ କିଣୁଛନ୍ତି ସରକାର । ଚାଷୀ ଭାଇ ଭଉଣୀମାନଙ୍କ ସୁବିଧା ପାଇଁ ଯେଉଁ ସବୁ ଜିଲ୍ଲାଗୁଡ଼ିକରେ ମାଣ୍ଡିଆ ବା ଶ୍ରୀଅନ୍ନ ଚାଷ କରାଯାଉଛି ସେଠାକାର ବିଭିନ୍ନ ସ୍ଥାନରେ ମଣ୍ଡିମାନ ଖୋଲା ଯାଇଛି। ସେହି ଅନୁସାରେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ ଚIଷୀଙ୍କ ଠାରୁ ସେମାନଙ୍କ ଉତ୍ପାଦ ସରକାର FAQ ମାନରେ କ୍ରୟ କରୁଛନ୍ତି। ଉଦାହରଣ ସ୍ୱରୂପ ଗୋଟିଏ ଦିନରେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ୍, ଦସମନ୍ତପୁର ଗ୍ରାମପଞ୍ଚାୟତ ଅଧିନରେ ଥିବା ମହନ୍ତପୁର ଗ୍ରାମରୁ ପାଖାପଖି ଦୁଇ ହଜାର କ୍ୱିଣ୍ଟାଲ ମାଣ୍ଡିଆ କିଣାଯାଇଛି।

CMO Odisha
Information & Public Relations Department, Government of Odisha
Kanak Vardhan Singh Deo

17/02/2026

ଶିଶୁମାନଙ୍କ ପୁଷ୍ଟିସାଧନ କ୍ଷେତ୍ରରେ ଏକ ଅଭିନବ ପଦକ୍ଷେପ ସ୍ୱରୂପ, ଅନୁଗୋଳ ଜିଲ୍ଲା ସ୍ତରୀୟ ପାଇଲଟ୍ 'ରାଗି ଲଡୁ' ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଛେଣ୍ଡିପଦାଠାରେ ମାନ୍ୟବର ସ୍ଥାନୀୟ ବିଧାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ I ଏହି ପାଇଲଟ୍ ପ୍ରକଳ୍ପ ମାଧ୍ୟମରେ ଅଙ୍ଗନବାଡ଼ି ଶିଶୁମାନଙ୍କୁ ସ୍ୱାସ୍ଥ୍ୟକର ମାଣ୍ଡିଆ ଲଡୁ ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ୪୬୫ଟି ଅଙ୍ଗନବାଡ଼ି କେନ୍ଦ୍ରରେ ପ୍ରାୟ ୧୦,୫୭୩ ଜଣ ଶିଶୁ ଏହି ସୁବିଧା ପାଇ ପାରିବେ I ଉଦଘାଟନି ଉତ୍ସବରେ ବିଭିନ୍ନ ସରକାରୀ ଅଧିକାରୀ ଏବଂ ଜନ ପ୍ରତିନିଧୀଙ୍କ ସମେତ ଡିଏମଏଫ୍ ଅଧିକାରୀମାନେ ଉପସ୍ଥିତ ଥିଲେ।
CMO Odisha
Information & Public Relations Department, Government of Odisha
Kanak Vardhan Singh Deo

17/01/2026

Address

Bhubaneswar

Alerts

Be the first to know and let us send you an email when ଶ୍ରୀ ଅନ୍ନ ଅଭିଯାନ posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share